ଉଇକିପିଡ଼ିଆ:ଜନ୍ମତିଥି ୮/ବେଙ୍ଗାଳୁରୁ
12°59′18.6″N 77°35′39.75″E / 12.9885°N 77.594375°E

ଓଡ଼ିଆ ଉଇକିପିଡ଼ିଆ. ଏକ ଅନଲାଇନ ଜ୍ଞାନକୋଷ, ଯାହା ସଭିଏଁ ସମ୍ପାଦନା କରିପାରିବେ
୨୯ ଜାନୁଆରୀ, ୨୦୧୨
» କଟକ
» ଦିଲ୍ଲୀ
» ବେଙ୍ଗାଳୁରୁ
ଉପକ୍ରମ ସମ୍ପାଦନ କରନ୍ତୁ
ଏହି ଉଇକିପିଡ଼ିଆ ମେଳଣଟି ବେଙ୍ଗାଳୁରୁ ଠାରେ ଓଡ଼ିଆ ଉଇକିପିଡ଼ିଆର ୮ମ ଜନ୍ମତିଥି ପାଳନ ନିମନ୍ତେ ଦେଶବ୍ୟାପୀ କରାଯାଉଥିବା ଉତ୍ସବର ଏକ ଭାଗ ଓ ବେଙ୍ଗାଳୁରୁ ଠାରେ ପାଳନ ହେବ । ଏହି ମେଳଣଟି ଯାହା ସାଧାରଣ ଲୋକଙ୍କୁ ଓଡ଼ିଆ ଉଇକିପିଡ଼ିଆ ଓ ଉଇକିମିଡ଼ିଆ ବାବଦରେ ଆଲୋଚନା, ଜନସଚେତନତା ଓ ଏହା ସପକ୍ଷରେ ଯୁକ୍ତିକରିବା ନିମନ୍ତେ କରାଯାଉଅଛି ।
ମେଳଣ ଆଗରୁ କିଛି ଆଲୋଚନା ଆଲୋଚନା ପୃଷ୍ଠା କରିବାକୁ ଅନୁରୋଧ ।
ତାରିଖ ଓ ଜାଗା/Date and Venue ସମ୍ପାଦନ କରନ୍ତୁ
ତାରିଖ/Date: : ରବିବାର/Sunday, ୨୦୧୨-ଜାନୁଆରୀ ୨୯ ସକାଳ ୧୦.୩୦/2012-Jan 29 10:30 IST
ସ୍ଥାନ:
ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି/The Centre for Internet and Society
No. 194, 2nd 'C' Cross,
4th Main
Domlur 2nd Stage
Opposite to Domlur Club
Bangalore 560 071
Karnataka
କେଉଁ ମାନେ ଭାଗ ନେଇପାରିବେ (Who can participate) ସମ୍ପାଦନ କରନ୍ତୁ
ଉଇକିପିଡ଼ିଆ ବାବଦରେ ଜାଣିବାକୁ ଚାହୁଁଥିବା କେହି ବି (ବ୍ୟବହାରକାରୀ, ସମ୍ପାଦକ/ଦାତା ବା ଜାଣିବାକୁ ଇଛୁକ) ଯେ ବେଙ୍ଗାଳୁରୁ ବା ପାଖାଆଖ ସ୍ଥାନରେ ରହୁଛନ୍ତି ଏଠାକୁ ଆସି ଏହି ମେଳଣରେ ଯୋଗଦାନ କରିପାରିବେ । ଆହୁରି ମଧ୍ୟ ଆମେ ନୂଆମାନଙ୍କୁ ଏଠାକୁ ଆସିବାକୁ ନିବେଦନ କରୁଛୁ ଯାହା ସେମାନଙ୍କୁ ପଟୁ ଉଇକିଆଳିଙ୍କ ସହ ଯୋଗ ଦେବାରେ ସହଯୋଗ କରିବ । ଯଦି ଆପଣ ଏଥିରେ ଯୋଗ ଦେବା ନିମନ୍ତେ ଇଛୁକ ତେବେ ତଳେ ଆପଣା ନାମ ଲେଖାନ୍ତୁ ।
ମୂଳ ପ୍ରସଙ୍ଗ (Agenda) ସମ୍ପାଦନ କରନ୍ତୁ
ଓଡ଼ିଆରେ ସମ୍ପାଦନ କରନ୍ତୁ
- ଉଇକିପିଡ଼ିଆ ବାବଦରେ ଆଲୋଚନା
- ଓଡ଼ିଆ ଉଇକିପିଡ଼ିଆର ୮ମ ଜନ୍ମତିଥି ପାଳନ (କଟକ, ଦିଲ୍ଲୀ ଓ ବେଙ୍ଗାଳୁରୁ)
- କେମିତି ସମ୍ପାଦନ କରିବେ ଉଇକିପିଡ଼ିଆର ପ୍ରଦର୍ଶନ
- ଓଡ଼ିଆ ଉଇକିପିଡ଼ିଆର ଏବେକାର ସ୍ଥିତି ଓ ନୂଆ ଉଇକିପ୍ରକଳ୍ପ ବାବଦରେ ଆଲୋଚନା
In English ସମ୍ପାଦନ କରନ୍ତୁ
- Introducing Wikipedia
- Celebrating Odia Wikipedia's 8th birthday!, nationawide celebration in (Cuttack, Delhi and Bangalore)
- Demonstration of How to edit Wikipedia.
