ଉଇକିପିଡ଼ିଆ:ମେଳଣ/କଟକ/୧
୮ମ ଉଇକି ମେଳଣ ଘୋଷଣା କରାଗଲା
୧୦.୦୦ ସକାଳ. ୬ ଡିସେମ୍ବର ୨୦୧୫, ରବିବାର
ଅକ୍ଟୋବର ୨୦୨୩ +/- | |
---|---|
Full Meetup Calendar |
ସାରକଥା ସମ୍ପାଦନ କରନ୍ତୁ
ଏଇ କର୍ମଶାଳାଟି ଓଡ଼ିଆ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆଉ ଏହାର ବିକାଶ କରିବାକୁ ଆରମ୍ଭ କରାଯାଇଛି । ଏଇଟି ୩ୟ ଓଡ଼ିଆ ଉଇକିପିଡ଼ିଆ କର୍ମଶାଳା ଓ ଓଡ଼ିଶାରେ ହେଉଥିବା ଦ୍ବିତୀୟ କର୍ମଶାଳା, ତେଣୁ ସବୁ ଓଡ଼ିଆମାନଙ୍କୁ ଏଠାକୁ ଆସିବାକୁ ଡକରା ।
କର୍ମଶାଳା ଆଗରୁ ଆଲୋଚନା ଫରଦ ରେ ଆଲୋଚନା କରନ୍ତୁ ।
ସ୍ଥାନ ଓ ସମୟ ( Venue and Date ) ସମ୍ପାଦନ କରନ୍ତୁ
ତାରିଖ/Date: : ରବିବାର/Sunday, ୨୦୧୧-ଏପ୍ରିଲ-୧୭ / 2011-April-03 ସକାଳ ୧୦:୦୦ ଟା IST
ସ୍ଥାନ :
ଇମେଜ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ
ଆଇ ଆଇ ଟି ଏମ କ୍ୟାମ୍ପସ,
ଉପର ତେଲେଙ୍ଗା ବଜାର (ନଈ ପାଖ),
ପୁରୀଘାଟ ପୋଲିସ ଥାନା ପାଖ,
କଟକ-୭୫୩୦୦୨, ଓଡ଼ିଶା, ଭାରତ
Date: : Sunday, 17-April-2010 10:00 AM IST
Venue:
Image Institute of Technology & Management
IITM Campus,
Upper Telenga Bazar(River Side),
Near Purighat Police Station,
Cuttack-753002,Odisha, India
ଇଚ୍ଛୁକ ଦର୍ଶକ (Intended Audience) ସମ୍ପାଦନ କରନ୍ତୁ
ଉଇକିପିଡ଼ିଆ ଓ ଉଇକିମିଡ଼ିଆର ବାକି ସବୁ ପ୍ରକଳ୍ପରେ ଇଚ୍ଛୁକ ଥିବା କେହି ବି ଉଇକିଆଳି କେହିବି ଏଥିରେ ଭାଗ ନେଇ ପାରିବେ । ଏହା ସମସ୍ତଙ୍କ ପାଇଁ ଖୋଲା ଓ ଯଦି ଆପଣ ଉଇକିପିଡ଼ିଆ ବିଷୟରେ ବେଶି ଜାଣି ନାହାନ୍ତି ତେବେ ବି ଏଠାକୁ ଆସି ପାରିବେ ।
ମୂଳ ପ୍ରସଙ୍ଗ (Agenda) ସମ୍ପାଦନ କରନ୍ତୁ
ପ୍ରଥମ ପ୍ରସଙ୍ଗ: ଓଡ଼ିଆ ଉଇକିପିଡ଼ିଆକୁ ପାଛୋଟା ଓ ବାକି ପ୍ରକଳ୍ପ
- ଓଡ଼ିଆ ଉଇକିପିଡ଼ିଆ ବିଷୟରେ ଜାଣିବା କଥା, ଓଡ଼ିଆ ଉଇକିପିଡ଼ିଆ ଓ ବାକି ଉଇକି ପ୍ରକଳ୍ପ
