ମୋ ବିଷୟରେ କିଛି ସମ୍ପାଦନା

ମୋ ନାମ ଆଶୁତୋଷ କର । ମୁଁ ଭାରତର ଏକ ପ୍ରମୁଖ ସଫ୍ଟୱେର କମ୍ପାନିରେ ୟୁଜର ଇନ୍ଟରଫେସ ଡିଜାଇନର ଭାବେ କାମ କରୁ ଆଛି । ମୁଁ ଏବେ ଆମେରିକାରେ ରହୁଛି । ମୋର ଜନ୍ମ କଟକ ସହରରେ । ମୁଁ ପ୍ରସିଦ୍ଧ ରେଭେନନ୍ସା କଲେଜରୁ +୨ ବିଜ୍ଞାନ ଓ ଭୁବନେଶ୍ୱରର କଲେଜ ଓଫ ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି (ସି.ଈ.ଟି.)ରୁ ସ୍ଥାପତ୍ୟ(ଆର୍କିଟେକ୍ଚର)ରେ ସ୍ନାତକ ଡିଗ୍ରୀ ହାସଲ କରିଛି ।


Wiki infoboxes ସମ୍ପାଦନା

 ଏହି ବ୍ୟବହାରକାରୀଙ୍କ ଘର ଓଡ଼ିଶାରେ
 ଏହି ସଭ୍ୟଙ୍କର ଘର କଟକ ଜିଲ୍ଲାରେ
or-୫ ଏହି ସଭ୍ୟ ଖୁବ ଉଚ୍ଚ ଧରଣର ଓଡ଼ିଆରେ ଲେଖାଲେଖି କରିପାରିବେ ।
 ଏହି ସଭ୍ୟ ବେଙ୍ଗାଳୁରୁରେ ଅଛନ୍ତି ।
 ବ୍ୟବାହାରକାରୀଙ୍କ ରାଶିଚକ୍ର ମେଷ ଆଟେ। Aries.
 ଏହି ସଭ୍ୟ ଯୁକ୍ତରାଷ୍ଟ୍ର ଆମେରିକାରେ ରୁହନ୍ତି ।



The Working Man's Barnstar ସମ୍ପାଦନା

  The Working Man's Barnstar
This Barnstar is awarded to ଆଶୁତୋଷ କର for his tireless work. --Srikant Kedia ୨୦:୧୦, ୨୩ ମେ ୨୦୧୧ (UTC)