ଉଇକିପିଡ଼ିଆ:କର୍ମଶାଳା/କିସ/୨

ନ‌ଥିକରଣର ଉପଯୋଗୀତା ଉପରେ ଏକ ପ୍ରେଜେଣ୍ଟେସନ

ଭୁବନେଶ୍ୱରସ୍ଥିତ ଆଦିବାସୀ ଆବାସିକ ଅନୁଷ୍ଠାନ KISS (କଳିଙ୍ଗ ଇନଷ୍ଟିଚୁଟ ଅଫ ସୋସିଆଲ ସାଇସେନ୍ସ)ଠାରେ ଏଠାକାର ଶିକ୍ଷକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ଆଦିବାସୀମାନଙ୍କର ଭାଷା, ଚଳଣି ଓ ଜନ‌ଜୀବନ ବାବଦରେ ଅନେକ ଗବେଷଣାଭିତ୍ତିକ ପ୍ରସଙ୍ଗ ଏକାଧିକ ଭାଷାରେ ଲେଖିବାର ଏକ ପ୍ରକଳ୍ପ ଆରମ୍ଭ କରାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ନ‌ଥିକରଣ ତିନୋଟି ଭାଷାରେ (ଓଡ଼ିଆ, ଇଂରାଜୀ ଓ ହିନ୍ଦୀ)ରେ କରାଯାଇ KISS ୱେବସାଇଟରେ ଉପଲବ୍ଧ କରାଯିବ । ଏହି ପ୍ରସଙ୍ଗସମୂହ ଜ୍ଞାନ‌କୋଷ ପରିସରରେ ଥିବାରୁ ଏସବୁକୁ ଉଇକିକରଣ କରି ଉଇକିପିଡ଼ିଆର ପ୍ରସଙ୍ଗସବୁକୁ ସମୃଦ୍ଧ କରିବା ନିମନ୍ତେ ଏହି ଏହି କର୍ମଶାଳାର ଆୟୋଜନ କରାଯାଇଛି । ନ‌ଭେମ୍ବର ୧୪ (ଗୁରବାର‌) ଦିନ ସକାଳ ୧୧:୦୦ ରେ ଅନୁଷ୍ଠିତ ହୋଇ ଥିବା ପ୍ରଥମ କର୍ମଶାଳାରେ ଯୋଗଦେଇଥିବା ଶିକ୍ଷକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏହା ଏକ ଉନ୍ନତ କର୍ମଶାଳା । ଏଥିରେ ସେମାନଙ୍କୁ ଦିଆଯାଇଥିବା ପ୍ରସଙ୍ଗଗୁଡ଼ିକୁ ସେମାନେ ସମ୍ପାଦନା କରି ସେଥିରେ ଅଧିକ ତ‌ଥ୍ୟ ଯୋଡ଼ି ତାହାକୁ ଉନ୍ନ୍ତ କରିବେ । ସମ୍ପାଦନା ପରେ ଆଗାମୀ ଯୋଜନା ବଆବଦରେ ଆଲୋଚନା କରାଯିବ ।

ଏଥିରେ କଣ କଣ ଶିଖିବାକୁ ମିଳିବ?ସମ୍ପାଦନ କରନ୍ତୁ

  • ଓଡ଼ିଆରେ ଟାଇପିଂ
  • ଓଡ଼ିଆ ଉଇକିପିଡ଼ିଆରେ. ସମ୍ପାଦନା
  • ଆଗାମୀ ଯୋଜନା

ସ୍ଥାନ ଓ ସମୟସମ୍ପାଦନ କରନ୍ତୁ

KISS (କଳିଙ୍ଗ ଇନଷ୍ଟିଚୁଟ ଅଫ ସୋସିଆଲ ସାଇସେନ୍ସ), ଭୁବନେଶ୍ୱର
ଜାନୁଆରି ୧୦ (ଶୁକ୍ରବାର‌), ସକାଳ ୦୯:୦୦

ଏହି କର୍ମଶାଳାରେ ଭାଗ ନେଉଥିବା ଉଇକିଆଳିଗଣସମ୍ପାଦନ କରନ୍ତୁ

  1. --ସୁଭାସିସ ପାଣିଗାହି (ମୋ ସାଙ୍ଗେ କ‌ଥାବାର୍ତ୍ତା)

