28°32′55″N 77°12′22″E / 28.548508°N 77.206011°E / 28.548508; 77.206011


ଓଡ଼ିଆ ଉଇକିପିଡ଼ିଆ. ଏକ ଅନଲାଇନ ଜ୍ଞାନକୋଷ, ଯାହା ସଭିଏଁ ସମ୍ପାଦନା କରିପାରିବେ


ଓଡ଼ିଆ ଉଇକିପିଡ଼ିଆ ୨୦୦୨ ମସିହାରେ ଆରମ୍ଭ ହୋଇଥିଲା ଓ ଏଥିରେ ପ୍ରଥମ ସମ୍ପାଦନା ୨୦୦୪ ମସିହା ଜାନୁଆରୀ ୨୯ ରେ ହୋଇଥିଲା । ଏହି ପ୍ରଥମ ସମ୍ପାଦନାର ଦିନରେ ୨୦୧୨ ମସିହା ଠାରୁ ଓଡ଼ିଆ ଉଇକିପିଡ଼ିଆର ଜନ୍ମତିଥି ଭାବରେ ପାଳନ କରିବାର ଯୋଜନା କରାଯାଉଛି ଯାହା ଓଡ଼ିଆ ଉଇକିଆଳିଗଣ ଦେଶ ବିଦେଶରେ ପାଳନ କରିବେ ।

୨୯ ଜାନୁଆରୀ, ୨୦୧୨
» କଟକ      » ଦିଲ୍ଲୀ      » ବେଙ୍ଗାଳୁରୁ


ଏହି ଉଇକିପିଡ଼ିଆ ମେଳଣଟି ଦିଲ୍ଲୀ ଠାରେ ଓଡ଼ିଆ ଉଇକିପିଡ଼ିଆର ୮ମ ଜନ୍ମତିଥି ପାଳନ ନିମନ୍ତେ ଦେଶବ୍ୟାପୀ କରାଯାଉଥିବା ଉତ୍ସବର ଏକ ଭାଗ ଓ ଦିଲ୍ଲୀ ଠାରେ ପାଳନ ହେବ । ଏହି ମେଳଣଟି ଯାହା ସାଧାରଣ ଲୋକଙ୍କୁ ଓଡ଼ିଆ ଉଇକିପିଡ଼ିଆ ଓ ଉଇକିମିଡ଼ିଆ ବାବଦରେ ଆଲୋଚନା, ଜନସଚେତନତା ଓ ଏହା ସପକ୍ଷରେ ଯୁକ୍ତିକରିବା ନିମନ୍ତେ କରାଯାଉଅଛି ।

ମେଳଣ ଆଗରୁ କିଛି ଆଲୋଚନା ଆଲୋଚନା ପୃଷ୍ଠା କରିବାକୁ ଅନୁରୋଧ ।

ତାରିଖ ଓ ଜାଗା/Date and Venue ସମ୍ପାଦନ କରନ୍ତୁ

ତାରିଖ/Date: : ରବିବାର/Sunday, ୨୦୧୨-ଜାନୁଆରୀ ୨୯ ସକାଳ ୧୦.୩୦/2012-Jan 29 10:30 IST

ଜାଗା:
ଉପର ମହଲା, ଜି -୧୫
ହଜ ଖାସ ଜି-ବ୍ଲକ ମାର୍କେଟ (ହଜ ଖାସ ମେନ ମାର୍କେଟ ନୁହେଁ)
ନୂଆ ଦିଲ୍ଲୀ - ୧୧୦ ୦୧୬

Venue:
Top Floor, G-15
Behind Hauz Khas G-Block Market (NOT Main Hauz Khas Market)
New Delhi - 110 016

Landmark: Behind Hauz Khas G-Block Market. Just off Aurobindo Marg; Walkable distance from Hauz Kauz Metro station