- ଓଡ଼ିଆ ଉଇକିପିଡ଼ିଆର ଏବେକାର ସ୍ଥିତି
ଦ୍ଵିତୀୟ ପ୍ରସଙ୍ଗ: ଉଇକିପିଡ଼ିଆରେ ଲେଖା ଖୋଜା ଓ ବଦଳ
- - କେମିତି ଖୋଜିବେ ଲେଖାଟିଏ
- - କେମିତି ବଦଳାଇବେ ପୁରୁଣା ଲେଖା, ବୋଲ୍ଡ, ତେରେଛା ଓ ===ବଡ଼ ଅକ୍ଷର=== କେମିତି ଲେଖିବେ
- - ରେଫେରେଁସ ଓ ବାହାର ଲିଙ୍କ ଯୋଡ଼ିବେ କେମିତି
- - ବଦଳାଇବାରେ ଅସୁବିଧା ଓ ତାହାର ସମାଧାନ
- - ଓଡ଼ିଆ ଉଇକିପିଡ଼ିଆରେ କଣ ଲେଖିବେ ଓ କଣ ଲେଖିବେ ନାହିଁ
ଦ୍ଵିତୀୟ ପ୍ରସଙ୍ଗ ପରର ଆଲୋଚନା:
- - ସୁଶାନ୍ତ ପଟ୍ଟନାୟକଙ୍କ ଆଲୋଚନା: କାହିଁକି ଓପନ ସୋର୍ସ ସଫ୍ଟବେର ଓ ଓଡ଼ିଆ ଉଇକିପିଡ଼ିଆ କାହିଁକି ଓ କେମିତି ସାହାଯ୍ୟ କରିବ ଭବିଷ୍ୟତ ପୀଢ଼ିକୁ
- - ଓଡ଼ିଆ ଉଇକିପିଡ଼ିଆ କାହିଁକି ?
- - ଓଡ଼ିଆରେ ପଢ଼ିବାରେ ଅସୁବିଧା ଓ ତାହାର ସମାଧାନ
- - ନଗଦ ଯୋଡ଼ାଯାଇଥିବା ନୁଆ ନୁଆ ସୁବିଧା
- - ଓଡ଼ିଆ ଉଇକିପିଡ଼ିଆରେ ଆଗକୁ କରିବାକୁ ଥିବା କାମସବୁ
- - ସଙ୍ଘ ଗଢ଼ା
- - ଅନୁବାଦରେ ଅସୁବିଧା ଓ ସମାଧାନ
- - ସ୍କୁଲ ପିଲାଙ୍କ ପାଇଁ ଓଡ଼ିଆ ଉଇକିପିଡ଼ିଆରେ ନୁଆ ନୁଆ ସୁବିଧା
Main Agenda:
Session1:Introduction to Wikipedia and odia wiki projects
- - Introduction about Wikipedia and Odia Wikipedia
- - Current status of Odia Wikipedia
Session2:Introduction to Editing in Wikipedia
- - How to edit any page in Odia Wikipedia
- - How to add Bold, Italicised, === Headings === and "sign" and other commonly used syntaxes
- - How to add references and external links
- - Editing conflicts and how to solve them
- - What to write and what NOT to add in Odia Wikipedia
Post Session2 discussions:
- - Talk by: Susant Patnaik: Opensource and Wiki movement and further steps of Odia Wikipedia.
- - Why Wikipedia Odia?
