ଛାଞ୍ଚ:ପ୍ରସଙ୍ଗ ପଞ୍ଜିକା/ଅକ୍ଟୋବର
ଅକ୍ଟୋବର
ଜନ୍ମ
- ୧ –ରମେଶ ପ୍ରସାଦ ମହାପାତ୍ର, ପ୍ରତ୍ନତତ୍ତ୍ୱବିଦ୍ ଓ ଓଡ଼ିଶା ଅଧ୍ୟୟନର ଗବେଷକ (ଜନ୍ମ: ୧୯୩୯)
- ୧ – ଅନୀତା ଦାସ, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମ୍ମାନିତ ଅଭିନେତ୍ରୀ (ଜନ୍ମ: ୧୯୫୧)
- ୧ – ରତି ରଞ୍ଜନ ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ନାଟ୍ୟକାର (ଜନ୍ମ: ୧୯୫୨)
- ୨ – ଅପୂର୍ବ ରଞ୍ଜନ ରାୟ, ଓଡ଼ିଆ ସାହିତ୍ୟିକ (ଜନ୍ମ: ୧୯୪୭)
- ୨ – ନିଜାମ, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଗୀତିକାର (ଜନ୍ମ: ୧୯୫୧)
- ୩ – ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁ ଐତିହାସିକ, ସାହିତ୍ୟିକ ଓ ରାଜନୀତିଜ୍ଞ (ଜନ୍ମ: ୧୮୯୦)
- ୩ – ଚିତ୍ତରଞ୍ଜନ ଦାସ, କେନ୍ଦ୍ର ସାହିତ୍ୟ ଏକାଡେମୀ (ଅନୁବାଦ) ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୧୯୨୩)
- ୩ – ସୌରୀନ୍ଦ୍ର ବାରିକ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଶିଶୁ ସାହିତ୍ୟିକ (ଜନ୍ମ: ୧୯୩୮)
- ୩ – ଦୀପକ ମିଶ୍ର, ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି (ଜନ୍ମ: ୧୯୫୩)
- ୪ – ମମତା ଦାଶ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ କବୀ (ଜନ୍ମ: ୧୯୪୭)
- ୪ – ମନୋଜ କୁମାର ପଣ୍ଡା, ଶାରଳା ପୁରସ୍କାର ସମ୍ମାନିତ ଗାଳ୍ପିକ (ଜନ୍ମ: ୧୯୫୪)
- ୫ – ବାଜି ରାଉତ, ଭାରତର କନିଷ୍ଠତମ ଶହୀଦ (ଜନ୍ମ: ୧୯୨୬)
- ୫ – ରାଧାକୃଷ୍ଣ ଭଞ୍ଜ, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ (ଜନ୍ମ: ୧୯୨୮)
- ୬ – ସୁସ୍ମିତା ରଥ ଝଙ୍କାର ପୁରସ୍କାର ପ୍ରାପ୍ତ ଓଡ଼ିଆ ଗାଳ୍ପିକା (ଜନ୍ମ: ୧୯୫୮)
- ୬ – ପ୍ରବୋଧ ତିର୍କୀ, ଏକଲବ୍ୟ ପୁରସ୍କାର ପ୍ରାପ୍ତ ହକି ଖେଳାଳି (ଜନ୍ମ: ୧୯୮୪)
- ୭ – ପୁଣ୍ୟପ୍ରଭା ଦେବୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଶିଶୁ ସାହିତ୍ୟିକା (ଜନ୍ମ: ୧୯୩୮)
- ୯ – ଉତ୍କଳମଣି ଗୋପବନ୍ଧୁ ଦାସ, ସମାଜସେବୀ (ଜନ୍ମ: ୧୮୭୭)
- ୯ – ଗୌରହରି ଦାସ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଗାଳ୍ପିକ (ଜନ୍ମ: ୧୯୬୦)
- ୧୦ – ପଦ୍ମଶ୍ରୀ ଘନଶ୍ୟାମ ମିଶ୍ର, ଆୟୁର୍ବେଦିକ ଚିକିତ୍ସକ ଓ ଗବେଷକ (ଜନ୍ମ: ୧୯୨୨)
- ୧୧ – ମନମୋହନ ଚୌଧୁରୀ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସମାଲୋଚକ (ଜନ୍ମ: ୧୯୧୫)
- ୧୨ – ନର୍ମଦା କର, ଓଡ଼ିଶାର ପ୍ରଥମ ମହିଳା ସ୍ନାତକ (ଜନ୍ମ: ୧୮୯୩)
