20°15′21″N 85°49′34″E / 20.255957°N 85.826193°E / 20.255957; 85.826193

‌‌

ଯୋଗଦାନକାରୀ ଉଇକିଆଳିଗଣ

ଭୁବନେଶ୍ୱରରେ ଓଡ଼ିଆ ଉଇକିପିଡ଼ିଆ ପରିବାର, Voluntary Health Association of India ର କର୍ମଚାରୀମାନଙ୍କ ମଧ୍ୟରେ ଓଡ଼ିଆ ଉଇକିପିଡ଼ିଆରେ ଯୋଗଦାନ ନିମନ୍ତେ ଏକ କର୍ମଶାଳା ଆୟୋଜିତ ହବାକୁ ଯାଉଛି। ଏହା ୦୮ ଜୁଲାଇ ୨୦୧୩ (ସୋମବାର) ଦିନ ଘ୧୧.୦୦ମି "Arambha ,Flat No. 204, III Floor, Royal Residency, Forest Park, Bhubaneswar, 751009' ଠାରେ ଅନୁଷ୍ଠିତ ହବାକୁ ଯାଉଛି।

କର୍ମଶାଳାର ବିଷୟବସ୍ତୁ ସମ୍ପାଦନା

  • ଓଡିଆ ଉଇକିପଡ଼ିଆରେ ସାଧାରଣ ସମ୍ପାଦନା
  • ଉଇକିପିଡ଼ିଆର ଉପ‌ଯୋଗୀତା ତ‌ଥା ଔଷଧ ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ ଏହାର ବ୍ୟବ‌ହାର
  • ଭବିଷ୍ୟତ ରେ ଉକ୍ତ ଅନୁଷ୍ଠାନ ରେ ପ୍ରତି ମାସ ରେ ଗୋଟିଏ କର୍ମଶାଳା କରିବା ପ୍ରସ୍ତାବ

ସମ୍ଭାବ୍ୟ ଯୋଗଦାନ‌କାରୀ ଉଇକିଆଳି ସମ୍ପାଦନା

ତଳେ ନିଜ ନାମ # [[ବ୍ୟବହାରକାରୀ:ଇଉଜର ନେମ|ପ୍ରକୃତ ନାମ]] ଫରମାଟରେ ଲେଖନ୍ତୁ

  1. ସୁବାସ ଚନ୍ଦ୍ର ରାଉତ
  2. ଶିତିକଣ୍ଠ ଦାଶ
  3. ଦୀପ୍ତିମାନ ପାଣିଗ୍ରାହୀ
  4. ସୁଭାସିସ ପାଣିଗ୍ରାହୀ

ଫଟୋ (Photos) ସମ୍ପାଦନା

 
ସମ୍ପାଦନାରତ ଉଇକିଆଳିଗଣ

ଫଟୋସବୁ ଉଇକି କମନ୍ସରେ ଶ୍ରେଣୀ ସହ ରଖନ୍ତୁ (Please upload to commons and add category) Commons:Category:Bhubaneswar Odia Workshop 2013July08

‌‌