ଏଥିରେ କ'ଣ କ'ଣ ଶିଖିବାକୁ ମିଳିବ? ସମ୍ପାଦନ କରନ୍ତୁ

  • ଉଇକିମିଡ଼ିଆର ବିଭିନ୍ନ ଓଡ଼ିଆ ପ୍ରକଳ୍ପ
    • ଓଡ଼ିଆ ଉଇକିପାଠାଗାର
  • ଓଡ଼ିଆ ଉଇକିପ୍ରକଳ୍ପରେ ସମ୍ପାଦନା
  • ଆଗାମୀ ଯୋଜନା

ସ୍ଥାନ ଓ ସମୟ ସମ୍ପାଦନ କରନ୍ତୁ

ଭୁବନେଶ୍ୱର
୨୯ ନଭେମ୍ବର ୨୦୧୪ (ଶୁକ୍ରବାର‌), ସକାଳ ୧୦:୦୦

କେଉଁ ମାନେ ଭାଗ ନେଇପାରିବେ ସମ୍ପାଦନ କରନ୍ତୁ

ଉଇକିମିଡ଼ିଆର ବିଭିନ୍ନ ଓଡ଼ିଆ ପ୍ରକଳ୍ପ ବାବଦରେ ଯେଉଁ ମାନେ କିଛି ଜାଣିବାକୁ ଚାହୁଁଛନ୍ତି ଆଉ ଭାଗନେଇ ଓଡ଼ିଆ ଭାଷାରେ ଥିବା ପ୍ରକଳ୍ପଗୁଡ଼ିକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚାହାନ୍ତି, ସେ ସମସ୍ତେ ଏଠାକୁ ଆସିପାରିବେ । ଓଡ଼ିଆ ଉଇକିପିଡ଼ିଆ ୨୦୦୨ ମସିହାରେ ଆରମ୍ଭ ହୋଇଥିଲା ଯେବେ ଅନ୍ୟ ଭାରତୀୟ ଭାଷାରେ ଉଇକିପିଡ଼ିଆର ମୂଳଦୁଆ ବି ପଡ଼ିନଥିଲା, ହେଲେ କାମ ଅଭାବରୁ ସେଇଟି ଏବେ କିଛି ପଛରେ ପଡ଼ିଯାଇଛି, ତେଣୁ ଆମେ ଏଇ ୯ମ ଉଇକି କର୍ମଶାଳା ଜରିଆରେ ୨୦୦୦ ବର୍ଷର ପୁରୁଣା ସେହି ଓଡ଼ିଆ ଭାଷାକୁ ପୁଣି ଉଇକିପିଡ଼ିଆ ଜରିଆରେ ଆଗକୁ ବଢ଼ାଇବା । ଯଦି ଆପଣ ଇଛୁକ ତେବେ ତଳେ ନାମ ଲେଖାନ୍ତୁ ।

ଏହି କର୍ମଶାଳାରେ ଭାଗ ନେଉଥିବା ଉଇକିଆଳିଗଣ ସମ୍ପାଦନ କରନ୍ତୁ

କାମ ବିତରଣ ସମ୍ପାଦନ କରନ୍ତୁ

  • ଖର୍ଚ୍ଚ ହିସାବ
  • ଅତିଥି ନିମନ୍ତ୍ରଣ

ଫଟୋସବୁ ଉଇକି କମନ୍ସରେ ଏହି ଶ୍ରେଣୀରେ ରଖାଯିବ ।