ଉଇକିପିଡ଼ିଆ:ମେଳଣ/ହାଇଦ୍ରାବାଦ/ହାଇଦ୍ରାବାଦ୧
୧ମ ଓଡ଼ିଆ ଉଇକି ମେଳଣ ଘୋଷଣା କରାଗଲା
ଅପରାହ୍ନ: ୪.୦୦, ଶନିବାର ୨୯ ସେପ୍ଟେମ୍ବର ୨୦୧୨
ଏହି କର୍ମଶାଳାଟି ଓଡ଼ିଆ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆଉ ଏହାର ବିକାଶ କରିବାକୁ ଆରମ୍ଭ କରାଯାଇଛି । ଏହିଟି ହାଇଦ୍ରାବାଦରେ ହେଉଥିବା ପ୍ରଥମ ମେଳଣ, ତେଣୁ ଇଚ୍ଛୁକ ଓଡ଼ିଆମାନଙ୍କୁ ଏଠାକୁ ଆସିବାକୁ ଅନୁରୋଧ କରାଯାଉଛି ।
ଜାଗା ଓ ଠିକଣା ( Venue and Date ) ସମ୍ପାଦନ କରନ୍ତୁ
ତାରିଖ: : ଶନିବାର, ୨୯-ସେପ୍ଟେମ୍ବର -୨୦୧୨ ଅପରାହ୍ନ ୪:୦୦ ଟା ଭାରତୀୟ ମାନକ ସମୟ
ସ୍ଥାନ :
ଲମକାନ
ବଞ୍ଜାରା ହିଲ୍ସ, ହାଇଦ୍ରାବାଦ- ୫୦୦୦୩୪
ଆନ୍ଧ୍ର ପ୍ରଦେଶ
Date: : Saturday, 29-September-2012 4:00 PM IST
Venue:
LAMAKAAN
Banjara Hills, Hyderabad- 500034
Andhra Pradesh, India
କେଉଁ ମାନେ ଭାଗ ନେଇପାରିବେ (Who can participate) ସମ୍ପାଦନ କରନ୍ତୁ
ଉଇକିପିଡ଼ିଆ ବାବଦରେ ଜାଣିବାକୁ ଚାହୁଁଥିବା କେହି ବି (ବ୍ୟବହାରକାରୀ, ସମ୍ପାଦକ/ଦାତା ବା ଜାଣିବାକୁ ଇଛୁକ) ଯିଏ ହାଇଦ୍ରାବାଦ ବା ପାଖାଆଖ ସ୍ଥାନରେ ରହୁଛନ୍ତି ଏଠାକୁ ଆସି ଏହି ମେଳଣରେ ଯୋଗଦାନ କରିପାରିବେ । ଯଦି ଆପଣ ଏଥିରେ ଯୋଗ ଦେବା ନିମନ୍ତେ ଇଛୁକ ତେବେ ତଳେ ଆପଣା ନାମ ଲେଖାନ୍ତୁ ।
ମୂଳ ପ୍ରସଙ୍ଗ (Agenda) ସମ୍ପାଦନ କରନ୍ତୁ
- ଓଡ଼ିଆ ଉଇକିପିଡ଼ିଆର ଆରମ୍ଭ, ବିକାଶ ଓ ଓଡ଼ିଆ ଭାଷାର ବିକାଶରେ ଏହାର ଭୂମିକା/ Introducing Wikipedia
- ଓଡ଼ିଆ ଉଇକିପିଡ଼ିଆର ଏବେକାର ସ୍ଥିତି/ Current status of Odia Wikipedia
- ଉଇକିମିଡ଼ିଆର ଅନ୍ୟ ପ୍ରକଳ୍ପମାନ (ଓଡ଼ିଆ ଉଇକିଅଭିଧାନ, ଓଡ଼ିଆ ଉଇକିକଥା, ଆଦି)/Sister projects (Odia Wiktionary, Odia WikiQuote & future projects)
- ଏଥିରେ ସାଧାରଣ ଲୋକେ କିପରି ଭାଗନେଇ ଲେଖାଲେଖି କରିପାରିବେ
