ଉଇକିପିଡ଼ିଆ:କର୍ମଶାଳା/ପୁଣେ/ପୁଣେ୧
ଏହି କର୍ମଶାଳାଟି ପୁଣେ ନିବାସୀ ଅଧିକ ଓଡ଼ିଆ ଭାଷାଭାଷୀ ଲୋକଙ୍କ ମଧ୍ୟରେ ଓଡ଼ିଆ ଉଇକିପିଡ଼ିଆକୁ ପହଞ୍ଚାଇବାକୁ ଆଉ ଏହାର ବିକାଶ କରିବାକୁ ଆରମ୍ଭ କରାଯାଇଥିଲା । ଏହା ପୁଣେରେ ହୋଇଥିବା ପ୍ରଥମ କର୍ମଶାଳା ।
ଜାଗା ଓ ଠିକଣାସମ୍ପାଦନ କରନ୍ତୁ
ତାରିଖ: : ଶନିବାର, ୨୭-ଅକ୍ଟୋବର -୨୦୧୨ ଅପରାହ୍ନ ୪:୦୦ ଟା ଭାରତୀୟ ମାନକ ସମୟ
ସ୍ଥାନ :
ପାଇ ଇଣ୍ଟରନ୍ୟାସନାଲ ଲର୍ଣ୍ଣିଂ ସେଣ୍ଟର
ପୁଣେ
ମହାରାଷ୍ଟ୍ର
ମୂଳ ପ୍ରସଙ୍ଗ (Agenda)ସମ୍ପାଦନ କରନ୍ତୁ
- ଓଡ଼ିଆ ଭାଷା, ସଂସ୍କୃତି ଓ ସଭ୍ୟତାର ଉନ୍ନତିକଳ୍ପେ ଓଡ଼ିଆ ଉଇକିପିଡ଼ିଆ
- ଓଡ଼ିଆ ଉଇକିପିଡ଼ିଆର ଆରମ୍ଭ, ବିକାଶ ଓ ଓଡ଼ିଆ ଭାଷାର ବିକାଶରେ ଏହାର ଭୂମିକା
- ଓଡ଼ିଆ ଉଇକିପିଡ଼ିଆର ଅଧୁନାତନ ସ୍ଥିତି
- ଉଇକିମିଡ଼ିଆର ଅନ୍ୟ ପ୍ରକଳ୍ପମାନ (ଓଡ଼ିଆ ଉଇକିଅଭିଧାନ, ଓଡ଼ିଆ ଉଇକିକଥା, ଆଦି)/Sister projects (Odia Wiktionary, Odia WikiQuote & future projects)
- ସ୍ୱତନ୍ତ୍ର କର୍ମଶାଳା: ଓଡ଼ିଆରେ ଟାଇପ/ଇନପୁଟ ଓ ଓଡ଼ିଆ ଫଣ୍ଟ (ସୁଧିର ପଟେଲ)
- ଉଇକିପିଡ଼ିଆ ସମ୍ପାଦନା କର୍ମଶାଳା
ଆୟୋଜକସମ୍ପାଦନ କରନ୍ତୁ
ବିବରଣୀସମ୍ପାଦନ କରନ୍ତୁ
ଏହି କର୍ମଶାଳାର ବିବରଣୀ ଏହି ଲିଙ୍କରେ ଉପଲବ୍ଧ ।
ଖବରରେସମ୍ପାଦନ କରନ୍ତୁ
- Odisha: Odia Wikipedia workshop organized in Pune to promote Odia language. Orissadiary.com (୩୧ ଅକ୍ଟୋବର ୨୦୧୨)
ଫଟୋସବୁ ଉଇକି କମନ୍ସରେ ଶ୍ରେଣୀରେ ଉପଲବ୍ଧ ।