ଛାଞ୍ଚ:ପ୍ରସଙ୍ଗ ପଞ୍ଜିକା/ଅଗଷ୍ଟ
ଅଗଷ୍ଟ
ଜନ୍ମ
- ୧ – ସତ୍ୟନାରାୟଣ ବହିଦାର, ସମ୍ବଲପୁରୀ ଭାଷାର ପ୍ରଥମ ଶବ୍ଦକୋଷ ଓ ବ୍ୟାକରଣ ପୁସ୍ତକ ଲେଖକ (ଜନ୍ମ: ୧୯୧୩)
- ୧ –ବିଜୟ ପ୍ରସାଦ ମହାପାତ୍ର, ଗାଳ୍ପିକ ଓ ଭାଷାବିତ (ଜନ୍ମ: ୧୯୩୮)
- ୧ – କିଶୋର ମାଣିଆ, ଓଡ଼ିଶାର ପ୍ରଥମ ତାଲିମପ୍ରାପ୍ତ କ୍ରିକେଟ ପ୍ରଶିକ୍ଷକ (ଜନ୍ମ: ୧୯୫୩)
- ୩ – ଯତୀନ୍ଦ୍ର ମୋହନ ମହାନ୍ତି, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଲେଖକ ଓ ସମୀକ୍ଷକ (ଜନ୍ମ: ୧୯୩୨)
- ୩ – ଗୋପାଳ କୃଷ୍ଣ ରଥ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ କବି (ଜନ୍ମ: ୧୯୪୫)
- ୩ – ଦାଶ ବେନହୁର, କେନ୍ଦ୍ର ସାହିତ୍ୟ ଏକାଡେମୀ (ବାଳ) ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୧୯୫୩)
- ୫ – ପଣ୍ଡିତ ନୀଳକଣ୍ଠ ଦାସ, ଲେଖକ, ସାମ୍ବାଦିକ ଓ ସ୍ଵାଧୀନତା ସଂଗ୍ରାମୀ (ଜନ୍ମ: ୧୮୮୪)
- ୫ – ଅମିନୂଲ ଇସଲାମ, କୋହେନୂର ପଞ୍ଜିକା ଓ ରାଶିଫଳର ଜନକ (ଜନ୍ମ: ୧୯୦୦)
- ୫ – ଧନେଶ୍ଵର ମହାପାତ୍ର, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୧୯୩୧)
- ୬ – ହୃଦାନନ୍ଦ ପାଣିଗ୍ରାହୀ, ସାହିତ୍ୟିକ (ଜନ୍ମ: ୧୯୫୫)
- ୭ – ବର୍ଷା ପ୍ରିୟଦର୍ଶିନୀ, ଅଭିନେତ୍ରୀ (ଜନ୍ମ: ୧୯୮୪)
- ୮ – ପଣ୍ଡିତ ମୋହନ ସୁନ୍ଦର ଦେବ ଗୋସ୍ଵାମୀ, କଥାଚିତ୍ର ନିର୍ଦ୍ଦେଶକ, ପ୍ରଯୋଜକ, ରାହାସ ଓ ଓଡ଼ିଶୀ ସଙ୍ଗୀତ ଗୁରୁ (ଜନ୍ମ: ୧୮୯୨)
- ୮ – ଶରତ ପୂଜାରୀ, ଜୟଦେବ ପୁରସ୍କାର ସମ୍ମାନିତ ଅଭିନେତା (ଜନ୍ମ: ୧୯୩୪)
- ୯ – ସ୍ଵଭାବ/ ପ୍ରକୃତି କବି ଗଙ୍ଗାଧର ମେହେର (ଜନ୍ମ: ୧୮୬୨)
(ତିଥି ଅନୁସାରେ ୧୫ ଅଗଷ୍ଟ ୨୦୧୯ (ଶ୍ରାବଣ ପୂର୍ଣ୍ଣିମା) ଦିନ ପାଳନ କରାଯିବ) - ୯ – ସରଳା ଦେବୀ, ସ୍ଵାଧୀନତା ସଂଗ୍ରାମୀ ଓ ଲେଖିକା (ଜନ୍ମ: ୧୯୦୪)
- ୧୦ – ପଦ୍ମଶ୍ରୀ ସୁରମଣି ରଘୁନାଥ ପାଣିଗ୍ରାହୀ, ଓଡ଼ିଶୀ କଣ୍ଠଶିଳ୍ପୀ (ଜନ୍ମ: ୧୯୩୪)
- ୧୦ – କବି ପ୍ରସାଦ ମିଶ୍ର, ହୃଦରୋଗ ବିଶେଷଜ୍ଞ, ଲେଖକ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାରକ (ଜନ୍ମ: ୧୯୩୮)