କେଉଁ ମାନେ ଭାଗ ନେଇପାରିବେ (Who can participate) ସମ୍ପାଦନ କରନ୍ତୁ

ଉଇକିପିଡ଼ିଆ ବାବଦରେ ଜାଣିବାକୁ ଚାହୁଁଥିବା କେହି ବି (ବ୍ୟବହାରକାରୀ, ସମ୍ପାଦକ/ଦାତା ବା ଜାଣିବାକୁ ଇଛୁକ) ଯେ ଦିଲ୍ଲୀ ବା ପାଖାଆଖ ସ୍ଥାନରେ ରହୁଛନ୍ତି ଏଠାକୁ ଆସି ଏହି ମେଳଣରେ ଯୋଗଦାନ କରିପାରିବେ । ଆହୁରି ମଧ୍ୟ ଆମେ ନୂଆମାନଙ୍କୁ ଏଠାକୁ ଆସିବାକୁ ନିବେଦନ କରୁଛୁ ଯାହା ସେମାନଙ୍କୁ ପଟୁ ଉଇକିଆଳିଙ୍କ ସହ ଯୋଗ ଦେବାରେ ସହଯୋଗ କରିବ । ଯଦି ଆପଣ ଏଥିରେ ଯୋଗ ଦେବା ନିମନ୍ତେ ଇଛୁକ ତେବେ ତଳେ ଆପଣା ନାମ ଲେଖାନ୍ତୁ ।

ମୂଳ ପ୍ରସଙ୍ଗ (Agenda) ସମ୍ପାଦନ କରନ୍ତୁ

ଓଡ଼ିଆରେ ସମ୍ପାଦନ କରନ୍ତୁ

 
ଓଡ଼ିଆ ଉଇକିପିଡ଼ିଆର ୮ତମ ଜନ୍ମତିଥି ଅବସରରେରେ ଓଡ଼ିଆ ଉଇକିଆଳିଗଣ

In English ସମ୍ପାଦନ କରନ୍ତୁ

  • Introducing Wikipedia
  • Celebrating Odia Wikipedia's 8th birthday!, nationawide celebration in (Cuttack, Delhi and Bangalore)
  • Demonstration of How to edit Wikipedia.
  • Current status of Odia Wikipedia and WikiProjects

ଆୟୋଜନ କରୁଛନ୍ତି (Organizers) ସମ୍ପାଦନ କରନ୍ତୁ

  1. User:Psubhashish

ପ୍ରେସ ବିଜ୍ଞପ୍ତି ସମ୍ପାଦନ କରନ୍ତୁ

ସବିଶେଷ ଏଠାରେ ପଢ଼ନ୍ତୁ

ପାଳନ ଆଗର ଖବର ସମ୍ପାଦନ କରନ୍ତୁ

  1. Odisha: Odia Wikipedia celebrating its 8th birthday. OrissaDiary.com
  2. Odia Wikipedia celebrating its 8th birthday. eindiadiary.com. 25 Jan 2012
  3. Odia Wikipedia celebrating its 8th birthday. Fullorissa.com. 26 January 2012
  4. Wikipedia’s Odia Section Celebrated Its Eighth Year. January 26, 2012
    1. Odia Wikipedia celebrating its 8th birthday at Delhi on Thursday. Odisha360.com Gallery. January 26, 2012
  5. Odia Wikipedia celebrating its 8th birthday!!. Orissabarta.com. Krupasindhu Muduli. Cuttack. 26 Jan 2012

ଭାଗନେଉଛନ୍ତି (Participants) ସମ୍ପାଦନ କରନ୍ତୁ

ଯଦି ଆପଣଙ୍କର ଉଇଜର ନାଆଁଟିଏ ଅଛି ତେବେ କେବଳ " # ~~~ " ଲେଖିଦିଅନ୍ତୁ, ଇଉଜର ନାଆଁ ନଥିଲେ" # ଆପଣଙ୍କ ନାଆଁ" ଲେଖିଦିଅନ୍ତୁ । Add your name as " # ~~~ " if you have an username or else add " # Name"

