ରତିକାନ୍ତ ଶତପଥୀ
ଗାୟକ
ରତିକାନ୍ତ ଶତପଥୀ (ଜନ୍ମ: ୨୭ ଅକ୍ଟୋବର ୧୯୭୦)ଜଣେ ଓଡ଼ିଆ ସଙ୍ଗୀତ ଗାୟକ । [୧] ସେ ଟେଲିଭିଜନ ଚ୍ୟାନେଲ ତରଙ୍ଗ ଟିଭି ଓ ଓଡ଼ିଶା ଟିଭି[୨] ସହିତ ମଧ୍ୟ ଜଡ଼ିତ ରହିଆସିଛନ୍ତି ।
ରତିକାନ୍ତ ଶତପଥୀ | |
---|---|
୨୦୧୪ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ପୁରସ୍କାର ପାଉଛନ୍ତି ରତିକାନ୍ତ ଶତପଥୀ । | |
ଜନ୍ମ | |
ପୁରାତନ ଛାତ୍ର | ଉତ୍କଳ ବିଶ୍ୱବିଦ୍ୟାଳୟ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଅହମଦାବାଦ |
ବୃତ୍ତିs |
|
ସମ୍ମାନ ଓ ପୁରସ୍କାର ସମ୍ପାଦନ କରନ୍ତୁ
- ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର (ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ, ରୁମୁକୁ ଝୁମାନା)- ୨୦୧୩[୩]
ଆଧାର ସମ୍ପାଦନ କରନ୍ତୁ
- ↑ "Ratikanta Satapathy :: Odia Music Songs Collection". odiamusic.com. 2012. Retrieved 24 December 2012.
Singer : Ratikanta Satapathy
- ↑ http://zeenews.india.com/news/odisha/at-group-cmd-offers-to-reveal-more-information-in-chit-scam_1505412.html
- ↑ http://www.newindianexpress.com/states/odisha/2014/11/22/CM-to-Ollywood-Project-Odia-Culture-in-Movies/article2535502.ece
ଅଧିକ ତଥ୍ୟ ସମ୍ପାଦନ କରନ୍ତୁ
ଉଇକିମିଡ଼ିଆ କମନ୍ସରେ Ratikant Satpathy
ବାବଦରେ ମାଧ୍ୟମ ରହିଛି ।
- ଇଣ୍ଟରନେଟ ମୁଭି ଡାଟାବେସରେ ରତିକାନ୍ତ ଶତପଥୀ
- Official website
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |