ଅମରେଶ ବିଶ୍ୱାଳ

ଓଡ଼ିଆ ସାହିତ୍ୟିକ ଓ ସାମ୍ବାଦିକ

ଅମରେଶ ବିଶ୍ୱାଳ (ଜନ୍ମ: ୧୩ ଜୁନ ୧୯୭୨, ରାଛିପୁର, ଯାଜପୁର ରୋଡ଼) ଜଣେ ଓଡ଼ିଆ ସାହିତ୍ୟିକ ଓ ସାମ୍ବାଦିକ ।[] ସେ ଗଳ୍ପ, ପ୍ରବନ୍ଧ ଓ ଉପନ୍ୟାସ ଆଦି ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ରଚନା କରିଛନ୍ତି । ସେ ଓଡ଼ିଶା ଟେଲିଭିଜନରେ ଆଉଟପୁଟ ଏଡିଟର ଭାବରେ କାର୍ଯ୍ୟରତ ।

ଅମରେଶ ବିଶ୍ୱାଳ
ଜନ୍ମ (1972-06-13) ୧୩ ଜୁନ ୧୯୭୨ (ବୟସ ୫୨)
ରାଛିପୁର, ଯାଜପୁର ରୋଡ଼, ଓଡ଼ିଶା
ବୃତ୍ତି(ସମୂହ)ସାହିତ୍ୟିକ, ସାମ୍ବାଦିକ
ପିତାମାତାବଂଶୀଧର ବିଶ୍ୱାଳ (ବାପା)
ସୁଭଦ୍ରା ବିଶ୍ୱାଳ (ମାଆ)
ପୁରସ୍କାରରାଜଧାନୀ ପୁସ୍ତକ ମେଳା ପୁରସ୍କାର

ବ୍ୟକ୍ତିଗତ ଜୀବନ

ସମ୍ପାଦନା

୧୯୭୨ ମସିହାର ଜୁନ ୧୩ ତାରିଖରେ, ସେ ଯାଜପୁର ଜିଲ୍ଲାଯାଜପୁର ରୋଡ଼ ସନ୍ନିକଟ ରାଛିପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବଂଶୀଧର ବିଶ୍ୱାଳ ଓ ସୁଭଦ୍ରା ବିଶ୍ୱାଳ ।[]

ରଚନାବଳୀ

ସମ୍ପାଦନା
  • ଅବକ୍ଷୟମୁଖୀ ଜାତୀୟ ଚରିତ୍ର (ପ୍ରବନ୍ଧ, ୨୦୦୧)[]
  • ବୟସ୍କ ଲୋକର ସମୟ (ଗଳ୍ପ, ୨୦୦୮)
  • ସ୍ପେଶାଲ ରିପୋର୍ଟ (ଗଳ୍ପ, ୨୦୧୨)
  • ତୁମରି ପରି ଝିଅଟିଏ (କିଶୋର ଜୀବନୀ, ୨୦୧୩)
  • ମଧ୍ୟବିତ୍ତ (ଉପନ୍ୟାସ, ୨୦୧୪)
  • ସଁବାଳୁଆର ସ୍ୱପ୍ନ (ଗଳ୍ପ, ୨୦୧୪)
  • ଆତ୍ମନ (ଗଳ୍ପ, ୨୦୧୮)
  • ହ୍ୟାଙ୍ଗଓଭର (କବିତା, ୨୦୧୮)
  • ସା-ରେ-ଗା-ମା-ପା (ମିଳିତ ଗଳ୍ପ ସଂକଳନ)
  • ଚାଇନାର ଚରିତ୍ର (ଭ୍ରମଣ ଉପନ୍ୟାସ, ୨୦୧୯)
  • ପ୍ରଣତିର ପ୍ରେମିକମାନେ (ଉପନ୍ୟାସ, ୨୦୧୯)
  • ପାପ (ଉପନ୍ୟାସ, ୨୦୧୯)
  • ପ୍ରେମିକାର ସାନ ଭଉଣୀ (ପ୍ରେମଗଳ୍ପ, ୨୦୨୦)
  • ପ୍ରୀତି ପ୍ରଲିସା ସୁନନ୍ଦା (୩ଟି ଉପନ୍ୟାସ, ୨୦୨୩)
  • ଶେଷ ଦୃଷ୍ୟ
  • ଛୋଟ ଛୋଟ ଜୀବନ (ଛୋଟଗଳ୍ପ, ୨୦୨୧)[]
  • ଏଇଠୁ ଆରମ୍ଭ (ମିଳିତ ଉପନ୍ୟାସର ସହଲେଖକ)
  • ସିଲ୍‍ହଟ୍‍‍ରେ ସକାଳ (ମିଳିତ ଉପନ୍ୟାସର ସହଲେଖକ)
  • ରୁମାଲ ଚୋରି (ଗଳ୍ପ) ୨୦୨୩

