ଉଇକିପିଡ଼ିଆ:କର୍ମଶାଳା/ଅନୁଗୋଳ/୨

କିଛି ନୂଆ ଏବଂ ପୁରୁଣା ଉଇକିଆଳିଙ୍କୁ ନେଇ ଅନୁଗୋଳରେ ଏକ ଗଣ ସମ୍ପାଦନା ହେବାକୁ ଯାଉଛି । ଏହାର ମୂଳଲକ୍ଷ ହେଉଛି ବର୍ତ୍ତମାନ ସମ୍ପାଦନାରେ ହେଉଥିବା ଅସୁବିଧା ବିଷୟରେ ଆଲୋଚନା ଏବଂ ନୂଆ ଲୋକମାନଙ୍କୁ ଆକର୍ଷଣ କରିବା ।


ଜାଗା ଓ ଠିକଣା ( Venue and Date ) ସମ୍ପାଦନା

ତାରିଖ/Date: : ଶନିବାର/Saturday, ୨୦୧୨-ଜୁଲାଇ-୭ / 2012-July-7 ପୂର୍ବାହ୍ନ ୯:୦୦ ଟା IST
ଜାଗା :
ନାସନାଲ ଇନଷ୍ଟିଚ୍ୟୁଟ ଅଫ କନଫର୍ମେସନ ଟେକ୍ନୋଲୋଜି, (ନିଟ),
ନିଟ ଅନୁଗୋଳ ନୂଆ କେନ୍ଦ୍ର
ହନୁମାନ ବଜାର
ଅନୁଗୋଳ, ଓଡ଼ିଶା

Venue:
National Institute of Information Technology (NIIT)
NIIT Angul New Center,
Hanuman Bazar,
Angul, Odisha

କେଉଁ ମାନେ ଭାଗ ନେଇପାରିବେ (Who can participate) ସମ୍ପାଦନା

ଓଡ଼ିଆ ଉଇକିପିଡ଼ିଆ ବାବଦରେ ଯେଉଁ ମାନେ କିଛି ଜାଣିବାକୁ ଚାହୁଁଛନ୍ତି ଆଉ ଭାଗନେଇ ଓଡ଼ିଆ ଭାଷାରେ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚାହାନ୍ତି ସେ ସମସ୍ତେ ଏଠାକୁ ଆସିପାରିବେ । ଆମେ ଏହି ୨ୟ ଓଡ଼ିଆ ଉଇକି ଗଣ ଉଇକି ସମ୍ପାଦନା ଜରିଆରେ ଏଥିରେ ସାମୁହିକ ଭାବରେ କିଛି ପ୍ରସଙ୍ଗର ସମ୍ପାଦନା କରିବୁ । ଯଦି ଆପଣ ଇଛୁକ ତେବେ ତଳେ ନାମ ଲେଖାନ୍ତୁ ।

ମୂଳ ପ୍ରସଙ୍ଗ (Agenda) ସମ୍ପାଦନା

  • ଓଡ଼ିଆ ଉଇକିପିଡ଼ିଆକୁ ପାଛୋଟା ଓ ବାକି ପ୍ରକଳ୍ପ
  • ଓଡ଼ିଆ ଉଇକିପିଡ଼ିଆ ବିଷୟରେ ଜାଣିବା କଥା, ଓଡ଼ିଆ ଉଇକିପିଡ଼ିଆ ଓ ବାକି ଉଇକି ପ୍ରକଳ୍ପ
  • ଓଡ଼ିଆ ଉଇକିପିଡ଼ିଆର ଏବେକାର ସ୍ଥିତି
  • ଉଇକିପିଡ଼ିଆରେ ଲେଖା ଖୋଜା ଓ ବଦଳ
  • - କେମିତି ଖୋଜିବେ ଲେଖାଟିଏ
  • - କେମିତି ବଦଳାଇବେ ପୁରୁଣା ଲେଖା, ବୋଲ୍ଡ, ତେରେଛା ଓ ===ବଡ଼ ଅକ୍ଷର=== କେମିତି ଲେଖିବେ
  • - ରେଫେରେନ୍ସ ଓ ବାହାର ଲିଙ୍କ ଯୋଡ଼ିବେ କେମିତି
  • - ବଦଳାଇବାରେ ଅସୁବିଧା ଓ ତାହାର ସମାଧାନ
  • - ଓଡ଼ିଆ ଉଇକିପିଡ଼ିଆରେ କଣ ଲେଖିବେ ଓ କଣ ଲେଖିବେ ନାହିଁ

Main Agenda:

  • Introduction to Wikipedia and odia wiki projects
  • - Introduction about Wikipedia and Odia Wikipedia
  • - Current status of Odia Wikipedia
  • Introduction to Editing in Wikipedia
  • - How to edit any page in Odia Wikipedia
  • - How to add Bold, Italicised, === Headings === and "sign" and other commonly used syntaxes
  • - How to add references and external links
  • - Editing conflicts and how to solve them
  • - What to write and what NOT to add in Odia Wikipedia

ଆୟୋଜନ କରୁଛନ୍ତି (Organizers) ସମ୍ପାଦନା

  1. ମୃତ୍ୟୁଞ୍ଜୟ କର

ଫେସବୁକ (Facebook) ସମ୍ପାଦନା

ଏଥିରେ ଭାଗନେଇଥିଲେ (Attendees) ସମ୍ପାଦନା

ଛବି (Photos) ସମ୍ପାଦନା

ଛବିସବୁ ଉଇକି କମନସ ରେ ବିଭାଗ ସହ ରଖନ୍ତୁ (Please upload to commons and add category)