ସବ୍ୟସାଚୀ ମହାପାତ୍ର

ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ ଓ ପ୍ରଯୋଜକ

ସବ୍ୟସାଚୀ ମହାପାତ୍ର (ଜନ୍ମ ୨୭ ଅଗଷ୍ଟ ୧୯୫୦) ଓଡ଼ିଆ କଥାଚିତ୍ର ଜଗତର ଜଣେ ପ୍ରଯୋଜକ ଓ ନିର୍ଦ୍ଦେଶକ ।[୧]

ସବ୍ୟସାଚୀ ମହାପାତ୍ର
ଜନ୍ମ (1950-08-27) ୨୭ ଅଗଷ୍ଟ ୧୯୫୦ (ବୟସ ୭୩)
ବୃତ୍ତି(s)ନିର୍ଦ୍ଦେଶକ, ପ୍ରଯୋଜକ
ସକ୍ରିୟ ବର୍ଷ୧୯୭୪-ଏବେଯାଏଁ
ସନ୍ତାନଚୋଡ଼ଗଙ୍ଗ ମହାପାତ୍ର
ପିତାମାତା(s)କପିଳେଶ୍ୱର ପ୍ରସାଦ ମହାପାତ୍ର
ବିଷ୍ଣୁପ୍ରିୟା ମହାପାତ୍ର
ୱେବସାଇଟsabyasachimohapatra.com

କଥାଚିତ୍ର ଜୀବନ ସମ୍ପାଦନ କରନ୍ତୁ

ନିର୍ଦ୍ଦେଶିତ କଥାଚିତ୍ର (ଓଡ଼ିଆ) ସମ୍ପାଦନ କରନ୍ତୁ

ପୁରସ୍କାର ଓ ସମ୍ମାନ ସମ୍ପାଦନ କରନ୍ତୁ

  • କଳିଙ୍ଗ ରତ୍ନ (ଉପାଧି), ୨୦୧୬[୩]
  • ଜାତୀୟ ପୁରସ୍କାର
    • ଶ୍ରେଷ୍ଠ ଓଡ଼ିଆ କଥାଚିତ୍ର, ୨୦୧୫ (ପାହାଡ଼ର ଲୁହ)[୪]
    • ଶ୍ରେଷ୍ଠ ଓଡ଼ିଆ କଥାଚିତ୍ର, ୨୦୧୪ (ଆଦିମ ବିଚାର)[୫]
  • ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର
    • ୨୦୦୩: ଶ୍ରେଷ୍ଠ କଥାଚିତ୍ର (ବାହୁଡ଼ିବେ ମୋ ଜଗାବଳିଆ)
    • ୨୦୦୩: ଶ୍ରେଷ୍ଠ ନିର୍ଦ୍ଦେଶକ (ବାହୁଡ଼ିବେ ମୋ ଜଗାବଳିଆ)
    • ୧୯୯୮: ଶ୍ରେଷ୍ଠ କଥାଚିତ୍ର (ବୋଉ)
    • ୧୯୯୮: ଶ୍ରେଷ୍ଠ ନିର୍ଦ୍ଦେଶକ (ବୋଉ)
    • ୧୯୯୮: ଶ୍ରେଷ୍ଠ ଚିତ୍ରନାଟ୍ୟ (ବୋଉ)

ଆଧାର ସମ୍ପାଦନ କରନ୍ତୁ

  1. "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 August 2018. Retrieved 27 August 2018.
  2. "Sabyasachi Mohapatra back with Sala Budha". IncredibleOrissa. Retrieved 11 December 2014.
  3. "ସବ୍ୟସାଚୀଙ୍କୁ କଳିଙ୍ଗରତ୍ନ, ହରପ୍ରସାଦଙ୍କୁ ସାରଳା ସମ୍ମାନ". ଧରିତ୍ରୀ. 27 December 2016. Retrieved 27 December 2016.
  4. ପ୍ରମଥେସ, ପ୍ରମିତ. "pahada ra luha awarded as best film". ସମୟ. Retrieved 6 September 2016.
  5. "Odia Film Aadim Vichar Ends 7-yr Wait for National Award". The New Indian Express. Retrieved 6 September 2016.

ଅଧିକ ତଥ୍ୟ ସମ୍ପାଦନ କରନ୍ତୁ