ରାଧାକୃଷ୍ଣ ଭଞ୍ଜ

ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ

ରାଧାକୃଷ୍ଣ ଭଞ୍ଜ ଜଣେ ଓଡ଼ିଆ କଥାଚିତ୍ରର ସଙ୍ଗୀତ ନିର୍ଦ୍ଦେଶକ । ସେ ୧୯୭୭ ମସିହାରେ ଓଡ଼ିଆ କଥାଚିତ୍ର ଅଭିମାନରେ ପ୍ରଥମ ଥର ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୨]

ରାଧାକୃଷ୍ଣ ଭଞ୍ଜ
ଜନ୍ମ(1928-10-05)୫ ଅକ୍ଟୋବର ୧୯୨୮


[୧]
ଜାତୀୟତା ଭାରତୀୟ
ଜଣାଶୁଣାଓଡ଼ିଆ ଗାୟକ ଓ ସଂଗୀତକାର
Parentବିଶ୍ୱେଶ୍ୱର ଭଞ୍ଜ

ଚଳଚ୍ଚିତ୍ରସମ୍ପାଦନ କରନ୍ତୁ

ରାଧାକୃଷ୍ଣ ଭଞ୍ଜ ୬ଟି କଥାଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି, ସେସବୁ ହେଲା:

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
ସହର ଜଳୁଚି ୧୯୯୮
ମୋ କାହ୍ନୁରେ ୧୯୭୬
କିଏ ପୋଛି ଦେବ ମା’ ଆଖିର ଲୁହ ୧୯୯୯
ସାଗର ଗଙ୍ଗା ୧୯୯୪
ମାନିନୀ ୧୯୭୯
ଅଭିମାନ ୧୯୭୬

ସମ୍ମାନସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. ଅଭିମତ, ପ୍ରଗତିବାଦୀ, ୨୮ଫେବୃଆରୀ-୬ମାର୍ଚ୍ଚ ୧୯୯୯, ପୃଷ୍ଠା-୪
  2. "ପୁନରୁଦ୍ଧାର ହେବ 'ଅଭିମାନ'". Sambad (in ଆମେରିକୀୟ ଇଂରାଜୀ). 2018-09-15. Retrieved 2019-08-18.

ଅଧିକ ତଥ୍ୟସମ୍ପାଦନ କରନ୍ତୁ