ଉଇକିପିଡ଼ିଆ:ମେଳଣ/ବେଙ୍ଗାଳୁରୁ/ବେଙ୍ଗାଳୁରୁ୧

ପ୍ରଥମ ଓଡ଼ିଆ ଉଇକିପିଡ଼ିଆ, ବେଙ୍ଗାଳୁରୁ

ଏଇ ମେଳଣଟି ଓଡ଼ିଆ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାବା ଆଉ ଏହାର ବିକାଶ କରିବା ନିମନ୍ତେ ଆରମ୍ଭ କରାଯାଇଛି । ଏହା ବେଙ୍ଗାଳୁରୁର ପ୍ରଥମ ଓଡ଼ିଆ ଉଇକିପିଡ଼ିଆ କର୍ମଶାଳା, ତେଣୁ ସବୁ ଓଡ଼ିଆମାନଙ୍କୁ ଏଠିକି ଆସିବାକୁ ଅନୁରୋଧ ।

ତାରିଖ ଓ ଜାଗା/Date and Venue ସମ୍ପାଦନା

ତାରିଖ/Date: : ରବିବାର/Sunday, ୨୦୧୧-ମାର୍ଚ-୬/2011-March-06 ଉପରବେଳା ୩:00 IST

ଜାଗା:
ସେଣ୍ଟର ଫର ଇଁଟରନେଟ ଆଁଡ଼ ସୋସାଇଟି/The Centre for Internet and Society
No. 194, 2nd 'C' Cross,
4th Main
Domlur 2nd Stage
Opposite to Domlur Club
Bangalore 560 071
Karnataka

କେଉଁ ମାନେ ଭାଗ ନେଇପାରିବେ ସମ୍ପାଦନା

ଓଡ଼ିଆ ଉଇକିପିଡ଼ିଆ ପାଇଁ ଯେଉଁ ମାନେ କିଛି ଜାଣିବାକୁ ଚାହୁଞ୍ଚନ୍ତି ଆଉ ଭାଗନେଇ ଓଡ଼ିଆ ଭାଷାରେ ଉଇକିପିଡ଼ିଆକୁ ଅଧିକ ଲୋକକ ପାଖରେ ପହଞ୍ଚଇବାକୁ ଚାହାନ୍ତି ସେ ସମସ୍ତେ ଏଠାକୁ ଆସିପାରିବେ । ଓଡ଼ିଆ ଉଇକିପିଡ଼ିଆ ୨୦୦୨ ମସିହାରେ ଆରଁଭ ହୋଇଥିଲା ଯେବେ ଅନ୍ୟ ଭାରତୀୟ ଭାଷାରେ ଉଇକିପିଡ଼ିଆର ମୂଳଦୁଆ ବି ପଡ଼ିନଥିଲା, ହେଲେ କାମ ଅଭାବରୁ ସେଇଟି ଏବେ ସବୁଠୁ ପଛରେ ପଡ଼ିଯାଇଛି, ତେଣୁ ଆମେ ଏଇ ପ୍ରଥମ ଓଡ଼ିଆ ଉଇକି ମେଳଣ ଜରିଆରେ ୨୦୦୦ ବରଷ ପୁରୁଣା ସେଇ ଓଡ଼ିଆ ଭାଷାକୁ ପୁଣି ଉଇକିପିଡ଼ିଆ ଜରିଆରେ ଆଗକୁ ବଢ଼ାଇବା । ଯଦି ଆପଣ ଇଛୁକ ତେବେ ତଳେ ନାମ ଲେଖାନ୍ତୁ ।

କେମିତି ପହଞ୍ଚିବେ ସମ୍ପାଦନା

 
ଦିଗ ଦେଖତୁ- ଏହି ଚିତ୍ରଟିକୁ ବଡ଼ କରି ଦେଖିବା ପାଇଁ ତା ଉପରେ କ୍ଲିକ କରତୁ
 
ସି ଆଇ ଏସ, ଡମଲୁରୁ ଅଫିସ (CIS Domlur Office)
  • ରାସ୍ତାରେ (By Road):
    • ଏମ ଜି ରୋଡ଼ରୁ->ବ୍ରିଗେଡ଼ ରୋଡ଼-> ସେଣ୍ଟରାଲ ବିଜିନେସ ଡିଷ୍ଟ୍ରିକ୍ଟ -> ବିଧାନ ସୌଧ — ସିଧା ପୁରୁଣା ବିମାନଘାଟି ଆଡକୁ ଡମଲୁରୁ ଯାଏଁ ଯାଆନ୍ତୁ, ସେଠୁ ଷ୍ଟିଭସ ଜିମ/ ପରଟା ହାଉସ ଆଡକୁ ବାମକୁ ବୁଲନ୍ତୁ।