- ୧୦ – ନିରଞ୍ଜନ ରାଉତ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମ୍ମାନିତ ନୃତ୍ୟଗୁରୁ (ଜନ୍ମ: ୧୯୫୪)
- ୧୧ – କାହ୍ନୁଚରଣ ମହାନ୍ତି, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଔପନ୍ୟାସିକ (ଜନ୍ମ: ୧୯୦୬)
- ୧୫ – ରମଣୀ ରଞ୍ଜନ ଜେନା, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମ୍ମାନିତ ନୃତ୍ୟଗୁରୁ (ଜନ୍ମ: ୧୯୪୧)
- ୧୫ – ସୌଭାଗ୍ୟବନ୍ତ ମହାରଣା, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ କବି (ଜନ୍ମ: ୧୯୫୧)
- ୧୬ – ଜଉନା ମୁର୍ମୁ, ଦୌଡ଼କୁଦ ଖେଳାଳି (ଜନ୍ମ: ୧୯୯୦)
- ୧୭ – ଗାୟତ୍ରୀ ସରାଫ, ଗାଳ୍ପିକା ଓ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାନେତ୍ରୀ (ଜନ୍ମ: ୧୯୫୨)
- ୧୮ – ବିଶ୍ଵଜିତ ଦାସ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମ୍ମାନିତ ନାଟ୍ୟକାର (ଜନ୍ମ: ୧୯୫୨)
- ୧୮ – ସୌମ୍ୟ ରଞ୍ଜନ ପଟ୍ଟନାୟକ, ସମ୍ପାଦକ, ଶିଳ୍ପୋଦ୍ୟୋଗୀ (ଜନ୍ମ: ୧୯୫୨)
- ୧୯ – ପଦ୍ମଶ୍ରୀ ସତ୍ୟନାରାୟଣ ରାଜଗୁରୁ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଲେଖକ, ଐତିହାସିକ (ଜନ୍ମ: ୧୯୦୩)
- ୨୧ – ଗୋପୀନାଥ ନନ୍ଦ, ପ୍ରଥମ ଓଡ଼ିଆ ଭାଷା-ତତ୍ତ୍ଵ ଆଲୋଚକ ଓ ଗବେଷକ (ଜନ୍ମ: ୧୮୬୯)
- ୨୧ – ବିମ୍ବାଧର ବର୍ମା, ଚିତ୍ରଶିଳ୍ପୀ (ଜନ୍ମ: ୧୯୦୧)
- ୨୪ – ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀ, ଓଡ଼ିଶୀ ନୃତ୍ୟୁଶିଳ୍ପୀ (ଜନ୍ମ: ୧୯୪୪)
- ୨୫ – ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକ, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ସମ୍ମାନିତ କବି (ଜନ୍ମ: ୧୯୧୧)
- ୨୫ – ଭୁବନେଶ୍ଵର ମହାପାତ୍ର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମ୍ମାନିତ ନାଟ୍ୟକାର (ଜନ୍ମ: ୧୯୨୫)
- ୨୬ – ଶିବବ୍ରତ ଦାସ, ଓଡ଼ିଆ କଥାଚିତ୍ର ଗୀତିକାର (ଜନ୍ମ: ୧୯୩୦)
- ୨୭ – ନିରଞ୍ଜନ ଶତପଥୀ, ଅଭିନେତା (ଜନ୍ମ: ୧୯୨୭)
