ବିରଜା ରାଉତରାୟ
ଓଡ଼ିଆ ସାହିତ୍ୟିକ
ବିରଜା ରାଉତରାୟ ଜଣେ ଓଡ଼ିଆ ସାହିତ୍ୟିକ[୧] ଓ ଅବସରପ୍ରାପ୍ତ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ।[୨]
ବିରଜା ରାଉତରାୟ | |
---|---|
ଜନ୍ମ | ବିରଜା ପ୍ରସାଦ ରାଉତରାୟ ୧୯୭୩ ମାଧପୁର, କେନ୍ଦ୍ରାପଡ଼ା |
ଜାତୀୟତା | ଭାରତୀୟ |
ବୈବାହିକ-ସାଥୀ | ବନସ୍ମିତା ନାୟକ |
ବ୍ୟକ୍ତିଗତ ଜୀବନ
ସମ୍ପାଦନାବିରଜା, ୧୯୭୩ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ମାଧପୁରଠାରେ ଜନ୍ମଗ୍ରହଣ କରିଥିଲେ । ସେ କେନ୍ଦ୍ରାପଡ଼ା ଜିଲ୍ଲାର ଉପଜିଲ୍ଲାପାଳ ଭାବରେ କାର୍ଯ୍ୟ କରିଛନ୍ତି । ନିଜ ପୌତ୍ରିକ ଗ୍ରାମ ମାଧପୁରଠାରେ, ସେ ପୁନର୍ବାସ ନାମକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରତିଷ୍ଠା କରି, ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସେବା କରିଆସୁଛନ୍ତି । ୨୦୦୬ ମସିହାରେ ଏକ ସଡ଼କ ଦୂର୍ଘଟଣା ପରେ, ସେ ପକ୍ଷାଘାତରେ ପୀଡ଼ିତ ଓ ହୁଇଲ ଚେୟାର ସହାୟତାରେ ଯାତାଆତ କରନ୍ତି । ତାଙ୍କ ପତ୍ନୀଙ୍କ ନାମ ବନସ୍ମିତା ନାୟକ ।[୩] ପତ୍ନୀ ଓ ବଡ଼ ଭାଇ ଅରବିନ୍ଦ ରାଉତରାୟଙ୍କ ସାହାଯ୍ୟ ଯୋଗୁ, ବିରଜା ପକ୍ଷାଘାତପରେ ମଧ୍ୟ ଆତ୍ମନିର୍ଭର ହୋଇଛନ୍ତି ।
ରଚନାବଳୀ
ସମ୍ପାଦନାବିରଜା ସାହିତ୍ୟର ବହୁ ବିଧା, ଯଥା ଗଳ୍ପ, କବିତା ଓ ପ୍ରବନ୍ଧରେ ଲେଖନି ଚାଳନା କରନ୍ତି । ତାଙ୍କ କବିତା ବଙ୍ଗଳା ଭାଷାରେ ମଧ୍ୟ ଅନୁବାଦ କରାଯାଇଛି ।
ଗଳ୍ପଗ୍ରନ୍ଥସମ୍ପାଦନା
|
କବିତାଗ୍ରନ୍ଥସମ୍ପାଦନା
ପ୍ରବନ୍ଧସମ୍ପାଦନା
|
ପୁରସ୍କାର ଓ ସମ୍ମାନ
ସମ୍ପାଦନାଆଧାର
ସମ୍ପାଦନା- ↑ "ଆର୍କାଇଭ୍ କପି". Archived from the original on 2013-10-10. Retrieved 2016-03-16.
{{cite web}}
: Cite has empty unknown parameter:|1=
(help) - ↑ http://www.odisha.gov.in/revenue/Communications/Notifications/Establishment/Transfer/OAS/6300_24_02_14.pdf
- ↑ http://www.dailypioneer.com/state-editions/bhubaneswar/disabled-kpada-civil-servant-acts-good-samaritan.html
- ↑ "ସ୍ମରଣୀୟ". ଧରିତ୍ରୀ ସାହିତ୍ୟାୟନ ମାର୍ଚ୍ଚ ୫ - ୧୮ ପୃଷ୍ଠା ୪. Retrieved 16 March 2016.
- ↑ "ସମାଜ ପରିବର୍ତ୍ତନରେ ସାହିତ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ". samajaepaper.in. Archived from the original on ୮ ମାର୍ଚ୍ଚ ୨୦୨୧. Retrieved 8 March 2021.
{{cite web}}
: Check date values in:|archivedate=
(help) - ↑ "ବିରଜା ରାଉତରାୟ ପାଇବେ କହ୍ନେଇ କଥା ପୁରସ୍କାର". No. ସମ୍ବାଦ ୦୪/୦୭/୨୦୨୨ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୫. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 4 July 2022. Retrieved 4 July 2022.
- ↑ "Latest news from Odisha, India and world". Online Odia ePaper. 24 November 2024. Retrieved 27 November 2024.