ସିଧା ଯାଆନ୍ତୁ, ଷ୍ଟର୍ମ ଉଆଟର ଡ୍ରେନ ପାରି ହୁଅଁତୁ, ଏନର୍ଜି ରିସର୍ଚ ଇନଷ୍ଟିଚୁଟ [ଟି ଇ ଆର ଆଇ] ପରେ ବାଁକୁ ବୁଲନ୍ତୁ, ସେଠି ଆପଣ ବାଁ ପଟେ ଡମଲୁରୁ କ୍ଲବ ଦେଖିପାରିବେ, ଦ୍ଵିତୀୟ ଗଳିରୁ ଡାହାଣକୁ ବୁଲନ୍ତୁ, କ୍ଲବର ଠିକ ବିପରୀତ, ରାସ୍ତାର ଡାହାଣ ପଟେ ସି ଆଇ ଏସ ଘରଟି ଅଛି । ସି ଆଇ ଏସର ଗୋଟେ ଧଳା ଫାଟକ, ସେଇଟି ପ୍ରଥମ ଫାଟକ ଓ ରାସ୍ତାର ଡାହାଣ ପଟେ ଅଛି ।

    • ହୋସୁର ରୋଡ଼, ଇଲେକ୍ଟ୍ରୋନିକସ ସିଟି, କୋରମଙ୍ଗଳା, ସାରଜାପୁର, ବନରଘଟା ରୋଡ଼ — ଇନର ରିଗ ରୋଡ଼/ଇଣ୍ଟରମିଡିଏଟ ରିଗ ରୋଡ଼ ଦେଇ ଡମଲୁରୁ-ଓଲ୍ଡ ଏୟାରପୋର୍ଟ ରୋଡ଼ ଦେଇ ଡମଲୁରୁ ଯାଏଁ ଯାଆନ୍ତୁ, ସେଠୁ ଷ୍ଟିଭସ ଜିମ/ ପରଟା ହାଉସ ଆଡକୁ ବାଁକୁ ବୁଲନ୍ତୁ।

ସିଧା ଯାଆନ୍ତୁ, ଷ୍ଟର୍ମ ଉଆଟର ଡ୍ରେନ ପାରି ହୁଅଁତୁ, ଏନର୍ଜି ରିସର୍ଚ ଇନଷ୍ଟିଟୁଟ [ଟି ଇ ଆର ଆଇ] ପରେ ବାଁକୁ ବୁଲନ୍ତୁ, ସେଠି ଆପଣ ବାଁ ପଟେ ଡମଲୁରୁ କ୍ଲବ ଦେଖିପାରିବେ, ଦ୍ଵିତୀୟ ଗଳିରୁ ଡାହାଣକୁ ବୁଲନ୍ତୁ, କ୍ଲବର ଠିକ ବିପରୀତ, ରାସ୍ତାର ଡାହାଣ ପଟେ ସି ଆଇ ଏସ ଘରଟି ଅଛି । ସି ଆଇ ଏସର ଗୋଟେ ଧଳା ଫାଟକ, ସେଇଟି ପ୍ରଥମ ଫାଟକ ଓ ରାସ୍ତାର ଡାହାଣ ପଟେ ଅଛି ।

    • ପୁରୁଣା ଏୟାରପୋର୍ଟ, ହାଲ (ଏଚ ଏ ଏଲ), ମାରଥାହଲି, ଇନ୍ଦିରା ନଗର, ଅଳସୁରୁ — ୧୦୦ ଫିଟ ରୋଡ଼ [ମେଟ୍ରୋ ତଳେ]ରେ ଡମଲୁରୁ ଫ୍ଲାଇଓଭର ଯାଏଁ ଆସଁତୁ । ଫ୍ଲାଇଓଭର ଆଗରୁ ପାଦଚଲା ପୋଲ/ Pedestrian Foot Over Bridge [FOB] ଡାହାଣକୁ ବୁଲନ୍ତୁ । ଆଗକୁ ଯାଇ ତୃତୀୟ ଗଳିରେ ବାଁକୁ ଟି ଇ ଆର ଆଇ/ [TERI] ଆଡକୁ ଯାଆନ୍ତୁ । ଏନର୍ଜି ରିସର୍ଚ ଇନଷ୍ଟିଟୁଟ [ଟି ଇ ଆର ଆଇ] ପରେ ବାଁକୁ ବୁଲନ୍ତୁ, ସେଠି ଆପଣ ବାଁ ପଟେ ଡମଲୁରୁ କ୍ଲବ ଦେଖିପାରିବେ, ଦ୍ଵିତୀୟ ଗଳିରୁ ଡାହାଣକୁ ବୁଲନ୍ତୁ, କ୍ଲବର ଠିକ ବିପରୀତ, ରାସ୍ତାର ଡାହାଣ ପଟେ ସି ଆଇ ଏସ ଘରଟି ଅଛି । ସି ଆଇ ଏସର ଗୋଟେ ଧଳା ଫାଟକ, ସେଇଟି ପ୍ରଥମ ଫାଟକ ଓ ରାସ୍ତାର ଡାହାଣ ପଟେ ଅଛି ।