- ସବୁଯାକ ପ୍ରକଳ୍ପର ଅଧୁନାତନ ସ୍ଥିତି ଓ ଆଗାମୀ ଯୋଜନା/ General status of overall projects and future initiatives
ଆୟୋଜନ କରୁଛନ୍ତି (Organizers) ସମ୍ପାଦନ କରନ୍ତୁ
ଭାଗନେଉଛନ୍ତି (Participants) ସମ୍ପାଦନ କରନ୍ତୁ
ଯଦି ଆପଣଙ୍କର ବ୍ୟବହାରକାରୀ ନାଆଁଟିଏ ଅଛି ତେବେ କେବଳ " # ~~~ " ଲେଖିଦିଅନ୍ତୁ, ଇଉଜର ନାଆଁ ନଥିଲେ" # ଆପଣଙ୍କ ନାଆଁ" ଲେଖିଦିଅନ୍ତୁ । Add your name as " # ~~~ " if you have an username or else add " # Name"
ନାଆଁ ଲେଖାଇଥିଲେ (Signed up) ସମ୍ପାଦନ କରନ୍ତୁ
ଶୁଭେଚ୍ଛା (Best wishes) ସମ୍ପାଦନ କରନ୍ତୁ
ବିବରଣୀ ସମ୍ପାଦନ କରନ୍ତୁ
ଦୀର୍ଘ ଚାରି ମାସର ବ୍ୟବଧାର ପରେ କଟକରେ ଉଇକିମେଳି ଅନୁଷ୍ଠିତ ହେଉଥିବାରୁ ଅଧିକ ସଂଖ୍ୟାରେ ଓକିଆଳି ଓ ଆଗ୍ରହୀ ବ୍ୟକ୍ତି ଯୋଗଦେବେ ବୋଲି ଆଶା କରାଯାଇଥିଲା । ଫେସବୁକ ପୃଷ୍ଠାରେ ମଧ୍ୟ ୨୭ଜଣ ଯୋଗଦେବା ନିମନ୍ତେ ନିଶ୍ଚିତ କରିଥିବା ବେଳେ ଆଉ ୧୬ଜଣ ଯୋଗଦେବାର ସମ୍ଭାବନା ଥିଲା । ଉକିକିମେଳିରେ ସର୍ବମୋଟ ଛଅ ଜଣ ଯୋଗଦେଇଥିଲେ । ଯୋଗଦାନକାରୀଙ୍କ ମଧ୍ୟରୁ ଡାକ୍ତର ସୁବାସ ଚନ୍ଦ୍ର ରାଉତ ଓ ଶ୍ରୀ ଶିତିକଣ୍ଠ ଦାଶ ପ୍ରଥମଥର ନିମନ୍ତେ ଏକ ଉଇକିମେଳିରେ ଯୋଗଦେଇଥିଲେ ।
ଖବରରେ (In News) ସମ୍ପାଦନ କରନ୍ତୁ
ଫେସବୁକ (Facebook) ସମ୍ପାଦନ କରନ୍ତୁ
- ଏହିସବୁ କଥାର ତାଜାଖବର ଫେସବୁକରେ/ Find the updates in facebook at ଫେସବୁକରେ ତାଜା ଖବର
ଟ୍ଵିଟ୍ଟର (Twitter) ସମ୍ପାଦନ କରନ୍ତୁ
- Tweet with #WPMHYD1 twitter hashtag ଟୁଇଟରରେ ଏହି କରମଶାଳାର କଥାସବୁ ଖୋଜନ୍ତୁ (Search in Twitter for all the updates)
ଫଟ (Photos) ସମ୍ପାଦନ କରନ୍ତୁ
ଫଟସବୁ ଉଇକି କମନସ ରେ ବିଭାଗ ସହ ରଖନ୍ତୁ (Please upload to commons and add category) Commons:Category:Hyderabad Odia Workshop 29Sep2012