ଉଇକିପିଡ଼ିଆ:ମେଳଣ/ବେଙ୍ଗାଳୁରୁ
ଉଇକିପିଡ଼ିଆ ମେଳଣ ଦେଇ ଆମେ ଓଡ଼ିଆ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚେଇବାର ଚେଷ୍ଟା କରିଥାଉ, ଓଡ଼ିଆ ଉଇକିପିଡ଼ିଆ ଉପରେ ନାନା ଆଲୋଚନା କରିଥାଉ ଓ ଆଗକୁ ବଢାଇବାର ବାଟ ତିଆରି କରିଥାଉ । ଯଦି ଆପଣ କଟକ ଓ କଟକ ବାହାରେ ଓଡ଼ିଆ ଉଇକିପିଡ଼ିଆ ଓ ବାକି ଉଇକିମିଡ଼ିଆ ପ୍ରକଳ୍ପସବୁର ବିକାଶ ପାଇଁ ଇଛୁକ ତେବେ ଏଥିରେ ଭାଗ ନିଅନ୍ତୁ ।
ଜନସଚେତନତାସମ୍ପାଦନ କରନ୍ତୁ
ଅଧିକରୁ ଅଧିକ ଲୋକଙ୍କୁ ଭେଟି ସେହି ଆଗ୍ରହୀ ଲୋକଙ୍କ ପାଖରେ ଏଇ କଥାଟିକୁ ସଭିଙ୍କ ପାଖରେ ପହଞ୍ଚାନ୍ତୁ, ଯେଉଁ ଉଇକିଆଳିମାନେ ବେଙ୍ଗାଳୁରୁରେ ହେଉଥିବା କରମଶାଳା, ଓଡ଼ିଶାରେ ଥିବା ଉଇକିଆଳି, ଭାରତ ଉଇକିପ୍ରକଳ୍ପ, ଓଡିଶା ଉଇକି ପ୍ରକଳ୍ପରେ, ଭାଗ ନେବାକୁ ଚାହାନ୍ତି ସେମାନେ ବେଙ୍ଗାଳୁରୁର ଆଲୋଚନାରେ ନାଆଁ ଲେଖାଇ ପାରିବେ ।
ମେଲ ତାଲିକାସମ୍ପାଦନ କରନ୍ତୁ
ଯଦି ଆପଣ ଆଗ୍ରହୀ ତେବେ ଏହି ମେଲ ତାଲିକାରେ ଯୋଗ ଦିଅନ୍ତୁ https://lists.wikimedia.org/mailman/listinfo/wikipedia-or
ଆଗକୁ ହେବାକୁ ଥିବା ମେଳଣସମ୍ପାଦନ କରନ୍ତୁ
- ୨, ୨୨ ମେ ୨୦୧୧
କେମିତି କରିବେ ଓଡ଼ିଆ ଉଇକିପିଡ଼ିଆ ମେଳଣସମ୍ପାଦନ କରନ୍ତୁ
ଓଡ଼ିଆ ଉଇକିପିଡ଼ିଆ ମେଳଣସବୁ ସ୍ଵେଚ୍ଛାସେବୀ ମାନଙ୍କ ଦେଇ କରାଯାଇଥାଏ । ଯଦି ଆପଣ ଆଗ୍ରହୀ ତେବେ ନିଜ ଯାଗାରେ ବି ଏହା କରିପାରିବେ ।
ଆଗରୁ ହୋଇଥିବା ମେଳଣସମ୍ପାଦନ କରନ୍ତୁ
୧ମ ମେଳଣ, ବେଙ୍ଗାଳୁରୁ ୦୬ ମାର୍ଚ ୨୦୧୧ |
୨ୟ ମେଳଣ, ବେଙ୍ଗାଳୁରୁ ୨୨ ମେ ୨୦୧୧ |
ସୂଚନାସମ୍ପାଦନ କରନ୍ତୁ
ଯଦି ଆଗକୁ ହେବାକୁ ଥିବା ମେଳଣରେ ଭାଗନେବାକୁ ଚାହାନ୍ତି ତେବେ ଏଠାରେ ନିଜର ଇଉଜର ନାଆଁ ଲେଖନ୍ତୁ, ଆସନ୍ତା ମେଳଣ ଆଗରୁ ଆପଣଙ୍କୁ ଜଣାଇଦିଆଯିବ ।