Location details In English: From MG Road, Brigade Road, Central Business District, Vidhan Soudha — Come straight on Old Airport Road towards Domlur, and take a Left after Steves Gym / Paratha House. Go straight, and continue straight after the Domlur BDA Complex crossroads. Further, go straight, cross bridge over storm water drain, and take Left AFTER The Energy Research Institute [TERI]. You will see Domlur Club on the LEFT. Take a right onto the SECOND lane, opposite the gate of the Club. The CIS building has a white gate and is on the RIGHT-hand side, first gate.

    • From Hosur Road, Electronics City, Koramangala, Sarjapur, Bannerghatta — Take Inner Ring Road/Intermediate Ring Road towards the Domlur-Old Airport flyover. Proceed straight towards Indra Nagar by taking the flyover. Take a Left just AFTER the flyover, before the Pedestrian Foot Over Bridge [FOB]. Proceed forward and take the Third LEFT towards TERI. Take a Right before TERI and proceed as above.
    • From Old Airport, HAL, Marathalli, Varthur — Come on Old Airport-Varthur Road, cross Domlur flyover, take a Right AT the flyover proceed towards IndraNagar and proceed as per above to reach.
    • From Old Madras, Road, Indira Nagar, Ulsoor — Take 100feet Road [Under Metro] to Domlur flyover. Take a Right BEFORE the flyover, at the Pedestrian Foot Over Bridge [FOB]. Proceed forward and take the Third LEFT towards TERI. Take a Right before TERI and proceed as above.


  • ବସରେ ଆସିଲେ:
    • କେମ୍ପେଗଉଡା ବସ ସ୍ଟେସନ (ମେଜେଷ୍ଟିକ) -> କେ ଆର ମାର୍କେଟ -> ଶିବାଜି ନଗର -> ଓଲ୍ଡ ଏୟାରପୋର୍ଟକୁ ବସ ଧରଁତୁ -> ଡମଲୁରୁ ଆଉ ଉଆଟର ଟ୍ୟାଙ୍କ ପାଖରେ ଓଲ୍ହ।ଇ ଉପର ଲେଖା ରାସ୍ତାରେ ଆସଁତୁ ।
    • ବନସଙ୍କରି, ସେଣ୍ଟରାଲ ଶିଳ୍କ ବୋର୍ଡ — ଡମଲୁରୁ ଯାଏଁ ବସରେ ଆସଁତୁ, ଇନ୍ଦିରା ନଗର ଫୁଟ ଓଭର ବ୍ରିଜ [Foot Over Bridge/FOB] ଓଭର ଠାରେ ଓଲ୍ହ।ଇ [ଟି ଇ ଆର ଆଇ] ଆଡକୁ ଉପରେ ଲେଖାଥିବା ଦିଗରେ ଆସଁତୁ ।

Bus Route in English

    • From Kempegowda Bus Station [Majestic], KR Market, Shivaji Nagar, take a bus towards Old Airport, Domlur and get down at the Water Tank and Proceed as above.
    • From Banashankari, Central Silk Board — Take a bus terminating at Domlur. Get down after the Indira Nagar FOB, and walk towards TERI as mentioned above. Take a bus going toward Indira Nagar. Get down before the flyover, walk towards, the Water tank, and proceed as above.

