ପ୍ରତୀକ୍ଷା ଜେନା

ଓଡ଼ିଆ କବୀ

ପ୍ରତୀକ୍ଷା ଜେନା ଜଣେ ଓଡ଼ିଆ କବି ।[୧][୨]

ପ୍ରତୀକ୍ଷା ଜେନା
Pratiksha Jena
୨୦୨୨ ମସିହାରେ ଭୁବନେଶ୍ୱରଠାରେ ଆୟୋଜିତ ଅକ୍ଷର ପୁସ୍ତକ ମେଳାରେ ଓଡ଼ିଆ କବି ପ୍ରତୀକ୍ଷା ଜେନା
ଜାତୀୟତାଭାରତୀୟ
ବୃତ୍ତିକବି
ଉଲ୍ଲେଖନୀୟ କୃତିନିଆଁର କୋଲାଜ

ରଚନାବଳୀ ସମ୍ପାଦନା

  • ଦୂର ଅଦୂର
  • ନିଆଁର କୋଲାଜ
  • ନିଜ ସମ୍ପର୍କରେ କିଛି ଖରାପ କବିତା
  • ତୁମ ପାଇଁ ଶେଷ ପ୍ରେମ କବିତା
  • ସ୍ତ୍ରୀଲୋକର ଶବ୍ଦାର୍ଥ
  • ସାରା ରାସ୍ତା (ଉପନ୍ୟାସ)
  • ସୁମି ରାଜପୁତ୍ (୨୦୨୩, କବିତା ସଂକଳନ, ପଶ୍ଚିମା ପ୍ରକାଶନ ଦ୍ୱାରା)
  • ଅଦୂର ଅଂଧାର

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଯୁବ ପ୍ରତିଭା ସମ୍ମାନ - ୨୦୧୭ (ଚନ୍ଦ୍ର କୁମାର ମହାନ୍ତି ସ୍ମୃତି କମିଟି)[୩]
  • ଭୁବନେଶ୍ୱର ପୁସ୍ତକମେଳା ସାହିତ୍ୟ ପୁରସ୍କାର - ୨୦୧୮ (ନିଆଁର କୋଲାଜ କବିତା ସଂକଳନ ପାଇଁ)

ଆଧାର ସମ୍ପାଦନା

  1. "3-day All India Young Writers' Festival gets underway today". www.indianexpress.com. The Indian Express. Archived from the original on 5 March 2022. Retrieved 5 March 2022.
  2. "କାନ୍‌ଭାସ୍‌ରେ ବିଭୂତି ପଟ୍ଟନାୟକଙ୍କ ଚିତ୍ର ଓ ଚରିତ୍ର". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 5 March 2022. Retrieved 5 March 2022.
  3. "Two poets to get Yuva Prativa award". www.dailypioneer.com. daily pioneer. Archived from the original on 5 March 2022. Retrieved 5 March 2022.