ଉଇକିପିଡ଼ିଆ ମେଳଣ ଦେଇ ଆମେ ଓଡ଼ିଆ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚେଇବାର ଚେଷ୍ଟା କରିଥାଉ, ଓଡ଼ିଆ ଉଇକିପିଡ଼ିଆ ଉପରେ ନାନା ଆଲୋଚନା କରିଥାଉ ଓ ଆଗକୁ ବଢାଇବାର ବାଟ ତିଆରି କରିଥାଉ । ଯଦି ଆପଣ ଦିଲ୍ଲୀ ରେ ଓଡ଼ିଆ ଉଇକିପିଡ଼ିଆ ଓ ବାକି ଉଇକିମିଡ଼ିଆ ପ୍ରକଳ୍ପସବୁର ବିକାଶ ପାଇଁ ଇଛୁକ ତେବେ ଏଥିରେ ଭାଗ ନିଅନ୍ତୁ ।

ଜନସଚେତନତାସମ୍ପାଦନ କରନ୍ତୁ

ଅଧିକରୁ ଅଧିକ ଲୋକଙ୍କୁ ଭେଟି ସେହି ଆଗ୍ରହୀ ଲୋକଙ୍କ ପାଖରେ ଏଇ କଥାଟିକୁ ସଭିଙ୍କ ପାଖରେ ପହଞ୍ଚାନ୍ତୁ, ଯେଉଁ ଉଇକିଆଳିମାନେ ଦିଲ୍ଲୀରେ ହେଉଥିବା କର୍ମଶାଳା, ଓଡ଼ିଶାରେ ଥିବା ଉଇକିଆଳି, WikiProject India, ଓଡିଶା ଉଇକି ପ୍ରକଳ୍ପରେ, ଭାଗ ନେବାକୁ ଚାହାନ୍ତି ସେମାନେ ଦିଲ୍ଲୀର ଆଲୋଚନାରେ ନାଆଁ ଲେଖାଇ ପାରିବେ ।

ମେଲ ତାଲିକାସମ୍ପାଦନ କରନ୍ତୁ

ଯଦି ଆପଣ ଆଗ୍ରହୀ ତେବେ ଏହି ମେଲ ତାଲିକାରେ ଯୋଗ ଦିଅନ୍ତୁ https://lists.wikimedia.org/mailman/listinfo/wikipedia-or

ଆଗକୁ ହେବାକୁ ଥିବା ମେଳଣସମ୍ପାଦନ କରନ୍ତୁ

କେମିତି କରିବେ ଓଡ଼ିଆ ଉଇକିପିଡ଼ିଆ ମେଳଣସମ୍ପାଦନ କରନ୍ତୁ

 
ଓଡ଼ିଆ ଉଇକି ପ୍ରକଳ୍ପ ଶିକ୍ଷଣ

ଓଡ଼ିଆ ଉଇକିପିଡ଼ିଆ ମେଳଣସବୁ ସ୍ଵେଚ୍ଛାସେବୀ ମାନଙ୍କ ଦେଇ କରାଯାଇଥାଏ । ଯଦି ଆପଣ ଆଗ୍ରହୀ ତେବେ ନିଜ ଜାଗାରେ ବି ଏହା କରିପାରିବେ ।

ଏଠାରେ ଓଡ଼ିଆ ଉଇକି କର୍ମଶାଳାରେ ଉଇକି ବିଷୟରେ ବୁଝାଇବା ପାଇଁ PDF ଟିଏ ରଖାଯାଇଛି ଯାହା ଆପଣ ଡାଉନଲୋଡ଼ କରି ବ୍ୟବହାର କରିପାରିବେ ।

ଆଗରୁ ହୋଇଥିବା ମେଳଣସମ୍ପାଦନ କରନ୍ତୁ

ଯଦି ଆଗକୁ ହେବାକୁ ଥିବା ମେଳଣରେ ଭାଗନେବାକୁ ଚାହାନ୍ତି ତେବେ ଏଠାରେ ନିଜର ଇଉଜର ନାଆଁ ଲେଖନ୍ତୁ, ଆସନ୍ତା ମେଳଣ ଆଗରୁ ଆପଣଙ୍କୁ ଜଣାଇଦିଆଯିବ