ମୂଳ ପ୍ରସଁଗ ସମ୍ପାଦନା

  • ଓଡ଼ିଆ ଉଇକିପିଡ଼ିଆର ଏବେକାର ସ୍ଥିତି ଓ ନୂଆ ପ୍ରକଳ୍ପ ଉପରେ ଆଲୋଚନା
  • ଓଡ଼ିଆ ଉଇକିପିଡ଼ିଆରେ ଅସୁବିଧା ଓ ତାହାର ସମାଧାନ
  • ଉଇକିପିଡ଼ିଆରେ କେମିତି ଲେଖାଲେଖି କରିପାରିବେ
  • ଆଲୋଚନା, ଆଉ ଆଗକୁ ବଢେଇବାକୁ ନୂଆ ରାହା

ଆୟୋଜନ କରୁଛନ୍ତି (Organizers) ସମ୍ପାଦନା

ଭାଗ ନେଉଛନ୍ତି (Participants) ସମ୍ପାଦନା

ଭାଗନେଇଥିଲେ (Participated) ସମ୍ପାଦନା

  1. Shijualex
  2. ସୁଭ ପା/Subhashish Panigrahi ୦୭:୨୪, ୩ ମାର୍ଚ ୨୦୧୧ (UTC)*ସୁଭ ପା/ Subhashish Panigrahi
  3. Satyaranjan Mohanthy
  4. ଆଶୁତୋଷ କର (Asutosh Kar) (ମୋ ଆଲୋଚନା) ୦୮:୦୦, ୧୦ ଜାନୁଆରୀ ୨୦୧୨ (UTC)
  5. User:Ansumang
  6. Sambidhan Mohanty (through Skype)
  7. Srikant Kedia ଓଡିଶା (through Skype)

ନାଆଁ ଲେଖାଇଦେଇଥିଲେ (Signedup) ସମ୍ପାଦନା

  1. Shijualex
  2. ସୁଭ ପା/Subhashish Panigrahi ୦୭:୨୪, ୩ ମାର୍ଚ ୨୦୧୧ (UTC)*ସୁଭ ପା/ Subhashish Panigrahi
  3. Tinucherian ( Tentative)
  4. Satyaranjan Mohanthy
  5. Banshidhar Sahoo
  6. ଆଶୁତୋଷ କର (Asutosh Kar) (ମୋ ଆଲୋଚନା) ୦୮:୦୦, ୧୦ ଜାନୁଆରୀ ୨୦୧୨ (UTC)
  7. ଅଁଶୁମାନ ଗିରି
  8. Sambidhan Mohanty
  9. Srikant Kedia ଓଡିଶା talk ୧୦:୫୬, ୫ ମାର୍ଚ ୨୦୧୧ (UTC)

ଟୁଇଟର (Twitter) ସମ୍ପାଦନା

ଶୁଭେଚ୍ଛା (Wishes) ସମ୍ପାଦନା

  1. Would have loved to attend but I'm currently in Kolkata.Best of luck Shiju and Subhashish --Jayantanth ୦୬:୦୯, ୩ ମାର୍ଚ ୨୦୧୧ (UTC)
  2. ମୁଁ ବର୍ତ୍ତମାନ ଭୁବନେଶ୍ଵରରେ ଅଛି ଏବଂ କିଛି ଜରୁରୀ କାମ ଯୋଗୁଁ ଏହି ଉତ୍ସବରେ ଯୋଗଦେଈ ପାରିବିନି । ଏଥି ପାଇଁ ମୁଁ ବହୁତ ଦୁଃଖିତ । ଉତ୍ସବପାଇଁ ଅଶେଷ ଅଶେଷ ଶୁଭେଚ୍ଛା । --ଜଗଦୀଶ ଉତ୍ତରକବାଟ ୦୬:୦୯, ୩ ମାର୍ଚ ୨୦୧୧ (UTC)
  3. ମୁଁ କୋଲକାତା ରେ ରହେ ତେଣୁ ଏହି ଉତ୍ସବରେ ଯୋଗଦେଈ ପାରିବିନି . କିନ୍ତୁ ଓଡିଆ ଉଇକିପିଡିଆ ର ଉନ୍ନତି ଲାଗି ମୋର ପ୍ରଚେଷ୍ଟା ଚଲେଇଥିବି : Kishore ଦୟା କରି କେହି ଫଳାଫଳ kishorebarik@ymail.com ରେ ପଠାନ୍ତୁ |

ଫଟୋ (Photos) ସମ୍ପାଦନା

ଫଟୋସବୁ ଉଇକିକମନସ ରେ ବିଭାଗ ସହ ରଖନ୍ତୁ (Please upload to commons and add category) Commons:Category:Bangalore Odia Meetup 2011March06

 
ପ୍ରଥମ ଓଡ଼ିଆ ଉଇକିପିଡ଼ିଆ, ବେଁଗାଳୁରୁ