ତପନ କୁମାର ପ୍ରଧାନ
भारतीय कवि
ଡ. ତପନ କୁମାର ପ୍ରଧାନ ଓଡ଼ିଶାର ଭୁବନେଶ୍ୱରଠାରେ ୧୯୭୨ରେ ଜନ୍ମିତ ଜଣେ ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ଲେଖକ ଓ କବି । ସେ ଜଣେ କବିତା, ଗଦ୍ୟ ସାହିତ୍ୟ ଓ ବ୍ୟଙ୍ଗ ଚିତ୍ରକର । ସେ ତାଙ୍କର କଳାହାଣ୍ଡି କବିତାର ନିଜ ଇଂରାଜୀ ଅନୁବାଦ ନିମନ୍ତେ କେନ୍ଦ୍ରୀୟ ସାହିତ୍ୟ ଏକାଡେମି ପୁରସ୍କାରରେ ସମ୍ମାନିତ । ତାଙ୍କର ଅନ୍ୟ ରଚନା ମଧ୍ୟରେ ଇକୁଏସନ, ଆଉଆର୍ ଅଫ କମିଙ୍ଗ, ଦି ଷ୍ଟର୍ମ, ଏପିଟାଫ ଓ ବୋଧିସତ୍ତ୍ୱ ଆଦି ପ୍ରଧାନ ।
ତପନ କୁମାର ପ୍ରଧାନ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୯୭୨ ଭୁବନେଶ୍ୱର |
ଭୁବନେଶ୍ୱର | |
ଜାତୀୟତା | ![]() |
ନାଗରିକତା | ଭାରତୀୟ |
ଶିକ୍ଷା | ଡକ୍ଟରେଟ (ସମାଜତତ୍ତ୍ୱ) |
ଶିକ୍ଷାନୁଷ୍ଠାନ | ଉତ୍କଲ ବିଶ୍ୱବିଦ୍ୟାଲୟ, ବିଜେବି ମହାବିଦ୍ୟାଳୟ, ଲକ୍ଷ୍ମୀସାଗର ହାଇସ୍କୁଲ |
ଜୀବିକା | ବ୍ୟାଙ୍କ ଅଧିକାରୀ, ସୃଜନଶୀଳ ସାହିତ୍ୟ |
ନିଯୁକ୍ତିଦାତା | ଭାରତୀୟ ରିଜର୍ଭ ବ୍ୟାଙ୍କ |
ଜଣାଶୁଣା କାମ | କଳାହାଣ୍ଡି, ହିସାବ (ଇକ୍ୱେସନ), ଅପରାହ୍ଣର ଝଡ |
ଶୈଳୀ | ସିମ୍ବଲିଜମ୍ |
ପୈତୃକ ବାସସ୍ଥାନ | ଭୁବନେଶ୍ୱର, ଓଡ଼ିଶା |
ଜୀବନସାଥି | ଶୁଭଶ୍ରୀ |
ସନ୍ତାନ | ଓମ୍ ସତ୍ୟମ୍ |
ବାପା ବୋଉ | ଅରକ୍ଷତ ପ୍ରଧାନ, କୁମୁଦିନୀ |
ପୁରସ୍କାର | ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର (କବିତା) |
ରଚନାବଳୀସମ୍ପାଦନ କରନ୍ତୁ
Referencesସମ୍ପାଦନ କରନ୍ତୁ
^http://www.indianpoetry.org/Journal.htm
^http://www.expressindia.com/latest-news/Winning-views-on-Living-with-Differences/267304/
http://citizensforpeace.in/blog/2008/01/10/secular-rethink-essay-contest-results/
http://www.rbi.org.in/scripts/bs_viewcontent.aspx?Id=772