ଉଇକିପିଡ଼ିଆ:କର୍ମଶାଳା/କଟକ/୪
୮ମ ଉଇକି ମେଳଣ ଘୋଷଣା କରାଗଲା
୧୦.୦୦ ସକାଳ. ୬ ଡିସେମ୍ବର ୨୦୧୫, ରବିବାର
ସାରକଥା ସମ୍ପାଦନ କରନ୍ତୁ
ଏହି ଉଇକିପିଡ଼ିଆ ମେଳଣଟି ସେକେଣ୍ଡାରି ବୋର୍ଡ଼ ହାଇସ୍କୁଲ, କଟକରେ ସ୍କୁଲ ପିଲାମାନଙ୍କ ପାଇଁ ଏକ ଉଇକି କର୍ମଶାଳା ଯାହା ସେମାନଙ୍କୁ ଉଇକିପିଡ଼ିଆ ବାବଦରେ ଅଧିକ ଜାଣିବାରେ ଓ ସେଥିରେ ପ୍ରସଙ୍ଗମାନ ସମ୍ପାଦନା କରିବାରେ ଆଗଭର କରାଇବ ।
ମେଳଣ ଆଗରୁ କିଛି ଆଲୋଚନା ଆଲୋଚନା ପୃଷ୍ଠା କରିବାକୁ ଅନୁରୋଧ ।
ଜାଗା ଓ ଠିକଣା ( Venue and Date ) ସମ୍ପାଦନ କରନ୍ତୁ
ତାରିଖ: : ଶନିବାର, ୨୦୧୨-ଜାନୁଆରୀ-୨୧ ସକାଳ ୦୯:୩୦ ଭାରତୀୟ ମାନକ ସମୟ
ସେକେଣ୍ଡାରି ବୋର୍ଡ଼ ହାଇସ୍କୁଲ
ସ୍ଥାନ :
ବଜ୍ରକବାଟି ରୋଡ଼,
କଟକ-୭୫୩ ୦୦୧, ଓଡ଼ିଶା, ଭାରତ
Date: : Saturday, 2012-January-21 09:30 AM IST
Venue:
Secondary Board High School,
Bajrakabati Road,
Cuttack-753 001, Odisha, India
କେଉଁ ମାନେ ଭାଗ ନେଇପାରିବେ (Who can participate) ସମ୍ପାଦନ କରନ୍ତୁ
ଉଇକିପିଡ଼ିଆ ବାବଦରେ ଜାଣିବାକୁ ଚାହୁଁଥିବା କେହି ବି (ବ୍ୟବହାରକାରୀ, ସମ୍ପାଦକ/ଦାତା ବା ଜାଣିବାକୁ ଇଛୁକ) ଯେ କଟକ ବା ପାଖାଆଖ ସ୍ଥାନରେ ରହୁଛନ୍ତି ଏଠାକୁ ଆସି ଏହି ମେଳଣରେ ଯୋଗଦାନ କରିପାରିବେ । ଆହୁରି ମଧ୍ୟ ଆମେ ନୂଆମାନଙ୍କୁ ଏଠାକୁ ଆସିବାକୁ ନିବେଦନ କରୁଛୁ ଯାହା ସେମାନଙ୍କୁ ପଟୁ ଉଇକିଆଳିଙ୍କ ସହ ଯୋଗ ଦେବାରେ ସହଯୋଗ କରିବ । ଯଦି ଆପଣ ଏଥିରେ ଯୋଗ ଦେବା ନିମନ୍ତେ ଇଛୁକ ତେବେ ତଳେ ଆପଣା ନାମ ଲେଖାନ୍ତୁ ।
ମୂଳ ପ୍ରସଙ୍ଗ (Agenda) ସମ୍ପାଦନ କରନ୍ତୁ
ଓଡ଼ିଆରେ ସମ୍ପାଦନ କରନ୍ତୁ
- ଓଡ଼ିଆ ଉଇକିପିଡ଼ିଆର ସଂକ୍ଷିପ୍ତ ବିବରଣୀ
- ଉଇକିପିଡ଼ିଆରେ କେମିତି ସମ୍ପାଦନା କରିବେ
- ବାକି ଉଇକି ପ୍ରକଳ୍ପ (ଉଇକିଅଭିଧାନ, ଉଇକିକଥା, ଉଇକିପାଠାଗାର)
In English ସମ୍ପାଦନ କରନ୍ତୁ
- Short description of Odia Wikipedia
- Editing session of: How to edit Wikipedia
- Wikipedia sister projects (Wiktinary, WikiQuote, WikiSource, etc)
ଆୟୋଜନ କରୁଛନ୍ତି (Organizers) ସମ୍ପାଦନ କରନ୍ତୁ
ଭାଗନେଉଛନ୍ତି (Participants) ସମ୍ପାଦନ କରନ୍ତୁ
ଯଦି ଆପଣଙ୍କର ବ୍ୟବହାରକାରୀ ନାମଟିଏ ଅଛି ତେବେ କେବଳ " # ~~~ " ଲେଖିଦିଅନ୍ତୁ, ଇଉଜର ନାଆଁ ନଥିଲେ" # ଆପଣଙ୍କ ନାଆଁ" ଲେଖିଦିଅନ୍ତୁ । Add your name as " # ~~~ " if you have an username or else add " # Name"
ନାଆଁ ଲେଖାଇଥିଲେ (Signed up) ସମ୍ପାଦନ କରନ୍ତୁ
ଏଥିରେ ଭାଗନେଇଥିଲେ (Attendees) ସମ୍ପାଦନ କରନ୍ତୁ
ଶୁଭେଚ୍ଛା (Best wishes) ସମ୍ପାଦନ କରନ୍ତୁ
ବିବରଣୀ ସମ୍ପାଦନ କରନ୍ତୁ
ଖବରରେ (In News) ସମ୍ପାଦନ କରନ୍ତୁ
ଫେସବୁକ (Facebook) ସମ୍ପାଦନ କରନ୍ତୁ
- ଏହିସବୁ କଥାର ତାଜାଖବର ଫେସବୁକରେ/ Find the updates in facebook at ଫେସବୁକରେ ତାଜା ଖବର
ଟୁଇଟର (Twitter) ସମ୍ପାଦନ କରନ୍ତୁ
- Tweet with #WPMCTCSB1 twitter hashtag ଟୁଇଟରରେ ଏହି କରମଶାଳାର କଥାସବୁ ଖୋଜନ୍ତୁ (Search in Twitter for all the updates)
ଫଟୋ (Photos) ସମ୍ପାଦନ କରନ୍ତୁ
-
computer lab awaiting students @ WikiAcademy SBHS, Cuttack , 21st Jan 2012
-
Introduction to wiki
-
Introduction to wiki
-
Introduction to wiki
-
Excited Students
-
Smiling faces
-
Serious faces too
-
Jyoti, Srikant & Kamalakant explaining the technical session
-
Students attending WikiAcademy SBHS, Cuttack , 21st Jan 2012
-
Students attending WikiAcademy SBHS, Cuttack , 21st Jan 2012
-
Students attending WikiAcademy SBHS, Cuttack , 21st Jan 2012
-
Students attending WikiAcademy SBHS, Cuttack , 21st Jan 2012