ଉଇକିପିଡ଼ିଆ:କର୍ମଶାଳା/କଟକ/୭

20°27′31″N 85°52′01″E / 20.45858°N 85.866888°E / 20.45858; 85.866888

ଏହି ଉଇକିପିଡ଼ିଆ ମେଳଣଟି ଉଇକିଆଳି (ସମ୍ପାଦକ ଓ ବ୍ୟବହାରକାରୀ) ମାନଙ୍କର ଏକ ମାସିକ ମେଳଣ ଯାହା ସାଧାରଣ ଲୋକଙ୍କୁ ଉଇକିପିଡ଼ିଆ ଓ ଉଇକିମିଡ଼ିଆ ବାବଦରେ ଆଲୋଚନା, ଜନସଚେତନତା ଓ ଏହା ସପକ୍ଷରେ ଯୁକ୍ତିକରିବା ନିମନ୍ତେ କରାଯାଇଥାଏ ।

ମେଳଣ ଆଗରୁ କିଛି ଆଲୋଚନା ଆଲୋଚନା ପୃଷ୍ଠା କରିବାକୁ ଅନୁରୋଧ ।

ଜାଗା ଓ ଠିକଣା ( Venue and Date )ସମ୍ପାଦନ କରନ୍ତୁ

ତାରିଖ: : ରବିବାର, ୨୦୧୨-ସେପ୍ଟେମ୍ବର -୨ ସକାଳ ୧୦:୦୦ ଟା IST
ସ୍ଥାନ :
ଇମେଜ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ
ଆଇ ଆଇ ଟି ଏମ କ୍ୟାମ୍ପସ,
ଉପର ତେଲେଙ୍ଗା ବଜାର (ନଈ ପାଖ),
ପୁରୀଘାଟ ପୋଲିସ ଥାନା ପାଖ,
କଟକ-୭୫୩ ୦୦୨, ଓଡ଼ିଶା, ଭାରତ

Date: : Sunday, 2012-September-2 10:00 AM IST

Venue:
Image Institute of Technology & Management
IITM Campus,
Upper Telenga Bazar(River Side),
Near Purighat Police Station,
Cuttack-753 002, Odisha, India

କେଉଁ ମାନେ ଭାଗ ନେଇପାରିବେ (Who can participate)ସମ୍ପାଦନ କରନ୍ତୁ

ଉଇକିପିଡ଼ିଆ ବାବଦରେ ଜାଣିବାକୁ ଚାହୁଁଥିବା କେହି ବି (ବ୍ୟବହାରକାରୀ, ସମ୍ପାଦକ/ଦାତା ବା ଜାଣିବାକୁ ଇଛୁକ) ଯେ କଟକ ବା ପାଖାଆଖ ସ୍ଥାନରେ ରହୁଛନ୍ତି ଏଠାକୁ ଆସି ଏହି ମେଳଣରେ ଯୋଗଦାନ କରିପାରିବେ ।ଆହୁରି ମଧ୍ୟ ଆମେ ନୂଆମାନଙ୍କୁ ଏଠାକୁ ଆସିବାକୁ ନିବେଦନ କରୁଛୁ ଯାହା ସେମାନଙ୍କୁ ପଟୁ ଉଇକିଆଳିଙ୍କ ସହ ଯୋଗ ଦେବାରେ ସହଯୋଗ କରିବ । ଯଦି ଆପଣ ଏଥିରେ ଯୋଗ ଦେବା ନିମନ୍ତେ ଇଛୁକ ତେବେ ତଳେ ଆପଣା ନାମ ଲେଖାନ୍ତୁ ।