ପୁରସ୍କାର ଓ ସମ୍ମାନ

ସମ୍ପାଦନା
  • ମନ୍ଥନ ଯୁବ ପ୍ରତିଭା ପୁରସ୍କାର, ୨୦୦୦
  • ରାଜଧାନୀ ପୁସ୍ତକ ମେଳା ପୁରସ୍କାର, ୨୦୦୧ (ପ୍ରବନ୍ଧ)[]
  • ରାଜଧାନୀ ପୁସ୍ତକ ମେଳା ପୁରସ୍କାର ୨୦୧୦ (ଗଳ୍ପ)
  • ବିରୂପା ସାହିତ୍ୟ ସଂସଦ ପୁରସ୍କାର ୨୦୧୦
  • ଲେଖାଲେଖି ଯୁବ ଗାଳ୍ପିକ ପୁରସ୍କାର ୨୦୧୦
  • ଟାଇମ୍ ପାସ୍ ବୁକର ପୁରସ୍କାର ୨୦୧୨[]
  • ଚିନ୍ତାମଣି ବେହେରା ଗଳ୍ପ ସମ୍ମାନ ୨୦୧୩
  • ଶିହରଣ କଥା ସମ୍ମାନ ୨୦୧୩
  • କବିଶେଖର ଚିନ୍ତାମଣି ସ୍ମାରକୀ ସମ୍ମାନ ୨୦୧୩
  • ପଶ୍ଚିମା ଉପନ୍ୟାସ ପୁରସ୍କାର ୨୦୧୫
  • ଜଗଦୀଶ ଯୁବ ସମ୍ମାନ ୨୦୧୫,
  • କଥାକଳିକା ଯୁବ ପୁରସ୍କାର ୨୦୧୬[]
  • ଭୁବନେଶ୍ୱର ପୁସ୍ତକ ମେଳା ସାହିତ୍ୟ ପୁରସ୍କାର - ୨୦୧୭ (ମଧ୍ୟବିତ୍ତ ଉପନ୍ୟାସ ପାଇଁ)[]
  • କହ୍ନେଇ କଥା ପୁରସ୍କାର - ୨୦୧୯ (କହ୍ନେଇ କଥା ସଂସଦଦ୍ୱାରା ପ୍ରଦତ୍ତ)[]
  1. http://www.thehindu.com/todays-paper/tp-national/tp-otherstates/amaresh-biswal-selected-for-timepass-booker-award/article3971212.ece
  2. ସାହୁ, ସୈରିନ୍ଧ୍ରୀ (4 August 2024). "ସୃଜନ ଆଳାପ: ଅମରେଶ ବିଶ୍ୱାଳ". ଧ୍ୱନି ପ୍ରତିଧ୍ୱନି. No. ବାଲେଶ୍ୱର. p. 4. Archived from the original on 4 August 2024. Retrieved 4 August 2024.
  3. "ପ୍ରଥମ ବହି". dharitriepaper.in. ଧରିତ୍ରୀ. Retrieved 10 July 2019.
  4. "କଥା ଝରକା". କଥା ପତ୍ରିକା (ଡିସେମ୍ବର ୨୦୨୧): ୩୦. Retrieved 25 December 2021.
  5. "ଆର୍କାଇଭ୍ କପି". Archived from the original on 2022-07-07. Retrieved 2016-11-23. {{cite web}}: Cite has empty unknown parameter: |1= (help)
  6. http://www.odisha360.com/2012/10/06/amaresh-biswal-to-receive-time-pass-booker-award-2012/
  7. ସମାଜ ୨୩/୧୧/୨୦୧୬ କଲିକତା ସଂସ୍କରଣ ପୃଷ୍ଠା ୧୪. {{cite news}}: |access-date= requires |url= (help); Missing or empty |title= (help)
  8. ସମ୍ବାଦ ୧୩/୦୪/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୮ http://www.sambadepaper.com/Details.aspx?id=346857&boxid=32358660. Retrieved 13 April 2017. {{cite news}}: Missing or empty |title= (help)[permanent dead link]
  9. "Writer Biswal to get Kanhei Katha Puraskar". www.dailypioneer.com. The Pioneer. Retrieved 27 June 2019.