ନାଆଁ ଲେଖାଇଥିଲେ (Signed up) ସମ୍ପାଦନ କରନ୍ତୁ

  1. User:Psubhashish
  2. User:goutaman
  3. User:Abhas Kumar Kheti
 
ଦିଲ୍ଲୀଠାରେ ପାଳିତ ଓଡ଼ିଆ ଉଇକିପିଡ଼ିଆର ୮ତମ ଜନ୍ମତିଥି ଅବସରରେରେ ଓଡ଼ିଆ ଉଇକିଆଳିଗଣ

ଏଥିରେ ଭାଗନେଇଥିଲେ (Attendees) ସମ୍ପାଦନ କରନ୍ତୁ

  1. ଅସିତ କୁମାର ମିଶ୍ର

‎#ସହସ୍ରାଂଶୁ ମହାପାତ୍ର

  1. ଆଭାସ କୁମାର କ୍ଷେତୀ
  2. ସୁଭାସିସ ପାଣିଗାହି

ଶୁଭେଚ୍ଛା (Best wishes) ସମ୍ପାଦନ କରନ୍ତୁ

  1. ମୃତ୍ୟୁଞ୍ଜୟ କର
  2. କୃପାସିନ୍ଧୁ ମୁଦୁଲି
  3. କମଳାକାନ୍ତ ନାୟକ
  4. ଜ୍ଞାନରଞ୍ଜନ ସାହୁ (talk)
  5. -- ଅηsuмaη Talk

ଓଡ଼ିଆ ଉଇକିପିଡ଼ିଆର ୮ତମ ଜନ୍ମତିଥି ପାଳନ ଅବସରରେ ଦିଲ୍ଲୀର ହଜ ଖାସ ଠାରେ ପ୍ରଥମଥର ଓଡ଼ିଆ ଉଇକିପିଡ଼ିଆର ଏକ ମେଳଣର ଆୟୋଜନ କରାଯାଇଥିଲା । ଏଥିରେ ୫ ଜଣ ଓଡ଼ିଆ ଭାଗନେଇ ଓଡ଼ିଆ ଉଇକିପିଡ଼ିଆ ବାବଦରେ ଯେଉଁ ଆଲୋଚନାମାନ କରିଥିଲେ ତାହା ତଳେ ଦିଆଗଲା:

  • ଆତ୍ମପରିଚୟ: ଏଥିରେ ପ୍ରଥମକରି ଉଇକିପିଡ଼ିଆ ଆସିଥିବା ସଭିଏଁ ନିଜ ନିଜର ପରିଚୟ ପ୍ରଦାନ କରିଥିଲେ ।
  • ଓଡ଼ିଆ ଉଇକିଆଳି ସୁଭାସିସ ଏହାର ଇତିହାସ, ପ୍ରକଳ୍ପର ମୁଳ ଲକ୍ଷ ଓ ନାନାଦି ସହଯୋଗୀ ପ୍ରକଳ୍ପ (ଯଥା ଉଇକିଅଭିଧାନ, ଉଇକିକଥା, ଉଇକିପାଠାଗାର ଆଦି) ବାବଦରେ ସୂଚନା ଦେଇଥିଲେ ।
  • ତାହାପରେ ଏକ ପ୍ରସଙ୍ଗ ସମ୍ପାଦନା ବାବଦରେ ଯୋଗଦାନକାରୀମାନଙ୍କୁ ଶିଖାଯାଇଥିଲା, ପରେ ସେମାନେ ନିଜ ନିଜର ଅସୁବିଧା/ଦ୍ଵନ୍ଦ ପଚାରି ବୁଝିଥିଲେ ।
  • ନୂଆ ଉଇକିପ୍ରକଳ୍ପ ବାବଦରେ ସୁଚନା ଦିଆଯାଇଥିଲା ଆଉ ଆଗକୁ କେମିତି ନାନାଦି କାମ ହାତକୁ ନିଆଯାଇପାରିବ ତାହା ଆଲୋଚିତ ହୋଇଥିଲା ।

ଫେସବୁକ (Facebook) ସମ୍ପାଦନ କରନ୍ତୁ

 
ଯୋଗଦାନକାରୀ ଉଇକିଆଳିଗଣ

ଫଟସବୁ ଉଇକି କମନସ ରେ ବିଭାଗ ସହ ରଖନ୍ତୁ (Please upload to commons and add category) Commons:Category:Delhi Odia Workshop 2012Jan29