ଆଦିତେଶ୍ୱର ମିଶ୍ର

ଓଡ଼ିଆ ସାହିତ୍ୟିକ

ଆଦିତେଶ୍ୱର ମିଶ୍ର(୧୮ ଜାନୁଆରୀ ୧୯୭୦) ଜଣେ ଓଡ଼ିଆ ଗାଳ୍ପିକ । ସେ ୧୯୭୦ମସିହାରେ ବୌଦ୍ଧ ଜିଲ୍ଲାର ଶିମିଳିପଦରଠାରେ ଜନ୍ମଗ୍ରହଣ କରିଥିଲେ ।

ଆଦିତେଶ୍ୱର ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ
ଆଦିତେଶ୍ୱର ମିଶ୍ର

(1970-01-18) ୧୮ ଜାନୁଆରୀ ୧୯୭୦ (ବୟସ ୫୦)
ଶିମିଳିପଦର, ବୌଦ୍ଧ

ରଚନାବଳୀସମ୍ପାଦନ କରନ୍ତୁ

ଗଳ୍ପ ସଂକଳନସମ୍ପାଦନ କରନ୍ତୁ

  • ଗୋଚିନା
  • ଯନ୍ତା ନିଅ ଯନ୍ତା

ଉପନ୍ୟାସସମ୍ପାଦନ କରନ୍ତୁ

  • ନୀଳ ଅନ୍ଧାର
  • ଧନୁଯାତ୍ରା
  • ଗୀତେ କହେ
  • ଧାନ ଧାନ ଧାନ[୧]

ସମ୍ମାନ ଓ ପୁରସ୍କାରସମ୍ପାଦନ କରନ୍ତୁ

  • ପଶ୍ଚିମା ସମ୍ମାନ(ଭୁବନେଶ୍ୱର ପୁସ୍ତକ ମେଳା) - ୨୦୧୬[୨]
  • ଟାଇମପାସ ବୁକର ସମ୍ମାନ - ୨୦୧୪

ଆଧାରସମ୍ପାଦନ କରନ୍ତୁ

  1. "କଥା ଝରକା". କଥା ପତ୍ରିକା (ଫେବୃଆରୀ ୨୦୧୮): ୭୮. |access-date= requires |url= (help)
  2. http://sarbasadharana.com/?p=18504