20°27′31″N 85°52′01″E / 20.45858°N 85.866888°E / 20.45858; 85.866888

Odia wikipedia 8 birthday.png


ଓଡ଼ିଆ ଉଇକିପିଡ଼ିଆ. ଏକ ଅନଲାଇନ ଜ୍ଞାନକୋଷ, ଯାହା ସଭିଏଁ ସମ୍ପାଦନା କରିପାରିବେ


ଓଡ଼ିଆ ଉଇକିପିଡ଼ିଆ ୨୦୦୨ ମସିହାରେ ଆରମ୍ଭ ହୋଇଥିଲା ଓ ଏଥିରେ ପ୍ରଥମ ସମ୍ପାଦନା ୨୦୦୪ ମସିହା ଜାନୁଆରୀ ୨୯ ରେ ହୋଇଥିଲା । ଏହି ପ୍ରଥମ ସମ୍ପାଦନାର ଦିନରେ ୨୦୧୨ ମସିହା ଠାରୁ ଓଡ଼ିଆ ଉଇକିପିଡ଼ିଆର ଜନ୍ମତିଥି ଭାବରେ ପାଳନ କରିବାର ଯୋଜନା କରାଯାଉଛି ଯାହା ଓଡ଼ିଆ ଉଇକିଆଳିଗଣ ଦେଶ ବିଦେଶରେ ପାଳନ କରିବେ ।

୨୯ ଜାନୁଆରୀ, ୨୦୧୨
» କଟକ      » ଦିଲ୍ଲୀ      » ବେଙ୍ଗାଳୁରୁ


ଉପକ୍ରମସମ୍ପାଦନ କରନ୍ତୁ

ଏହି ଉଇକିପିଡ଼ିଆ ମେଳଣଟି କଟକ ଠାରେ ଓଡ଼ିଆ ଉଇକିପିଡ଼ିଆର ୮ମ ଜନ୍ମତିଥି ପାଳନ ନିମନ୍ତେ ଦେଶବ୍ୟାପୀ କରାଯାଉଥିବା ଉତ୍ସବର ଏକ ଭାଗ ଓ କଟକ ଠାରେ ପାଳନ ହେବ । ଏହି ମେଳଣଟି ଯାହା ସାଧାରଣ ଲୋକଙ୍କୁ ଓଡ଼ିଆ ଉଇକିପିଡ଼ିଆ ଓ ଉଇକିମିଡ଼ିଆ ବାବଦରେ ଆଲୋଚନା, ଜନସଚେତନତା ଓ ଏହା ସପକ୍ଷରେ ଯୁକ୍ତିକରିବା ନିମନ୍ତେ କରାଯାଉଅଛି ।

ମେଳଣ ଆଗରୁ କିଛି ଆଲୋଚନା ଆଲୋଚନା ପୃଷ୍ଠାରେ କରିବାକୁ ଅନୁରୋଧ ।

ଜାଗା ଓ ଠିକଣା ( Venue and Date )ସମ୍ପାଦନ କରନ୍ତୁ

ତାରିଖ: : ରବିବାର, ୨୦୧୨-ଜାନୁଆରୀ-୨୯ ସକାଳ ୧୦:୦୦ ଟା IST
ସ୍ଥାନ :
ଇମେଜ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ
ଆଇ ଆଇ ଟି ଏମ କ୍ୟାମ୍ପସ,
ଉପର ତେଲେଙ୍ଗା ବଜାର (ନଈ ପାଖ),
ପୁରୀଘାଟ ପୋଲିସ ଥାନା ପାଖ,
କଟକ-୭୫୩ ୦୦୨, ଓଡ଼ିଶା, ଭାରତ

Date: : Sunday, 2012-January-15 10:00 AM IST

Venue:
Image Institute of Technology & Management
IITM Campus,
Upper Telenga Bazar(River Side),
Near Purighat Police Station,
Cuttack-753 002, Odisha, India

କେଉଁ ମାନେ ଭାଗ ନେଇପାରିବେ (Who can participate)ସମ୍ପାଦନ କରନ୍ତୁ

ଉଇକିପିଡ଼ିଆ ବାବଦରେ ଜାଣିବାକୁ ଚାହୁଁଥିବା କେହି ବି (ବ୍ୟବହାରକାରୀ, ସମ୍ପାଦକ/ଦାତା ବା ଜାଣିବାକୁ ଇଛୁକ) ଯେ କଟକ ବା ପାଖାଆଖ ସ୍ଥାନରେ ରହୁଛନ୍ତି ଏଠାକୁ ଆସି ଏହି ମେଳଣରେ ଯୋଗଦାନ କରିପାରିବେ । ଆହୁରି ମଧ୍ୟ ଆମେ ନୂଆମାନଙ୍କୁ ଏଠାକୁ ଆସିବାକୁ ନିବେଦନ କରୁଛୁ ଯାହା ସେମାନଙ୍କୁ ପଟୁ ଉଇକିଆଳିଙ୍କ ସହ ଯୋଗ ଦେବାରେ ସହଯୋଗ କରିବ । ଯଦି ଆପଣ ଏଥିରେ ଯୋଗ ଦେବା ନିମନ୍ତେ ଇଛୁକ ତେବେ ତଳେ ଆପଣା ନାମ ଲେଖାନ୍ତୁ ।