- Current status of Odia Wikipedia and WikiProjects
ଆୟୋଜନ କରୁଛନ୍ତି (Organizers) ସମ୍ପାଦନ କରନ୍ତୁ
ପ୍ରେସ ବିଜ୍ଞପ୍ତି ସମ୍ପାଦନ କରନ୍ତୁ
ପାଳନ ଆଗର ଖବର ସମ୍ପାଦନ କରନ୍ତୁ
- Odisha: Odia Wikipedia celebrating its 8th birthday. OrissaDiary.com
- Odia Wikipedia celebrating its 8th birthday. eindiadiary.com. 25 Jan 2012
- Odia Wikipedia celebrating its 8th birthday. Fullorissa.com. 26 January 2012
- Wikipedia’s Odia Section Celebrated Its Eighth Year. January 26, 2012
- Odia Wikipedia celebrating its 8th birthday at Delhi on Thursday. Odisha360.com Gallery. January 26, 2012
- Odia Wikipedia celebrating its 8th birthday!!. Orissabarta.com. Krupasindhu Muduli. Cuttack. 26 Jan 2012
ଭାଗନେଉଛନ୍ତି (Participants) ସମ୍ପାଦନ କରନ୍ତୁ
ଯଦି ଆପଣଙ୍କର ଉଇଜର ନାଆଁଟିଏ ଅଛି ତେବେ କେବଳ " # ~~~ " ଲେଖିଦିଅନ୍ତୁ, ଇଉଜର ନାଆଁ ନଥିଲେ" # ଆପଣଙ୍କ ନାଆଁ" ଲେଖିଦିଅନ୍ତୁ । Add your name as " # ~~~ " if you have an username or else add " # Name"
ନାଆଁ ଲେଖାଇଥିଲେ (Signed up) ସମ୍ପାଦନ କରନ୍ତୁ
- Priyasloka Arya
- Sourav Mohanty
- Ajit Kumar Giri
- Rajesh Kumar Jena
- Chinmay
- Ajit Maharana
- Sandeep Nayak
- Jagannath Sahu
ଏଥିରେ ଭାଗନେଇଥିଲେ (Attendees) ସମ୍ପାଦନ କରନ୍ତୁ
- Priyasloka Arya
- Om Shivaprakash
- ଅηsuмaη Talk
ଶୁଭେଚ୍ଛା (Best wishes) ସମ୍ପାଦନ କରନ୍ତୁ
ଧନ୍ୟବାଦ
ବିବରଣୀ ସମ୍ପାଦନ କରନ୍ତୁ
ଖବରରେ (In News) ସମ୍ପାଦନ କରନ୍ତୁ
ଫେସବୁକ (Facebook) ସମ୍ପାଦନ କରନ୍ତୁ
- ଏହିସବୁ କଥାର ତାଜାଖବର ଫେସବୁକରେ/ Find the updates in facebook at ଫେସବୁକରେ ତାଜା ଖବର
ଟୁଇଟର (Twitter) ସମ୍ପାଦନ କରନ୍ତୁ
- Tweet with #WPMBLR5 twitter hashtag ଟୁଇଟରରେ ଏହି କରମଶାଳାର କଥାସବୁ ଖୋଜନ୍ତୁ (Search in Twitter for all the updates)
ଫଟ (Photos) ସମ୍ପାଦନ କରନ୍ତୁ
ଫଟସବୁ ଉଇକି କମନସ ରେ ବିଭାଗ ସହ ରଖନ୍ତୁ (Please upload to commons and add category) Commons:Category:Bangalore Odia Workshop 2012Jan29