ମୁଁ --ସୁଭ ପା/Subhashish Panigrahi ୧୮:୫୦, ୬ ମାର୍ଚ ୨୦୧୧ (UTC) , ଓଡ଼ିଆ ଉଇକିକୁ ତମକୁ ପାଛୋଟି ନେଉଛି, ଆଗାମି ରବିବାର କଟକ ରେ ଉଇକିପିଡ଼ିଆର କରମଶାଳାଟିଏ ହେଉଛି, ଯଦି ପାରିବ ସେଟାକୁ ଯିବା ପାଇଁ ଚେଷ୍ଟା କର ।
Join our mailing listସମ୍ପାଦନ କରନ୍ତୁ
join this mail list https://lists.wikimedia.org/mailman/listinfo/wikipedia-or so that u will be informed, can take part & can keep track on all ongoing discussions in odia wiki... (Srikant Keida) ଓଡିଶା talk ୦୭:୨୫, ୭ ମାର୍ଚ ୨୦୧୧ (UTC)
ପାଛୋଟା!
ଓଳିଗି, ଓଡ଼ିଆ ଉଇକିପିଡ଼ିଆକୁ Zephyrmaten ଆପଣଙ୍କୁ ପାଛୋଟି ନେଉଛୁ, ଆପଣଙ୍କ ଅବଦାନ ପାଇଁ ଢେରେ ବଧାଇ ଆପଣ ଯାହା କରିଛନ୍ତି । ମୁଁ ଭାବୁଛି ଆପଣଙ୍କୁ ଏହି ଜାଗାଟି ଭଲ ଲାଗିବ ଆଉ ଆପଣ ଏଇଠି କିଛି କାମ କରିବାକୁ ଭଲ ପାଇବେ । ଏଇ କିଛି ଫରଦ ଆପଣଙ୍କୁ ଭଲ ଲାଗିପାରେ:
- ଉଇକିପିଡ଼ିଆର ପାଞ୍ଚଟି ଖଁବ
- ଶିକ୍ଷଣ
- ଫରଦଟିଏ କେମିତି ବଦଳାଇବେ and ଲେଖା ଗୁଡ଼ିକ କେମିତି ବଦଳାଇବେ
- ନିଜର ପ୍ରଥମ ଲେଖାଟି କେମିତି ଲେଖିବେ
- ମାନୁଆଲର ଶୈଳୀ
ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗୁଛି ! ଟିକେ ଆଲୋଚନା ଫରଦରେ ନିଜ ନାଁ ଟା ଲେଖିଦିଅନ୍ତେ ଜଦି ଭଲ ହୁଅନ୍ତା ଆପଣଙ୍କ ଲେଖା ପରେ ଟିଲଡ଼େ ଚିନ୍ହଟିଏ ଦିଅନ୍ତୁ (~~~~); ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଜ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ମୋ ଆଲୋଚନା ଫରଦ କୁ ଯାଇ ମୋତେ ପଚାରିପାରିବେ, ନହେଲେ ଏଇ ଫରଦରେ ପ୍ରଶ୍ନ ଆଗରୁ ଏଇ କୋଡ {{help me}}
କପି କରି ପକାଇଦିଅନ୍ତୁ । ଆଉଥରେ, ପାଛୋଟି ନେଉଛି! ସୁଭ ପା/Subhashish Panigrahi ୧୬:୨୬, ୭ ମାର୍ଚ ୨୦୧୧ (UTC)
helloସମ୍ପାଦନ କରନ୍ତୁ
Standard Odia/Oriyaସମ୍ପାଦନ କରନ୍ତୁ
Please comments ଉଇକିପିଡ଼ିଆ:ଆଲୋଚନା_ସଭା#Standard_Odia.2FOriya. And fixed the issue. Jayantanth (ମୋ କଥା) ୧୮:୩୫, ୧୯ ଏପ୍ରିଲ ୨୦୧୧ (UTC)
ଉଇକିକନଫେରେନ୍ସ ଇଣ୍ଡିଆ ୨୦୧୧ ନିମନ୍ତେ ଆମନ୍ତ୍ରଣସମ୍ପାଦନ କରନ୍ତୁ
ଆଜ୍ଞା ନମସ୍କାର Zephyrmaten,
ପ୍ରଥମ ଉଇକିକନଫେରେନ୍ସ ଇଣ୍ଡିଆ ମୁମ୍ବାଇ ଠାରେ ୧୮-୨୦ ନଭେମ୍ବର ୨୦୧୧ରେ ହେବାକୁ ଯାଉଛି । ଏହି ସବୁ କାମ ୧୦୦ ଦିନର WikiOutreach ରୁ ଆରମ୍ଭ ହେବ। ଯେହେତୁ ଆପଣ ଉଇକିପିଡ଼ିଆ ସଙ୍ଗଠନରେ ସଚଳ ଆମ୍ଭେ ଆପଣଙ୍କୁ ଏହି ମହାମେଳଣରେ ଯୋଗଦାନ ଓ ନିଜର ଅନୁଭୂତି ବାଣ୍ଟିବା ନିମନ୍ତେ ନିମନ୍ତ୍ରଣ କରୁଅଛୁ । ଆପଣଙ୍କ ଅବଦାନ ନିମନ୍ତେ ଅନେକ ସାଧୁବାଦ । ୧୮-୨୦ ନଭେମ୍ବରରେ ମୁମ୍ବାଇରେ ଆପଣଙ୍କୁ ଭେଟିବା ଅପେକ୍ଷାରେ। |
---|
ପୁନରାଗମନ ପାଇଁ ଅଭିନନ୍ଦନ ;)ସମ୍ପାଦନ କରନ୍ତୁ
ଓଡ଼ିଆ ଉଇକିପିଡ଼ିଆରେ ପୁନରାଗମନ ପାଇଁ ଅଭିନନ୍ଦନ ଭାଇ । ଆଜି ଗୋଟେ ଭଲ ବେଳାରେ ରାତି ପାହିଲା ଯାହା ଜଣାପଡ଼ୁଛି :) --ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୮:୩୩, ୧୭ ମାର୍ଚ୍ଚ ୨୦୧୩ (UTC)
Excellent and Thanksସମ୍ପାଦନ କରନ୍ତୁ
Hi Sambidhan. It was wonderful meeting you. Heard you are back on Odia Wikipedia and are quite active. Excellent!!! Thank you for considering my request. Keep up the good work. I hope you have remembered the promise you made to me about growing the Odia Wikipedia Vishnu (talk)୧୧:୪୩, ୨୧ ମାର୍ଚ୍ଚ ୨୦୧୩ (UTC)