ମୂଳ ପ୍ରସଙ୍ଗ (Agenda)ସମ୍ପାଦନ କରନ୍ତୁ

ଓଡ଼ିଆରେସମ୍ପାଦନ କରନ୍ତୁ

In Englishସମ୍ପାଦନ କରନ୍ତୁ

  • Introducing Wikipedia
  • Celebrating Odia Wikipedia's 8th birthday!, nationawide celebration in (Cuttack, Delhi and Bangalore)
  • Demonstration of How to edit Wikipedia.
  • Current status of Odia Wikipedia and WikiProjects

ଆୟୋଜନ କରୁଛନ୍ତି (Organizers)ସମ୍ପାଦନ କରନ୍ତୁ

  1. ଶ୍ରୀକାନ୍ତ କେଡିଆ
  2. ମୃତ୍ୟୁଞ୍ଜୟ କର
  3. ଜ୍ଞାନରଞ୍ଜନ ସାହୁ
  4. କମଳାକାନ୍ତ ନାୟକ
  5. କୃପାସିନ୍ଧୁ ମୁଦୁଲି

ପ୍ରେସ ବିଜ୍ଞପ୍ତିସମ୍ପାଦନ କରନ୍ତୁ

ସବିଶେଷ ଏଠାରେ ପଢ଼ନ୍ତୁ

ପାଳନ ଆଗର ଖବରସମ୍ପାଦନ କରନ୍ତୁ

  1. Odisha: Odia Wikipedia celebrating its 8th birthday. OrissaDiary.com
  2. Odia Wikipedia celebrating its 8th birthday. eindiadiary.com. 25 Jan 2012
  3. Odia Wikipedia celebrating its 8th birthday. Fullorissa.com. 26 January 2012
  4. Wikipedia’s Odia Section Celebrated Its Eighth Year. January 26, 2012
    1. Odia Wikipedia celebrating its 8th birthday at Delhi on Thursday. Odisha360.com Gallery. January 26, 2012
  5. Odia Wikipedia celebrating its 8th birthday!!. Orissabarta.com. Krupasindhu Muduli. Cuttack. 26 Jan 2012

ଭାଗନେଉଛନ୍ତି (Participants)ସମ୍ପାଦନ କରନ୍ତୁ

ଯଦି ଆପଣଙ୍କର ଉଇଜର ନାଆଁଟିଏ ଅଛି ତେବେ କେବଳ " # ~~~ " ଲେଖିଦିଅନ୍ତୁ, ଇଉଜର ନାଆଁ ନଥିଲେ" # ଆପଣଙ୍କ ନାଆଁ" ଲେଖିଦିଅନ୍ତୁ । Add your name as " # ~~~ " if you have an username or else add " # Name"

ନାଆଁ ଲେଖାଇଥିଲେ (Signed up)ସମ୍ପାଦନ କରନ୍ତୁ

  1. ରଞ୍ଜନ୍ କୁମର୍ ବେହେରା

ଏଥିରେ ଭାଗନେଇଥିଲେ (Attendees)ସମ୍ପାଦନ କରନ୍ତୁ


ଶୁଭେଚ୍ଛା (Best wishes)ସମ୍ପାଦନ କରନ୍ତୁ

  1. ସୁଭାସିସପାଣିଗାହିମୋତେ କହିବେ କିଛି?
  2. -- ଅηsuмaη Talk
  3. Sourav Mohanty (talk) ୧୩:୨୧, ୨୬ ଜାନୁଆରୀ ୨୦୧୨ (UTC)
  4. ରଞ୍ଜନ୍ କୁମର୍ ବେହେରା
  5. ଜ୍ଞାନରଞ୍ଜନ ସାହୁ (talk)

ବିବରଣୀସମ୍ପାଦନ କରନ୍ତୁ

ଖବରରେ (In News)ସମ୍ପାଦନ କରନ୍ତୁ

ଫେସବୁକ (Facebook)ସମ୍ପାଦନ କରନ୍ତୁ

ଟୁଇଟର (Twitter)ସମ୍ପାଦନ କରନ୍ତୁ

ଫଟୋ (Photos)ସମ୍ପାଦନ କରନ୍ତୁ

ଫଟସବୁ ଉଇକି କମନସ ରେ ବିଭାଗ ସହ ରଖନ୍ତୁ (Please upload to commons and add category) Commons:Category:Cuttack Odia Workshop 2012Jan29