ହିରଣ୍ମୟୀ ମିଶ୍ର

ଭାରତୀୟ ଓଡ଼ିଆ ସାହିତ୍ୟିକ

ହିରଣ୍ମୟୀ ମିଶ୍ର (ଜନ୍ମ : ୨ ଜୁନ ୧୯୬୮)[୧] ଜଣେ ଓଡ଼ିଆ ସାହିତ୍ୟିକା ।[୨]

ହିରଣ୍ମୟୀ ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ (1968-06-02) ୨ ଜୁନ ୧୯୬୮ (ବୟସ ୫୫)
ବୃତ୍ତିଗାଳ୍ପିକା
ଭାଷାଓଡ଼ିଆ
ଜାତୀୟତାଭାରତୀୟ

ହିରଣ୍ମୟୀ

ରଚନାବଳୀ ସମ୍ପାଦନା

ଅନ୍ୟାନ୍ୟ ସମ୍ପାଦନା

  • Negotiating Privately for an Effective Role in Public Space: A Case Study of Women in Panchayats of Orissa, India[୪]

ପୁରସ୍କାର ଓ ସମ୍ମାନ ସମ୍ପାଦନା

  • ଫକୀରମୋହନ ଗଳ୍ପ ପୁରସ୍କାର[୫]
  • କହ୍ନେଇ କଥା ପୁରସ୍କାର - ୨୦୧୮ (କହ୍ନେଇ କଥା ସଂସଦଦ୍ୱାରା ପ୍ରଦତ୍ତ)[୬]
  • ଡ. ଶ୍ୟାମସୁନ୍ଦର ମହାପାତ୍ର ସ୍ମୃତି ସମ୍ମାନ, ୨୦୧୭ (ଫକୀରମୋହନ ସାହିତ୍ୟ ପରିଷଦ ପ୍ରଦତ୍ତ)
  • ରବି ପଟ୍ଟନାୟକ ସ୍ମୃତି ପୁରସ୍କାର, ୧୯୯୯ (ଭୁବନେଶ୍ୱର ପୁସ୍ତକମେଳା କମିଟି ପ୍ରଦତ୍ତ)
  • କଥା ନବପ୍ରତିଭା ପୁରସ୍କାର - ୧୯୯୦
  • କାଦମ୍ବିନୀ ଗଳ୍ପ ପୁରସ୍କାର
  • ଭାରତୀୟ ଭାଷା ପରିଷଦ ପୁରସ୍କାର
  • ଟାଇମପାସ ବୁକର ସମ୍ମାନ - ୨୦୧୩

ଆଧାର ସମ୍ପାଦନା

  1. "ସାହିତ୍ୟ ଓ ସମ୍ପର୍କର ଚିରସ୍ରୋତା ନଈ". dharitriepaper.in. Retrieved 23 May 2021.
  2. Orissa General Knowledge. Bright Publications. pp. 92–. ISBN 978-81-7199-574-5.
  3. Indian Literature. Sahitya Akademi. July 2008.
  4. Hiranmayee Mishra (13 January 2014). Negotiating Privately for an Effective Role in Public Space: A Case Study of Women in Panchayats of Orissa, India. Cambridge Scholars Publishing. pp. 4–. ISBN 978-1-4438-5585-3.
  5. "କଥା ଝରକା". କଥା (ଅପ୍ରେଲ ୨୦୧୮): ୨୮. Retrieved 17 April 2018.[permanent dead link]
  6. "Mishra to get Kanhei Katha Puraskar". www.dailypioneer.com. Daily Pioneer. Retrieved 27 June 2019.