୬ ଅକ୍ଟୋବର
ତାରିଖ
<< | ଅକ୍ଟୋବର | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ୪ | ୫ | ||
୬ | ୭ | ୮ | ୯ | ୧୦ | ୧୧ | ୧୨ |
୧୩ | ୧୪ | ୧୫ | ୧୬ | ୧୭ | ୧୮ | ୧୯ |
୨୦ | ୨୧ | ୨୨ | ୨୩ | ୨୪ | ୨୫ | ୨୬ |
୨୭ | ୨୮ | ୨୯ | ୩୦ | ୩୧ | ||
୨୦୨୪ |
October 6 in recent years |
୨୦୨୪ (ରବିବାର) |
୨୦୨୩ (ଶୁକ୍ରବାର) |
୨୦୨୨ (ଗୁରୁବାର) |
୨୦୨୧ (ବୁଧବାର) |
୨୦୨୦ (ମଙ୍ଗଳବାର) |
୨୦୧୯ (ରବିବାର) |
୨୦୧୮ (ଶନିବାର) |
୨୦୧୭ (ଶୁକ୍ରବାର) |
୨୦୧୬ (ଗୁରୁବାର) |
୨୦୧୫ (ମଙ୍ଗଳବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୬ ଅକ୍ଟୋବର ବର୍ଷର ୨୭୯ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୮୦ତମ) । ବର୍ଷ ଶେଷ ହେବା ପାଇଁ ଆଉ ୮୬ ଦିନ ବାକି ଅଛି ।
ଘଟଣାବଳୀ
ସମ୍ପାଦନାଜନ୍ମ
ସମ୍ପାଦନା- ୧୮୯୩- ମେଘନାଦ ଶାହା, ଭାରତୀୟ ଖଗୋଳବିଜ୍ଞାନୀ (ମୃତ୍ୟୁ: ୧୬ ଫେବୃଆରୀ ୧୯୫୬)
- ୧୯୭୬- ସଞ୍ଜୟ ରାଉଳ, କ୍ରିକେଟ ଖେଳାଳି
- ୧୯୮୪- ପ୍ରବୋଧ ତିର୍କୀ, ଏକଲବ୍ୟ ପୁରସ୍କାର ସମ୍ମାନିତ ହକି ଖେଳାଳି
- ୧୯୮୪- ସବ୍ୟସାଚୀ ମିଶ୍ର, ଅଭିନେତା
- ୧୯୪୨- ବିପ୍ଳବ ରାୟଚୌଧୁରୀ, କଥାଚିତ୍ର ନିର୍ଦ୍ଦେଶକ (ମୃତ୍ୟୁ: ୧୪ ଅଗଷ୍ଟ ୨୦୧୨ )
ମୃତ୍ୟୁ
ସମ୍ପାଦନାପର୍ବପର୍ବାଣି
ସମ୍ପାଦନାବାହାର ଲିଙ୍କ
ସମ୍ପାଦନାଉଇକିମିଡ଼ିଆ କମନ୍ସରେ ୬ ଅକ୍ଟୋବର
ବାବଦରେ ମାଧ୍ୟମ ରହିଛି ।
- BBC: ଏହି ଦିନ Archived 2006-11-06 at the Wayback Machine.
- କାନାଡାରେ ଏହି ଦିନ