ଅମରେଶ ବିଶ୍ୱାଳ

ଓଡ଼ିଆ ସାହିତ୍ୟିକ ଓ ସାମ୍ବାଦିକ

ଅମରେଶ ବିଶ୍ୱାଳ (ଜନ୍ମ : ୧୩ ଜୁନ ୧୯୭୨) ଜଣେ ଓଡ଼ିଆ ସାହିତ୍ୟିକ ଓ ସାମ୍ବାଦିକ ।[୧] ସେ ଗଳ୍ପ, ପ୍ରବନ୍ଧ ଓ ଉପନ୍ୟାସ ଆଦି ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ରଚନା କରିଛନ୍ତି । ସେ ଓଡ଼ିଶା ଟେଲିଭିଜନରେ ଆଉଟପୁଟ ଏଡିଟର ଭାବରେ କାର୍ଯ୍ୟରତ । ସେ ଯାଜପୁର ଜିଲ୍ଲାଯାଜପୁର ରୋଡ଼ ସନ୍ନିକଟ ରାଛିପୁର ଗ୍ରାମରେ ସେ ୧୯୭୨ ମସିହାରେ ଜନ୍ମଗ୍ରହଣ କରିଥିଲେ ।

ଅମରେଶ ବିଶ୍ୱାଳ
Born (1972-06-13) ୧୩ ଜୁନ ୧୯୭୨ (ବୟସ ୫୧)
Occupation(s)ସାହିତ୍ୟିକ, ସାମ୍ବାଦିକ
Awardsରାଜଧାନୀ ପୁସ୍ତକ ମେଳା ପୁରସ୍କାର

ରଚନାବଳୀ ସମ୍ପାଦନା

  • ଅବକ୍ଷୟମୁଖୀ ଜାତୀୟ ଚରିତ୍ର (ପ୍ରବନ୍ଧ, ୨୦୦୧)[୨]
  • ବୟସ୍କ ଲୋକର ସମୟ (ଗଳ୍ପ, ୨୦୦୮)
  • ସ୍ପେଶାଲ ରିପୋର୍ଟ (ଗଳ୍ପ, ୨୦୧୨)
  • ତୁମରି ପରି ଝିଅଟିଏ (କିଶୋର ଜୀବନୀ, ୨୦୧୩)
  • ମଧ୍ୟବିତ୍ତ (ଉପନ୍ୟାସ, ୨୦୧୪)
  • ସଁବାଳୁଆର ସ୍ୱପ୍ନ (ଗଳ୍ପ, ୨୦୧୪)
  • ସା-ରେ-ଗା-ମା-ପା (ମିଳିତ ଗଳ୍ପ ସଂକଳନ)
  • ଚାଇନାର ଚରିତ୍ର (ଭ୍ରମଣ ଉପନ୍ୟାସ)
  • ପ୍ରଣତିର ପ୍ରେମିକମାନେ
  • ପାପ
  • ପ୍ରେମିକାର ସାନ ଭଉଣୀ
  • ଶେଷ ଦୃଷ୍ୟ
  • ଛୋଟ ଛୋଟ ଜୀବନ[୩]

ପୁରସ୍କାର ଓ ସମ୍ମାନ ସମ୍ପାଦନା

  • ମନ୍ଥନ ଯୁବ ପ୍ରତିଭା ପୁରସ୍କାର, ୨୦୦୦
  • ରାଜଧାନୀ ପୁସ୍ତକ ମେଳା ପୁରସ୍କାର, ୨୦୦୧ (ପ୍ରବନ୍ଧ)[୪]
  • ରାଜଧାନୀ ପୁସ୍ତକ ମେଳା ପୁରସ୍କାର ୨୦୧୦ (ଗଳ୍ପ)
  • ବିରୂପା ସାହିତ୍ୟ ସଂସଦ ପୁରସ୍କାର ୨୦୧୦
  • ଲେଖାଲେଖି ଯୁବ ଗାଳ୍ପିକ ପୁରସ୍କାର ୨୦୧୦
  • ଟାଇମ୍ ପାସ୍ ବୁକର ପୁରସ୍କାର ୨୦୧୨[୫]
  • ଚିନ୍ତାମଣି ବେହେରା ଗଳ୍ପ ସମ୍ମାନ ୨୦୧୩
  • ଶିହରଣ କଥା ସମ୍ମାନ ୨୦୧୩
  • କବିଶେଖର ଚିନ୍ତାମଣି ସ୍ମାରକୀ ସମ୍ମାନ ୨୦୧୩
  • ପଶ୍ଚିମା ଉପନ୍ୟାସ ପୁରସ୍କାର ୨୦୧୫
  • ଜଗଦୀଶ ଯୁବ ସମ୍ମାନ ୨୦୧୫,
  • କଥାକଳିକା ଯୁବ ପୁରସ୍କାର ୨୦୧୬[୬]
  • ଭୁବନେଶ୍ୱର ପୁସ୍ତକ ମେଳା ସାହିତ୍ୟ ପୁରସ୍କାର - ୨୦୧୭ (ମଧ୍ୟବିତ୍ତ ଉପନ୍ୟାସ ପାଇଁ)[୭]
  • କହ୍ନେଇ କଥା ପୁରସ୍କାର - ୨୦୧୯ (କହ୍ନେଇ କଥା ସଂସଦଦ୍ୱାରା ପ୍ରଦତ୍ତ)[୮]

ଆଧାର ସମ୍ପାଦନା

  1. http://www.thehindu.com/todays-paper/tp-national/tp-otherstates/amaresh-biswal-selected-for-timepass-booker-award/article3971212.ece
  2. "ପ୍ରଥମ ବହି". dharitriepaper.in. ଧରିତ୍ରୀ. Retrieved 10 July 2019.
  3. "କଥା ଝରକା". କଥା ପତ୍ରିକା (ଡିସେମ୍ବର ୨୦୨୧): ୩୦. Retrieved 25 December 2021.
  4. "ଆର୍କାଇଭ୍ କପି". Archived from the original on 2022-07-07. Retrieved 2016-11-23. {{cite web}}: Cite has empty unknown parameter: |1= (help)
  5. http://www.odisha360.com/2012/10/06/amaresh-biswal-to-receive-time-pass-booker-award-2012/
  6. ସମାଜ ୨୩/୧୧/୨୦୧୬ କଲିକତା ସଂସ୍କରଣ ପୃଷ୍ଠା ୧୪. {{cite news}}: |access-date= requires |url= (help); Missing or empty |title= (help)
  7. ସମ୍ବାଦ ୧୩/୦୪/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୮ http://www.sambadepaper.com/Details.aspx?id=346857&boxid=32358660. Retrieved 13 April 2017. {{cite news}}: Missing or empty |title= (help)[permanent dead link]
  8. "Writer Biswal to get Kanhei Katha Puraskar". www.dailypioneer.com. The Pioneer. Retrieved 27 June 2019.