ଅନୁଷ୍ଠାନର ଶିକ୍ଷକ ଓ ଛାତ୍ରଛାତ୍ରୀଗଣସମ୍ପାଦନ କରନ୍ତୁ

 
ଓଡ଼ିଆ ଉଇକିପିଡ଼ିଆରେ ସମ୍ପାଦନାରତ ଅନୁଷ୍ଠାନର ଶିକ୍ଷକ ଓ ଛାତ୍ରଛାତ୍ରୀଗଣ

କାମ ବିତରଣସମ୍ପାଦନ କରନ୍ତୁ

ନଭେମ୍ବର ମାସର କର୍ମଶାଳାରେ ଭାଗନେଇଥିବା ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ୧୧ଟି ଛୋଟ ଛୋଟ ଦଳରେ ଭାଗ କରାଯାଇଥିଲା । ପ୍ରତିଟି ଦଳ ଏକ ପ୍ରସଙ୍ଗ ଉପରେ ମିଳିତ କାମ ଆରମ୍ଭ କରିବେ । ତଳେ ପ୍ରସଙ୍ଗର ନାମ ଓ ଶିକ୍ଷକ ତ‌ଥା ଛାତ୍ରଛାତ୍ରୀଙ୍କ ନାମ ଦିଆଗଲା । ଆଜିର କର୍ମଶାଳାର ସମସ୍ତ ଅଂଶଗ୍ରହଣକାରୀ ନିଜ ନିଜର ପ୍ରସଙ୍ଗରେ କିଛି ଲେଖା ଆରମ୍ଭ କରିଛନ୍ତି । ଏହି କର୍ମଶାଳାରେ ସେମାନେ ଏହି ଲେଖାଗୁଡ଼ିକ ସମୂର୍ଣ୍ଣ କରିବେ ।

କ୍ର.ନଂ. ପ୍ରସଙ୍ଗ ନାମ ଶିକ୍ଷକଙ୍କ ନାମ ଶିକ୍ଷକଙ୍କ ନାମ ଛାତ୍ର/ଛାତ୍ରୀଙ୍କ ନାମ ଛାତ୍ର/ଛାତ୍ରୀଙ୍କ ନାମ
ସାନ୍ତାଳୀ ଲୋକସଂସ୍କୃତି ମହତ ଶତପ‌ଥୀ ରୁକ୍ମଣ ବରିହା ସମ୍ବାରୀ ମୁର୍ମୁ
ହୋ ପରବ ତରଣୀସେନ ସାମଡ
ହୋ ଜନ‌ଜାତିର ପର୍ବପର୍ବାଣୀ ଦୀପ୍ତିରଞ୍ଜନ ବେହେରା ସୂର୍ଯ୍ୟମଣି ସଏ ତରଣୀସେନ ସାମଡ
ହୋ ଜନ‌ଜାତିର ବିବାହ ପ୍ରଥା‎ ସୌମିତ୍ରୀ ସାମନ୍ତରାୟ ଜଗଦୀଶ କୁମାର ସିଂ
ଲାଞ୍ଜିଆ ସଉରା ଜନ‌ଜାତିର ଘର‎ ପ୍ରୀତିନନ୍ଦା ରାୟ ସୁବାସ ଚନ୍ଦ୍ର ସାମଲ ଗିରିଜା ଶଙ୍କର ମଲିକ
ସାନ୍ତାଳୀ ପର୍ବପର୍ବାଣୀ ସାଇ ବିଶ୍ୱନାଥ ତ୍ରିପାଠୀ ପ୍ରିୟମ୍ବଦା ସ୍ୱାଇଁ କାପୁରା ସୋରେନ
ସାନ୍ତାଳୀ ସଙ୍ଗୀତ ନୀଳିମା ସାମନ୍ତ ସୁଜ୍ଞାନୀ ରଥ ବାସୁଦେବ ମାରାଣ୍ଡି
ସାନ୍ତାଳୀ ଜନ ଜାତିର ଜୀବନ ଜୀବିକା ଶୁଭଲକ୍ଷ୍ମୀ ମହାନ୍ତି କ୍ରିଷ୍ଣା ସୋରେନ(ଭୁଲ ବ୍ୟବହାରକାରୀ ନାମ) ମହେନ୍ଦ୍ର ବେଶ୍ରା
ମୁଣ୍ଡା ଜନ‌ଜାତି ସରୋଜିନୀ ସିଂ

ଫଟୋସବୁ ଉଇକି କମନ୍ସରେ ଏହି ଶ୍ରେଣୀରେ ଅଛି ।