କ୍ଷୀରୋଦ ଦାସ

ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ

କ୍ଷୀରୋଦ ଦାସ (ଜନ୍ମ : ୧୫ ଅକ୍ଟୋବର ୧୯୬୫) ଜଣେ ଓଡ଼ିଆ ସାହିତ୍ୟିକ ।[୧] ସେ ଉଭୟ ଗଳ୍ପ ଓ ଉପନ୍ୟାସ ରଚନା କରନ୍ତି ।

କ୍ଷୀରୋଦ ଦାସ
Born (1965-10-15) ୧୫ ଅକ୍ଟୋବର ୧୯୬୫ (ବୟସ ୫୮)
ବାଲିଆଟୁଳି, ପଣ୍ଡୁଆ, ଜଗତସିଂହପୁର
Nationalityଭାରତୀୟ
Notable workଅସୁସ୍ଥ ସମୟ, ପ୍ରିୟ ପୃଥିବୀ

ବ୍ୟକ୍ତିଗତ ଜୀବନ ସମ୍ପାଦନା

କ୍ଷୀରୋଦ ୧୯୬୫ ମସିହା ଅକ୍ଟୋବର ମାସ ୧୫ତାରିଖ ଦିନ ଜଗତସିଂହପୁର ଜିଲ୍ଲାର ପଣ୍ଡୁଆଠାରେ ଜନ୍ମଗ୍ରହଣ କରିଥିଲେ ।[୨]

ସାହିତ୍ୟ ସର୍ଜନା ସମ୍ପାଦନା

କ୍ଷୀରୋଦଙ୍କର ପ୍ରଥମ ଗଳ୍ପ ଯନ୍ତ୍ରଣା ଧରିତ୍ରୀ ଖବରକାଗଜରେ ପ୍ରକାଶ ପାଇଥିଲା ।[୩]

ରଚନାବଳୀ ସମ୍ପାଦନା

ପୁରସ୍କାର ଓ ସମ୍ମାନ ସମ୍ପାଦନା

  • ଭୁବନେଶ୍ୱର ପୁସ୍ତକମେଳା ସାହିତ୍ୟ ପୁରସ୍କାର, ୨୦୦୩
  • ଡ. ଶ୍ୟାମସୁନ୍ଦର ମହାପାତ୍ର ସ୍ମୃତି ସମ୍ମାନ, ୨୦୧୩ (ଫକୀରମୋହନ ସାହିତ୍ୟ ପରିଷଦ ପ୍ରଦତ୍ତ)
  • ପଶ୍ଚିମା ଗଳ୍ପ ସମ୍ମାନ, ୨୦୧୫ (୩୧ତମ ଭୁବନେଶ୍ୱର ପୁସ୍ତକମେଳା ଅବସରରେ ପ୍ରଦତ୍ତ)
  • ସମାରୋହ ଗଳ୍ପ ପୁରସ୍କାର, ୨୦୦୩
  • ତୀର ତରଙ୍ଗ ଗଳ୍ପ ସମ୍ମାନ, ୨୦୦୩
  • କାଦମ୍ବିନୀ ଗଳ୍ପ ସମ୍ମାନ, ୨୦୧୧
  • ଅଭିନନ୍ଦନିକା ସମ୍ମାନ, ୨୦୦୮

ଆଧାର ସମ୍ପାଦନା

  1. Annual Report, Sahitya Akademy. Sahitya Akademy. 2003. Retrieved 23 September 2021.
  2. "ବିଜୁଳିର ଚମକ ପରି ମନ ଭିତରକୁ ପଶିଆସେ ଗଳ୍ପର ପ୍ଲଟ୍". ସମ୍ବାଦ. Archived from the original on ୧୫ ସେପ୍ଟେମ୍ବର ୨୦୨୦. Retrieved ୧୫ ସେପ୍ଟେମ୍ବର ୨୦୨୦. {{cite web}}: Check date values in: |accessdate= and |archivedate= (help)
  3. "ସୃଜନ ଆଳାପ". ଧରିତ୍ରୀ ସାହିତ୍ୟାୟନ. No. ୨୩ ସେପ୍ଟେମ୍ବର ୨୦୨୧ - ୬ ଅକ୍ଟୋବର ୨୦୨୧. ଧରିତ୍ରୀ. 23 September 2021. p. ୩. Archived from the original on 23 September 2021. Retrieved 23 September 2021.
  4. "National Library of India Online Catalogue". opac.nationallibrary. National Library of India. Archived from the original on 18 September 2021. Retrieved 21 September 2021.