ଉଇକିପିଡ଼ିଆ:କର୍ମଶାଳା/ପୁରୀ/ପୁରୀ୨
୨ୟ ଉଇକି ମେଳଣ ଘୋଷଣା କରାଗଲା
୩ଟା. ୧ ମେ ୨୦୧୬, ରବିବାର
ସାରକଥା ସମ୍ପାଦନ କରନ୍ତୁ
ଏହି ଉଇକିପିଡ଼ିଆ ମେଳଣଟି ଉଇକିଆଳି(ସମ୍ପାଦକ ଓ ବ୍ୟବହାରକାରୀ)ମାନଙ୍କର ମେଳଣ ଯାହା ସାଧାରଣ ଲୋକଙ୍କୁ ଉଇକିପିଡ଼ିଆ ଓ ଉଇକିମିଡ଼ିଆ ବାବଦରେ ଆଲୋଚନା, ଜନସଚେତନତା ଓ ଏହା ସପକ୍ଷରେ ଯୁକ୍ତିକରିବା ନିମନ୍ତେ କରାଯାଇଥାଏ ।
ଜାଗା ଓ ଠିକଣା ( Venue and Date ) ସମ୍ପାଦନ କରନ୍ତୁ
ତାରିଖ: : ରବିବାର, ୧-ମେ-୨୦୧୬ ସକାଳ ୦୩:୦୦ ଟା IST
ସ୍ଥାନ :
Hotel Nayak Plaza
Date: : Sunday, 1-May-2016 15:00 PM IST
କେଉଁ ମାନେ ଭାଗ ନେଇପାରିବେ (Who can participate) ସମ୍ପାଦନ କରନ୍ତୁ
ଉଇକିପିଡ଼ିଆ ବାବଦରେ ଜାଣିବାକୁ ଚାହୁଁଥିବା କେହି ବି (ବ୍ୟବହାରକାରୀ, ସମ୍ପାଦକ/ଦାତା ବା ଜାଣିବାକୁ ଇଛୁକ) ଯେ ପୁରୀ ବା ପାଖାଆଖ ସ୍ଥାନରେ ରହୁଛନ୍ତି ଏଠାକୁ ଆସି ଏହି ମେଳଣରେ ଯୋଗଦାନ କରିପାରିବେ ।ଆହୁରି ମଧ୍ୟ ଆମେ ନୂଆମାନଙ୍କୁ ଏଠାକୁ ଆସିବାକୁ ନିବେଦନ କରୁଛୁ ଯାହା ସେମାନଙ୍କ ପକ୍ଷରୁ ଉଇକିଆଳିଙ୍କ ସହ ଯୋଗ ଦେବାରେ ସହଯୋଗ କରିବ । ଯଦି ଆପଣ ଏଥିରେ ଯୋଗ ଦେବା ନିମନ୍ତେ ଇଛୁକ ତେବେ ତଳେ ଆପଣା ନାମ ଲେଖାନ୍ତୁ ।
ମୂଳ ପ୍ରସଙ୍ଗ (Agenda) ସମ୍ପାଦନ କରନ୍ତୁ
ଓଡ଼ିଆରେ ସମ୍ପାଦନ କରନ୍ତୁ
- ଉଇକିପିଡ଼ିଆ ବାବଦରେ ଆଲୋଚନା/ Introducing Wikipedia
- ଓଡ଼ିଆ ଉଇକିପିଡ଼ିଆର ଏବେକାର ସ୍ଥିତି/ Current status of Odia Wikipedia
- ଉଇକିପ୍ରକଳ୍ପ/ WikiProjects
- ଉଇକିମିଡ଼ିଆର ଅନ୍ୟ ପ୍ରକଳ୍ପମାନ (ଓଡ଼ିଆ ଉଇକିଅଭିଧାନ, ଓଡ଼ିଆ ଉଇକିକଥା, ଆଦି)/Sister projects (Odia Wiktionary, Odia WikiQuote & future projects)
- ସବୁଯାକ ପ୍ରକଳ୍ପର ଅଧୁନାତନ ସ୍ଥିତି ଓ ଭବିଷ୍ୟତର ପ୍ରକଳ୍ପ/ General status of overall projects and future initiatives
- ସମ୍ପାଦନା କାଳରେ ଉପୁଜୁଥିବା ଅସୁବିଧାର ସମାଧାନ/ Solving problems faced by participants while editing
ଆୟୋଜନ କରୁଛନ୍ତି (Organizers) ସମ୍ପାଦନ କରନ୍ତୁ
ଶୁଭେଚ୍ଛା (Best wishes) ସମ୍ପାଦନ କରନ୍ତୁ
ଟ୍ଵିଟ୍ଟର (Twitter) ସମ୍ପାଦନ କରନ୍ତୁ
- Tweet with #WikiAtPuri twitter hashtag ଟୁଇଟରରେ ଏହି କରମଶାଳାର କଥାସବୁ ଖୋଜନ୍ତୁ (Search in Twitter for all the updates)