- ୨୭ – ସବ୍ୟସାଚୀ ମହାପାତ୍ର, ନିର୍ଦ୍ଦେଶକ, ପ୍ରଯୋଜକ (ଜନ୍ମ: ୧୯୫୦)
- ୨୭ – ପ୍ରତିମା ପୁହାଣ, ଏକଲବ୍ୟ ପୁରସ୍କାର ସମ୍ମାନିତ ଖେଳାଳି (ଜନ୍ମ: ୧୯୯୧)
- ୩୦ – ବିନାୟକ ଆଚାର୍ଯ୍ୟ, ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ (ଜନ୍ମ:୧୯୧୮)
- ୩୦ – ପାରମିତା ଶତପଥୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ କ୍ଷୁଦ୍ରଗଳ୍ପ ଲେଖିକା (ଜନ୍ମ: ୧୯୬୫)
ମୃତ୍ୟୁ
- ୧ – ସଦାନନ୍ଦ ଅଗ୍ରୱାଲ, ଓଡ଼ିଶାର ପ୍ରଥମ ଲିପିତତ୍ତ୍ୱବିଦ ଓ ଲେଖକ (ମୃତ୍ୟୁ: ୨୦୧୭)
- ୨ – ନିତ୍ୟାନନ୍ଦ କାନୁନଗୋ, ଗୁଜରାଟର ପୂର୍ବତନ ରାଜ୍ୟପାଳ (ମୃତ୍ୟୁ: ୧୯୮୮)
- ୪ – ପଦ୍ମଶ୍ରୀ ପର୍ଶୁରାମ ମିଶ୍ର, ଉଦ୍ଭିଦ ବିଜ୍ଞାନୀ ଓ ଶିକ୍ଷାବିତ (ମୃତ୍ୟୁ: ୧୯୮୧)
- ୪ – ନନ୍ଦିନୀ ଶତପଥୀ, ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ (ମୃତ୍ୟୁ: ୨୦୦୬)
- ୬ – ଜ୍ୟୋତ୍ସ୍ନା ରାଉତରାୟ, ସାମ୍ବାଦିକା, ସାହିତ୍ୟିକା (ମୃତ୍ୟୁ: ୨୦୧୩)
- ୭ – ରେବା ରାୟ, ପ୍ରଥମ ନାରୀ ପତ୍ରିକା 'ଆଶା' ଓ ପ୍ରଥମ ଶିଶୁ ପତ୍ରିକା 'ପ୍ରଭାତ' (୧୯୦୯)ର ସମ୍ପାଦିକା (ମୃତ୍ୟୁ: ୧୯୫୭)
- ୮ – ସିକନ୍ଦର ଆଲାମ, ଗାୟକ (ମୃତ୍ୟୁ: ୨୦୧୦)
- ୯ – ବରେନ୍ଦ୍ର କୃଷ୍ଣ ଧଳ, କେନ୍ଦ୍ର ସାହିତ୍ୟ ଏକାଡେମୀ (ଅନୁବାଦ) ପୁରସ୍କାର ସମ୍ମାନିତ ସାହିତ୍ୟିକ ଓ ସାମ୍ବାଦିକ (ମୃତ୍ୟୁ: ୨୦୧୬)
- ୧୦ – ଗଣେଶ୍ଵର ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଲେଖକ, ଅନୁବାଦକ (ମୃତ୍ୟୁ: ୨୦୧୫)
- ୧୧ – ରାଜକିଶୋର ରାୟ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଲେଖକ, ଅଧ୍ୟାପକ (ମୃତ୍ୟୁ: ୧୯୯୮)
- ୧୨ – ବିକଳାନନ୍ଦ କର, ସାଲେପୁର ମିଠାର ଜନକ (ମୃତ୍ୟୁ: ୧୯୭୧)
- ୧୨ – ପଦ୍ମଶ୍ରୀ ଭଗବାନ ସାହୁ, ଲୋକନୃତ୍ୟ ଅଭିନେତା ଓ ନିର୍ଦ୍ଦେଶକ (ମୃତ୍ୟୁ: ୨୦୧୨)
- ୧୪ – ଯତୀନ୍ଦ୍ର ମୋହନ ମହାନ୍ତି, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଲେଖକ ଓ ସମୀକ୍ଷକ (ମୃତ୍ୟୁ: ୨୦୧୨)