- - Recent developments and new features added in Wikipedia
- - Future deveopment and possible opportunities with Wikipedia
- - Discussion of common problems raised (And by audience)
- - Display and typing issues and solution
- - Building community
- - Translation issues & possible measures to solve them
- - Incubation of new projects for students in Odia Wikipedia
- - Future Projects for Odia Wikipedia
ଭାଗନେଉଛନ୍ତି (Participants) ସମ୍ପାଦନ କରନ୍ତୁ
ଯଦି ଆପଣଙ୍କର ଉଇଜର ନାଆଁଟିଏ ଅଛି ତେବେ କେବଳ " # ~~~ " ଲେଖିଦିଅନ୍ତୁ, ଇଉଜର ନାଆଁ ନଥିଲେ" # ଆପଣଙ୍କ ନାଆଁ" ଲେଖିଦିଅନ୍ତୁ । Add your name as " # ~~~ " if you have an username or else add " # Name"
ଭାଗ ନେଉଛନ୍ତି (Attending) ସମ୍ପାଦନ କରନ୍ତୁ
- Srikant Kedia (ମୋ କଥା)
- Zephyrmaten (talk)
- ଆଶୁତୋଷ କର (Asutosh Kar) (ମୋ ଆଲୋଚନା)
- Bhabani (ମୋ କଥା)
- ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ (ମୋ କଥା) - I will be on Skype only
- ମନୋରଞ୍ଜନ ବେହେରା, ମୁମ୍ବାଇ
- ଜଗଦୀଶ ଉତ୍ତରକବାଟ
- Anshuman Swain
- Arindam Dakua
- Bedananda Padhi
- Bijaylaxmi Singh
- Biswa Ranjan Panigrahi
- Chinmaya Nayak
- Debadatta Nayak Lubz
- Ipratyush Mohanty
- Nipuna Ranjan Behera
- Ranajit Mohanty
- Vivek Pattanayak
- Aditya Vikram Mohapatra
- Avinash Gourav
- Biswajit Sahoo
- Biswaranjan Nayak
- Brahmadatta Kishan
- Gaurishankar Behera
- Ipshita Sengupta
- Louis Mishra
- Manas Nayak
- Prem Panigrahi
- Rakhi Kedia
- Sambit Behera
- Siddharth A Heart Hacker
- ସୁଭ ପା/Subhashish Panigrahi (ମୋ କଥା) ୦୯:୩୫, ୧୬ ଏପ୍ରିଲ ୨୦୧୧ (UTC) (Through Skype)
- Swayam Nayak
- Tirupati D Naik
- BIDYADHAR PANDA
- Bibhishana Bhuyan
ଶୁଭେଚ୍ଛା (Best wishes) ସମ୍ପାଦନ କରନ୍ତୁ
- ଦିବ୍ୟସୁନ୍ଦର ନାୟକ
- ଜ୍ୟୋତି ପ୍ରସାଦ୍ ପଟ୍ଟନାୟକ
- ସୁଭ ପା/Subhashish Panigrahi (ମୋ କଥା) ୧୮:୪୧, ୧୨ ଏପ୍ରିଲ ୨୦୧୧ (UTC)
- ମନୋରଞ୍ଜନ ବେହେରା, ମୁମ୍ବାଇ
- Glad to see that more wiki workshops are happening in Odisha. Best Wishes. Hope within 2 months odia wikipedia will cross 1000 article milestone with quality content.--Shijualex (ମୋ କଥା)
ବିଦ୍ୟଧର୍ ପନ୍ଦ ବିଦୟଆଧର ପଣଡ୍
ବିଶେଷ ସୂଚନା (Announcements/Event Notices) ସମ୍ପାଦନ କରନ୍ତୁ
ଏଠାରେ ଏହି କର୍ମଶାଳା ଉପରେ ଥିବା ବାହାର ଲିଙ୍କସବୁ ଦିଅନ୍ତୁ । Please list external links announcing the meet-up here.
କର୍ମଶାଳା ସରିବା ପରର ବ୍ଲଗ/ଖବର (Post-meetup summary/Blogs/News) ସମ୍ପାଦନ କରନ୍ତୁ
ଫେସବୁକ (Facebook) ସମ୍ପାଦନ କରନ୍ତୁ
ଏହି କର୍ମଶାଳା ବିଷୟରେ ଫେସବୁକ ଘଟଣାରୁ ଅଧିକ ସୂଚନା ପାଇପାରିବେ। ଫେସବୁକରେ facebook.com/OdiaWiki ଓଡ଼ିଆ ଉଇକିପିଡ଼ିଆର ଫରଦ ।
ଟୁଇଟର (Twitter) ସମ୍ପାଦନ କରନ୍ତୁ
- Tweet with #WPMCTC1 twitter hashtag ଟୁଇଟରରେ ଏହି କର୍ମଶାଳାର କଥାସବୁ ଖୋଜନ୍ତୁ (Search in Twitter for all the updates)
ମିଡିଆ ଖବର (Media coverage) ସମ୍ପାଦନ କରନ୍ତୁ
ଏଠାରେ ମିଡିଆ/ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ସବୁର ତାଲିକା ଦିଅନ୍ତୁ । Please list coverage of this event by media here.
ଫଟ (Photos) ସମ୍ପାଦନ କରନ୍ତୁ
ଫଟସବୁ ଉଇକି କମନସ ରେ ବିଭାଗ ସହ ରଖନ୍ତୁ (Please upload to commons and add category) Please upload to commons and add category Commons:Category:Cuttack Meetup April2011