ଉଇକିପିଡ଼ିଆ:ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ୨୦୨୩/କର୍ମଶାଳା
ଏହି ଗଣ-ସମ୍ପାଦନା ଅଧିନରେ ୧୨ ଅପ୍ରେଲ ୨୦୨୩ରେ ଏକ ଛୋଟ କର୍ମଶାଳା ଭଦ୍ରକଠାରେ ଅନୁଷ୍ଠିତ ହୋଇଥିଲେ । ଯଦିଓ ଗଣ-ସମ୍ପାଦନାଟି ଅନ୍ଲାଇନ୍ରେ ଆୟୋଜିତ ହୋଇ ଆସିଛି, ତଥାପି ଏଥର ମୁଖ୍ୟ ଆୟୋଜକଙ୍କ ତରଫରୁ ଅଫ୍ଲାଇନ୍ ଗଣ-ସମ୍ପାଦନା ପାଇଁ ସୁଯୋଗ ଦିଆଯାଇଥିଲା । ତେଣୁ ଉଇକିପିଡ଼ିଆ ବିଷୟରେ ଯୁବପିଢ଼ିଙ୍କୁ ଅବଗତ କରାଇବାକୁ ଓ ଏହାର ବିକାଶ କରିବାକୁ ପ୍ରଥମ ଥର ପାଇଁ ଭଦ୍ରକରେ ଏକ ଛୋଟ କର୍ମଶାଳ ଓ ଗଣ-ସମ୍ପାଦନା ଆୟୋଜନ କରାଯାଇଥିଲା ।
କ'ଣ ଶିଖାଯାଇଥିଲା
ସମ୍ପାଦନା- ଖୋଲା ଜ୍ଞାନକୋଷ ବା ଓପନ୍ ସୋର୍ସ୍ର ଆବଶ୍ୟକତା କ'ଣ
- ଉଇକିପିଡ଼ିଆ କ'ଣ
- ଉଇକିପିଡ଼ିଆରେ କ'ଣ ଲେଖାଯାଇପାରିବ
- ଉଇକିପିଡ଼ିଆରେ କ'ଣ ଲେଖାଯିବ ନାହିଁ
- ସହଜରେ କେମିତି ଇଂରାଜୀରୁ ଓଡ଼ିଆ ଉଇକିପିଡ଼ିଆକୁ ଅନୁବାଦ କରାଯାଇପାରିବ
- କର୍ମଶାଳାରେ ଯୋଗଦାନ
- ପ୍ରଥମ ଅନୁବାଦ
ଆୟୋଜକ
ସମ୍ପାଦନାଭାଗ ନେଇଥିଲେ
ସମ୍ପାଦନାଏହି କର୍ମଶାଳାରେ ସମୁଦାୟ ୭ ଜଣ ଯୋଗ ଦେଇଥିଲେ ।
ଖବର
ସମ୍ପାଦନା- Dhangadamajhi, Sunil Kumar (13 April 2023). "ଭଦ୍ରକରେ ପ୍ରଥମକରି ଉଇକିପିଡ଼ିଆ କର୍ମଶାଳା ଆୟୋଜିତ". ଓଡ଼ିଆ ବାର୍ତ୍ତା (in Odia). Archived from the original on 22 June 2023. Retrieved 22 June 2023.
{{cite news}}
: CS1 maint: unrecognized language (link)