- ୧୭ – ବିପ୍ଳବ ରାୟଚୌଧୁରୀ, ସ୍ଵର୍ଣ୍ଣକମଳ ପ୍ରାପ୍ତ କଥାଚିତ୍ର ନିର୍ଦ୍ଦେଶକ, ସମ୍ପାଦକ (ମୃତ୍ୟୁ: ୨୦୧୨)
- ୧୭ – କିଶୋରୀ ଚରଣ ଦାସ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଲେଖକ (ମୃତ୍ୟୁ: ୨୦୦୪)
- ୧୮ – ଶ୍ୟାମାଚନ୍ଦ୍ର ତ୍ରିପାଠୀ, ରେଭେନ୍ସା ମହାବିଦ୍ୟାଳୟର ପ୍ରଥମ ଓଡ଼ିଆ ତଥା ଭାରତୀୟ ଅଧ୍ୟକ୍ଷ (ମୃତ୍ୟୁ: ୧୯୫୧)
- ୧୮ – ଗୋବିନ୍ଦ ତେଜ, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ଓ ଅଭିନେତା (ମୃତ୍ୟୁ: ୨୦୧୬)
- ୨୦ – ପଦ୍ମ ଭୂଷଣ ଗୋପୀନାଥ ମହାନ୍ତି, ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଲେଖକ (ମୃତ୍ୟୁ: ୧୯୯୧)
- ୨୧ – ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ, ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଲେଖକ (ମୃତ୍ୟୁ: ୨୦୦୪)
- ୨୧ – ଭୀମ ସିଂ, ଅଭିନେତା (ମୃତ୍ୟୁ: ୨୦୧୦)
- ୨୩ – ସାହିତ୍ୟ ଭାରତୀ କୁନ୍ତଳା କୁମାରୀ ସାବତ, କବୀ (ମୃତ୍ୟୁ: ୧୯୩୮)
- ୨୪ – ବିଭୂତି ଭୂଷଣ ପ୍ରଧାନ, ଓଡ଼ିଆ ଔପନ୍ୟାସିକ ଓ ସ୍ତମ୍ଭକାର (ମୃତ୍ୟୁ: ୨୦୧୬)
- ୨୫ – ପଦ୍ମଶ୍ରୀ ସୁରମଣି ରଘୁନାଥ ପାଣିଗ୍ରାହୀ, ଓଡ଼ିଶୀ କଣ୍ଠଶିଳ୍ପୀ (ମୃତ୍ୟୁ: ୨୦୧୩)
- ୨୭ – ଅପୂର୍ବ ରଞ୍ଜନ ରାୟ, ଓଡ଼ିଆ ସାହିତ୍ୟିକ (ମୃତ୍ୟୁ: ୨୦୧୬)
- ୨୯ – ପଦ୍ମଶ୍ରୀ ଆଇଜାକ ସାନ୍ତ୍ରା, ଗାନ୍ଧୀବାଦୀ ଚିକିତ୍ସକ ଓ ସମାଜସେବୀ (ମୃତ୍ୟୁ: ୧୯୬୮)
- ୨୯ – ଦିନନାଥ ପାଠୀ, ବିଷୁବ ପୁରସ୍କାର ସମ୍ମାନିତ ଲେଖକ ଓ ଚିତ୍ରଶିଳ୍ପୀ (ମୃତ୍ୟୁ: ୨୦୧୬)
- ୩୧ – ଚୌଧୁରୀ ହେମକାନ୍ତ ମିଶ୍ର, କେନ୍ଦ୍ର ସାହିତ୍ୟ ଏକାଡେମୀ (ଅନୁବାଦ) ପୁରସ୍କାର ସମ୍ମାନିତ ବ୍ୟଙ୍ଗ ସାହିତ୍ୟିକ ଓ ଶିକ୍ଷାବିତ (ମୃତ୍ୟୁ: ୨୦୦୫)
ପର୍ବପର୍ବାଣୀ
ଅଗଷ୍ଟ -୨୦୧୯
- ୦୧: ଚିତାଲାଗି ଅମାବାସ୍ୟା
- ୧୦: ଝୁଲଣ ଯାତ୍ରା ଆରମ୍ଭ
- ୧୧: ରବି ନାରାୟଣ ଏକାଦଶୀ
- ୧୫: ରାକ୍ଷୀ ପୂର୍ଣ୍ଣିମା
- ୧୦: ଝୁଲଣ ଯାତ୍ରା ଶେଷ
- ୧୮: ଖୁଦୁରୁକୁଣି ଓଷା ଆରମ୍ଭ
- ୨୧: ବୁଧେଇ ଓଷା
- ୨୩: କୃଷ୍ଣ ଜନ୍ମାଷ୍ଟମୀ
- ୨୬: କାଳୀୟଦଳନ ଏକାଦଶୀ
- ୩୦: ସପ୍ତପୁରୀ ଅମାବାସ୍ୟା