ଉଇକିପିଡ଼ିଆ:ମେଳଣ/ଅନଲାଇନ/୨୦୨୩/ଅକ୍ଟୋବର

ଓଡ଼ିଆ ଉଇକିମିଡ଼ିଆ ଇଉଜର ଗ୍ରୁପ୍ ଦ୍ୱାରା ଅକ୍ଟୋବର ୨୯ ତାରିଖ (ରବିବାର) ଦିନ ସନ୍ଧ୍ୟା ୮ଟା'ରେ ମାସିକିଆ ଅନ୍‌ଲାଇନ୍ ମେଳଣର ଆୟୋଜନ କରାଯିବ ।

ଆଲୋଚନା ବିଷୟ ସମ୍ପାଦନା

  • ପୂର୍ବମାସର କାମ ଉପରେ ବୀବରଣୀ ପାଠ
  • ମହାତ୍ମାଗାନ୍ଧୀ ଗଣ-ସମ୍ପାଦନା ଉପରେ ଆଲୋଚନା
  • ଉଇକି ଓମେନ୍ କ୍ୟାମ୍ପରୁ ଶିକ୍ଷା ବାବଦରେ ଆଲୋଚନା
  • ଉଇକିମିଡ଼ିଆ ସମିଟ୍ ଉପରେ ଅପ୍‌ଡେଟ୍
  • ଆଗାମୀ ମାସ ପାଇଁ କାର୍ଯ୍ୟକ୍ରମ

କଲ୍ ଲିଙ୍କ୍ ସମ୍ପାଦନା