ଚତୁର୍ଭୁଜ ମେହେର
ଭାରତୀୟ ବୁଣାକାର
ଚତୁର୍ଭୁଜ ମେହେର (୧୩ ଅକ୍ଟୋବର ୧୯୩୫) ଜଣେ ଭାରତୀୟ ତନ୍ତି । ସେ ହାତ ବୁଣା ଲୁଗା ତିଆରି କରିବା ଓ ପାରମ୍ପରିକ ରଙ୍ଗ ବ୍ୟବହାର କରିବାରେ ସିଦ୍ଧହସ୍ତ ଅଟନ୍ତି । [୧]ଓଡ଼ିଶାର ସୋନପୁରରେ ଜନ୍ମ ଗ୍ରହଣ କରିଥିବା ଚତୁର୍ଭୁଜ ମାତ୍ର ସ୍କୁଲ ଯାଏଁ ପାଠ ପଢିଥିଲେ , କିନ୍ତୁ ପାରମ୍ପରିକ ତନ୍ତକଳା ଶିକ୍ଷା କରି ହସ୍ତ ତନ୍ତ ସେବା କେନ୍ଦ୍ରରେ ଯୋଗ ଦେଇଥିଲେ । ‘’ବୟନ ବିହାର’’ ,ଏକ ହସ୍ତ ତନ୍ତ କାରଖାନା ଓ ହସ୍ତତନ୍ତ ଗବେଷଣା ଓ ତାଲିମ କେନ୍ଦ୍ର(ସୋନପୁର) ତାଙ୍କଦ୍ୱାରା ଆରମ୍ଭ କରଯାଇଥିଲା ।[୧] ସେ ପ୍ରାୟ ୧୦୦୦୦ କାରିଗରଙ୍କୁ ତାଲିମ ଦେଇଥିଲେ ।[୧] ଐଶ୍ୱର୍ଯ୍ୟା ରାଏ (ବଲିଉଡର ପୂର୍ବତନ ବିଶ୍ୱ ସୁନ୍ଦରୀ) ତାଙ୍କ ବାହାଗରରେ ମେହେରଙ୍କଦ୍ୱାରା ତିଆରି କରାଯାଇଥିବା ଶାଢୀ ପିନ୍ଧିଥିଲେ । ତାଙ୍କ ଶାଶୁ ଜୟା ବଚନ ତାଙ୍କୁ ଏହି ଉପହାର ଦେଇଥିଲେ ।[୨]
ଚତୁର୍ଭୁଜ ମେହେର | |
---|---|
ଜନ୍ମ ଓ ଜନ୍ମସ୍ଥାନ | |
ଜୀବିକା | ତନ୍ତି |
ପ୍ରସିଦ୍ଧି | Tie-dye handloom weaving |
ପୁରସ୍କାର | ପଦ୍ମଶ୍ରୀ Odisha State Award Chinta O Chetana National Award Viswakarma Award Priyadarshini Award |
ୱେବସାଇଟ | mehersonline |
ପୁରସ୍କାର ଓ ସମ୍ମାନସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
- ↑ ୧.୦ ୧.୧ ୧.୨ "Chaturbhuj Meher work applauded". Indian Express. 9 February 2010. Retrieved December 2, 2015.
- ↑ ୨.୦ ୨.୧ ୨.୨ "Odisha's handwoven wonder makes a comeback". Indian Express. 26 August 2012. Retrieved December 2, 2015.
- ↑ "Padma Awards" (PDF). Ministry of Home Affairs, Government of India. 2015. Retrieved July 21, 2015.