- ୧୨ – ରାମଚନ୍ଦ୍ର ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ନାଟ୍ୟକାର (ଜନ୍ମ: ୧୯୨୦)
- ୧୨ – ଅକ୍ଷୟ ମହାନ୍ତି, ଜୟଦେବ ପୁରସ୍କାର ସମ୍ମାନିତ ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର, ଗାୟକ, ଲେଖକ (ଜନ୍ମ: ୧୯୩୭)
- ୧୩ – ପଦ୍ମଶ୍ରୀ ଚତୁର୍ଭୁଜ ମେହେର, ବୟନଶିଳ୍ପୀ (ଜନ୍ମ: ୧୯୩୫)
- ୧୫ – ମୀରା ନାୟାର, ଜାତୀୟ ପୁରସ୍କାର ପ୍ରାପ୍ତ କଥାଚିତ୍ର ନିର୍ମାତା (ଜନ୍ମ: ୧୯୫୭)
- ୧୬ – ନବୀନ ପଟ୍ଟନାୟକ, ଓଡ଼ିଶାର ମୁଖ୍ୟମନ୍ତ୍ରୀ (ଜନ୍ମ: ୧୯୪୬)
- ୧୭ – ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସ, ସମାଜସେବୀ (ଜନ୍ମ: ୧୮୮୭)
- ୧୭ – ଚନ୍ଦ୍ରଶେଖର ରଥ, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ସମ୍ମାନିତ ଲେଖକ (ଜନ୍ମ: ୧୯୨୯)
- ୧୮ – ପଦ୍ମଶ୍ରୀ ନୀଳ ମାଧବ ପଣ୍ଡା, କଥାଚିତ୍ର ନିର୍ଦ୍ଦେଶକ ଓ ପ୍ରଯୋଜକ (ଜନ୍ମ: ୧୯୭୩)
- ୧୮ – ଗୁରୁପ୍ରସାଦ ମହାନ୍ତି, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ (ଜନ୍ମ: ୧୯୩୮)
- ୧୯ – ଉମାଚରଣ ପଟ୍ଟନାୟକ, ସ୍ୱାଧୀନତା ସଂଗ୍ରାମୀ ଓ ରାଜନୀତିଜ୍ଞ (ଜନ୍ମ: ୧୯୦୨)
- ୧୯ – ହରପ୍ରସାଦ ପରିଛା ପଟ୍ଟନାୟକ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି (ଜନ୍ମ: ୧୯୫୩)
- ୧୯ – ଓମପ୍ରକାଶ ମହାନ୍ତି, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ (ଜନ୍ମ: ୧୯୬୧)
- ୨୧ – ରବି ପଟ୍ଟନାୟକ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୧୯୩୫)
- ୨୨ – ପଦ୍ମଶ୍ରୀ ଜୟନ୍ତ ମହାପାତ୍ର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ କବି (ଜନ୍ମ: ୧୯୨୮)
- ୨୨ – ତପନ କୁମାର ପ୍ରଧାନ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ କବି (ଜନ୍ମ: ୧୯୭୨)
- ୨୩ – କାର୍ତ୍ତିକ କୁମାର ଘୋଷ, 'ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ' ପ୍ରାପ୍ତ ଅଭିନେତା (ଜନ୍ମ: ୧୯୦୩)
- ୨୩ – ତ୍ରିବିକ୍ରମ ପତି, ଗଣିତଜ୍ଞ (ଜନ୍ମ: ୧୯୨୯)
- ୨୩ – ନରେନ୍ଦ୍ର ନାଥ ମିଶ୍ର, ଓଡ଼ିଆ ପ୍ରାବନ୍ଧିକ ଓ ସାହିତ୍ୟ ସମାଲୋଚକ (ଜନ୍ମ: ୧୯୨୯)
- ୨୩ – ଶେଖର ଚନ୍ଦ୍ର ସାହୁ, ଫିଡେ ସିନିୟର ଟ୍ରେନର ଟାଇଟଲ ହାସଲକାରୀ ପ୍ରଥମ ଭାରତୀୟ (ଜନ୍ମ: ୧୯୫୫)
- ୨୫ – ବିଭୂତି ପଟ୍ଟନାୟକ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୧୯୩୭)
- ୨୫ – ନିତ୍ୟାନନ୍ଦ ଶତପଥୀ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସମାଲୋଚକ (ଜନ୍ମ: ୧୯୩୭)
- ୨୬ – ଗଣକବି ବୈଷ୍ଣବ ପାଣି, (ଜନ୍ମ: ୧୮୮୨)
- ୨୬ – ପଣ୍ଡିତ ଗୋଦାବରୀଶ ମିଶ୍ର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର (ଜନ୍ମ: ୧୮୮୬)
- ୨୭ – ରତିକାନ୍ତ ଶତପଥୀ, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଗାୟକ (ଜନ୍ମ: ୧୯୭୦)
- ୨୮ – କେଦାରନାଥ ମହାପାତ୍ର, ଐତିହାସିକ, ପ୍ରତ୍ନତତ୍ତ୍ଵ ବିଶାରଦ (ଜନ୍ମ: ୧୯୧୧)
- ୨୮ – ଗଣେଶ୍ଵର ମିଶ୍ର, ଲେଖକ, ଅନୁବାଦକ (ଜନ୍ମ: ୧୯୪୨)
- ୨୯ – ଜୟୀ ରାଜଗୁରୁ, ଭାରତର ପ୍ରଥମ ଶହୀଦ (ଜନ୍ମ: ୧୭୩୯)
- ୨୯ – ଜନ୍ମେଜୟ ସାଇବାବୁ, ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମ୍ମାନିତ ଛଉ ନୃତ୍ୟଗୁରୁ (ଜନ୍ମ: ୧୯୪୮)
ମୃତ୍ୟୁ
- ୧ – ସୁରେନ୍ଦ୍ରନାଥ ଦ୍ୱିବେଦୀ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ମୃତ୍ୟୁ: ୨୦୦୧)
- ୪ – ସରଳା ଦେବୀ, ସ୍ଵାଧୀନତା ସଂଗ୍ରାମୀ ଓ ଲେଖିକା (ମୃତ୍ୟୁ: ୧୯୮୬)
- ୪ – ନୀଳମଣି ରାଉତରାୟ, ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ (ମୃତ୍ୟୁ: ୨୦୦୪)
- ୧୦ – ପଦ୍ମଶ୍ରୀ ଗଙ୍ଗାଧର ପ୍ରଧାନ, ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମ୍ମାନିତ ମର୍ଦ୍ଦଳ ବାଦକ (ମୃତ୍ୟୁ: ୨୦୧୦)
- ୧୧ – ପଦ୍ମଶ୍ରୀ ମାୟାଧର ମାନସିଂହ, ଓଡ଼ିଶାର ପ୍ରଥମ ଡକ୍ଟରେଟ ଉପାଧିଧାରୀ ସାହିତ୍ୟିକ (ମୃତ୍ୟୁ: ୧୯୭୩)
- ୧୨ – ଦିଲ୍ଲୀପ ଦାସ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ କବି (ମୃତ୍ୟୁ: ୨୦୨୧)
- ୧୪ – ନରେନ୍ଦ୍ର କୁମାର ବେହେରା (ନରି), ହାସ୍ୟ ଅଭିନେତା (ମୃତ୍ୟୁ: ୧୯୯୫)
- ୧୭ – କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ ଶର୍ମା, ଓଡ଼ିଆ କଥାଚିତ୍ର ପ୍ରଯୋଜକ, ଲେଖକ ଓ ରାଜନେତା (ମୃତ୍ୟୁ: ୨୦୦୬)
- ୧୭ – ବାରିଷ୍ଟର ଗୋବିନ୍ଦ ଚନ୍ଦ୍ର ଦାସ, ଔପନ୍ୟାସିକ (ମୃତ୍ୟୁ: ୨୦୦୮)
- ୧୯ – ବାଗ୍ମୀ ବିଶ୍ଵନାଥ କର (ମୃତ୍ୟୁ: ୧୯୩୪)
- ୨୮ – ପଦ୍ମଭୂଷଣ ଅନ୍ନଦା ଶଙ୍କର ରାୟ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ମୃତ୍ୟୁ: ୨୦୦୨)
- ୨୮ – ରାମକୃଷ୍ଣ ନନ୍ଦ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ (ମୃତ୍ୟୁ: ୧୯୯୪)
ପର୍ବପର୍ବାଣୀ
- ୦୪: ଦଶହରା
- ୦୯: କୁମାର ପୂର୍ଣ୍ଣିମା, ଲକ୍ଷ୍ମୀ ପୂଜା
- ୧୭: ଗର୍ଭଣା ସଂକ୍ରାନ୍ତି
- ୨୧: ରମା ଏକାଦଶୀ
- ୨୨: ଗୋବତ୍ସା ଦ୍ୱାଦଶୀ
- ୨୪: ନରକ ଚତୁର୍ଦ୍ଦଶୀ, କାଳୀ ପୂଜା
- ୨୫: ଦୀପାବଳି
- ୨୭: ଯମଦ୍ଵିତୀୟା
- ୨୮: ନାଗ ଚତୁର୍ଥୀ