ମୂଳ ପ୍ରସଙ୍ଗ (Agenda)ସମ୍ପାଦନ କରନ୍ତୁ

  • ଉଇକିପିଡ଼ିଆ ବାବଦରେ ଆଲୋଚନା/ Introducing Wikipedia
  • ଓଡ଼ିଆ ଉଇକିପିଡ଼ିଆର ଏବେକାର ସ୍ଥିତି/ Current status of Odia Wikipedia
  • ଉଇକିପ୍ରକଳ୍ପ/ WikiProjects
  • ଉଇକିମିଡ଼ିଆର ଅନ୍ୟ ପ୍ରକଳ୍ପମାନ (ଓଡ଼ିଆ ଉଇକିଅଭିଧାନ, ଓଡ଼ିଆ ଉଇକିକଥା, ଆଦି)/Sister projects (Odia Wiktionary, Odia WikiQuote & future projects)
  • ସବୁଯାକ ପ୍ରକଳ୍ପର ଅଧୁନାତନ ସ୍ଥିତି ଓ ଭବିଷ୍ୟତର ପ୍ରକଳ୍ପ/ General status of overall projects and future initiatives
  • ସମ୍ପାଦନା କାଳରେ ଉପୁଜୁଥିବା ଅସୁବିଧାର ସମାଧାନ/ Solving problems faced by participants while editing

ଆୟୋଜନ କରୁଛନ୍ତି (Organizers)ସମ୍ପାଦନ କରନ୍ତୁ

ଭାଗନେଉଛନ୍ତି (Participants)ସମ୍ପାଦନ କରନ୍ତୁ

ଯଦି ଆପଣଙ୍କର ଉଇଜର ନାଆଁଟିଏ ଅଛି ତେବେ କେବଳ " # ~~~ " ଲେଖିଦିଅନ୍ତୁ, ଇଉଜର ନାଆଁ ନଥିଲେ" # ଆପଣଙ୍କ ନାଆଁ" ଲେଖିଦିଅନ୍ତୁ । Add your name as " # ~~~ " if you have an username or else add " # Name"

ନାଆଁ ଲେଖାଇଥିଲେ (Signed up)ସମ୍ପାଦନ କରନ୍ତୁ

  1. ସୁବାସ ଚନ୍ଦ୍ର ରାଉତ
  2. ଶିତିକଣ୍ଠ ଦାଶ

ଏଥିରେ ଭାଗନେଇଥିଲେ (Attendees)ସମ୍ପାଦନ କରନ୍ତୁ

  1. ଆଶୁତୋଷ କର
  2. ମନୋରଞ୍ଜନ ମଲିକ
  3. ସୁବାସ ଚନ୍ଦ୍ର ରାଉତ
  4. ଶିତିକଣ୍ଠ ଦାଶ
  5. ଶ୍ରୀକାନ୍ତ କେଡ଼ିଆ
  6. ମୃତ୍ୟୁଞ୍ଜୟ କର


ଦୀର୍ଘ ଚାରି ମାସର ବ୍ୟବଧାର ପରେ କଟକରେ ଉଇକିମେଳି ଅନୁଷ୍ଠିତ ହେଉଥିବାରୁ ଅଧିକ ସଂଖ୍ୟାରେ ଓକିଆଳି ଓ ଆଗ୍ରହୀ ବ୍ୟକ୍ତି ଯୋଗଦେବେ ବୋଲି ଆଶା କରାଯାଇଥିଲା । ଫେସବୁକ ପୃଷ୍ଠାରେ ମଧ୍ୟ ୨୭ଜଣ ଯୋଗଦେବା ନିମନ୍ତେ ନିଶ୍ଚିତ କରିଥିବା ବେଳେ ଆଉ ୧୬ଜଣ ଯୋଗଦେବାର ସମ୍ଭାବନା ଥିଲା । ଉକିକିମେଳିରେ ସର୍ବମୋଟ ଛଅ ଜଣ ଯୋଗଦେଇଥିଲେ । ଯୋଗଦାନକାରୀଙ୍କ ମଧ୍ୟରୁ ଡାକ୍ତର ସୁବାସ ଚନ୍ଦ୍ର ରାଉତ ଓ ଶ୍ରୀ ଶିତିକଣ୍ଠ ଦାଶ‎ ପ୍ରଥମଥର ନିମନ୍ତେ ଏକ ଉଇକିମେଳିରେ ଯୋଗଦେଇଥିଲେ ।

ଫେସବୁକ (Facebook)ସମ୍ପାଦନ କରନ୍ତୁ

ଟ୍ଵିଟ୍ଟର (Twitter)ସମ୍ପାଦନ କରନ୍ତୁ

ଫଟସବୁ ଉଇକି କମନସ ରେ ବିଭାଗ ସହ ରଖନ୍ତୁ (Please upload to commons and add category) Commons:Category:Cuttack Odia Workshop 2012September2