୨୫ ଅଗଷ୍ଟ
ତାରିଖ
<< | ଅଗଷ୍ଟ | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ୪ | ୫ | ||
୬ | ୭ | ୮ | ୯ | ୧୦ | ୧୧ | ୧୨ |
୧୩ | ୧୪ | ୧୫ | ୧୬ | ୧୭ | ୧୮ | ୧୯ |
୨୦ | ୨୧ | ୨୨ | ୨୩ | ୨୪ | ୨୫ | ୨୬ |
୨୭ | ୨୮ | ୨୯ | ୩୦ | ୩୧ | ||
୨୦୨୩ |
August 25 in recent years |
୨୦୨୩ (ଶୁକ୍ରବାର) |
୨୦୨୨ (ଗୁରୁବାର) |
୨୦୨୧ (ବୁଧବାର) |
୨୦୨୦ (ମଙ୍ଗଳବାର) |
୨୦୧୯ (ରବିବାର) |
୨୦୧୮ (ଶନିବାର) |
୨୦୧୭ (ଶୁକ୍ରବାର) |
୨୦୧୬ (ଗୁରୁବାର) |
୨୦୧୫ (ମଙ୍ଗଳବାର) |
୨୦୧୪ (ସୋମବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୫ ଅଗଷ୍ଟ ବର୍ଷର ୨୩୭ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୩୮ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୨୮ ଦିନ ବାକି ଅଛି ।
ଘଟଣାବଳୀ ସମ୍ପାଦନ କରନ୍ତୁ
ଜନ୍ମ ସମ୍ପାଦନ କରନ୍ତୁ
- ୧୯୧୧- ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକ, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ସମ୍ମାନିତ କବି (ମୃତ୍ୟୁ: ୨୧ ଫେବୃଆରୀ, ୨୦୦୦)
- ୧୯୨୫- ଭୁବନେଶ୍ୱର ମହାପାତ୍ର, ନାଟ୍ୟକାର (ମୃତ୍ୟୁ: ୧୮ ଡିସେମ୍ବର, ୨୦୦୮)
- ୧୯୩୬- ଗିରିଧାରିଲାଲ କେଡ଼ିଆ, ସମାଜସେବୀ (ମୃତ୍ୟୁ: ୧୯ ଡିସେମ୍ବର ୨୦୦୯)
- ୧୯୬୨- ତସଲିମା ନସରିନ, ବଙ୍ଗଳାଦେଶୀୟ ଲେଖିକା
ମୃତ୍ୟୁ ସମ୍ପାଦନ କରନ୍ତୁ
- ୧୮୧୯- ଜେମ୍ସ ୱାଟ, ସ୍କଟଲ୍ୟାଣ୍ଡୀୟ ଉଦ୍ଭାବକ ଓ ଯନ୍ତ୍ର ବିଜ୍ଞାନୀ (ଜନ୍ମ: ୧୯ ଜାନୁଆରୀ ୧୭୩୬)
- ୧୮୬୭- ମାଇକେଲ ଫାରାଡ଼େ, ଇଂରେଜ ପଦାର୍ଥ ବିଜ୍ଞାନୀ ଏବଂ ରସାୟନବିଦ (ଜନ୍ମ: ୨୨ ସେପ୍ଟେମ୍ବର ୧୭୯୧)
- ୨୦୧୦- ରଘୁନାଥ ପାଣିଗ୍ରାହୀ, ଓଡ଼ିଶୀ କଣ୍ଠଶିଳ୍ପୀ (ଜନ୍ମ: ୧୦ ଅଗଷ୍ଟ ୧୯୩୪)
- ୨୦୧୨- ନୀଲ ଆର୍ମଷ୍ଟ୍ରଙ୍ଗ, ଚନ୍ଦ୍ରରେ ପାଦ ଦେଇଥିବା ପ୍ରଥମ ମହାକାଶଚାରୀ (ଜନ୍ମ: ୫ ଅଗଷ୍ଟ ୧୯୩୦)
ପର୍ବପର୍ବାଣି ସମ୍ପାଦନ କରନ୍ତୁ
ବାହାର ଲିଙ୍କ ସମ୍ପାଦନ କରନ୍ତୁ
ଉଇକିମିଡ଼ିଆ କମନ୍ସରେ ୨୫ ଅଗଷ୍ଟ
ବାବଦରେ ମାଧ୍ୟମ ରହିଛି ।