20°18′58″N 85°49′16″E / 20.316095°N 85.821149°E / 20.316095; 85.821149

ଓଡ଼ିଆ ଉଇକିପିଡ଼ିଆର ୯ମ ଜନ୍ମତିଥି ପାଳନର ଭିଡିଓ

ଏହି ଉଇକିପିଡ଼ିଆ ମେଳଣଟି ଭୁବନେଶ୍ୱର ଠାରେ ଓଡ଼ିଆ ଉଇକିପିଡ଼ିଆର ୯ମ ଜନ୍ମତିଥି ପାଳନ ନିମନ୍ତେ ଏକ ଉତ୍ସବ । ଏହି ମେଳଣଟି ଯାହା ସାଧାରଣ ଲୋକଙ୍କୁ ଓଡ଼ିଆ ଉଇକିପିଡ଼ିଆ ଓ ଉଇକିମିଡ଼ିଆ ବାବଦରେ ଆଲୋଚନା, ଜନସଚେତନତା ଓ ଏହା ସପକ୍ଷରେ ଯୁକ୍ତିକରିବା ନିମନ୍ତେ କରାଯାଉଅଛି ।

ମେଳଣ ଆଗରୁ କିଛି ଆଲୋଚନା ଆଲୋଚନା ପୃଷ୍ଠାରେ କରିବାକୁ ଅନୁରୋଧ ।

ଜାଗା ଓ ଠିକଣା ( Venue and Date ) ସମ୍ପାଦନ କରନ୍ତୁ

ତାରିଖ: ମଙ୍ଗଳବାର, ୨୯-ଜାନୁଆରୀ-୨୦୧୩ ସକାଳ ୧୦:୩୦ ଟା IST
ସ୍ଥାନ :
ଏକାଡେମୀ ଫର ମିଡ଼ିଆ ଲର୍ଣ୍ଣିଙ୍ଗ,
ଏମ-୬, ସାମନ୍ତ ବିହାର,
କଳିଙ୍ଗ ହସପିଟାଲ ଛକ ନିକଟ,
ଭୁବନେଶ୍ଵର-୭୫୧ ୦୧୭, ଓଡ଼ିଶା
ଗୁଗଲ ମାନଚିତ୍ର ଦେଖନ୍ତୁ

Date: Tueseday, 29-January-2013 10:30 AM IST
Venue:
Academy for Media Learning
M-6, Samanta Vihar
Near Kalinga Hospital Square,
Bhubaneswar-751 017, Odisha
See Google map here

କେଉଁ ମାନେ ଭାଗ ନେଇପାରିବେ (Who can participate) ସମ୍ପାଦନ କରନ୍ତୁ

ଉଇକିପିଡ଼ିଆ ବାବଦରେ ଜାଣିବାକୁ ଚାହୁଁଥିବା କେହି ବି (ବ୍ୟବହାରକାରୀ, ସମ୍ପାଦକ/ଦାତା ବା ଜାଣିବାକୁ ଇଛୁକ) ଯେ ଭୁବନେଶ୍ୱର ବା ପାଖାଆଖ ସ୍ଥାନରେ ରହୁଛନ୍ତି ଏଠାକୁ ଆସି ଏହି ମେଳଣରେ ଯୋଗଦାନ କରିପାରିବେ । ଆହୁରି ମଧ୍ୟ ଆମେ ନୂଆମାନଙ୍କୁ ଏଠାକୁ ଆସିବାକୁ ନିବେଦନ କରୁଛୁ ଯାହା ସେମାନଙ୍କୁ ପଟୁ ଉଇକିଆଳିଙ୍କ ସହ ଯୋଗ ଦେବାରେ ସହଯୋଗ କରିବ । ଯଦି ଆପଣ ଏଥିରେ ଯୋଗ ଦେବା ନିମନ୍ତେ ଇଛୁକ ତେବେ ତଳେ ଆପଣା ନାମ ଲେଖାନ୍ତୁ ।

ମୂଳ ପ୍ରସଙ୍ଗ (Agenda) ସମ୍ପାଦନ କରନ୍ତୁ

ଓଡ଼ିଆରେ ସମ୍ପାଦନ କରନ୍ତୁ

  • ଉଇକିପିଡ଼ିଆ ବାବଦରେ ଆଲୋଚନା
  • ଓଡ଼ିଆ ଉଇକିପିଡ଼ିଆର ୯ମ ଜନ୍ମତିଥି ପାଳନ
  • ଓଡ଼ିଆ ଉଇକିପିଡ଼ିଆର ଏବେକାର ସ୍ଥିତି ଓ ନୂଆ ଉଇକିପ୍ରକଳ୍ପ ବାବଦରେ ଆଲୋଚନା
  • ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା

In English ସମ୍ପାଦନ କରନ୍ତୁ

  • Introducing Wikipedia
  • Celebrating Odia Wikipedia's 9th birthday!
  • Current status of Odia Wikipedia and WikiProjects
  • Press meet

ଆୟୋଜନ କରୁଛନ୍ତି (Organizers) ସମ୍ପାଦନ କରନ୍ତୁ

  1. ମନୋରଞ୍ଜନ ବେହେରା
  2. ଶ୍ରୀକାନ୍ତ କେଡ଼ିଆ
  3. ସୁଭାସିସପାଣିଗାହି

ପ୍ରେସ ବିଜ୍ଞପ୍ତି ସମ୍ପାଦନ କରନ୍ତୁ

ସବିଶେଷ ଏଠାରେ ପଢ଼ନ୍ତୁ (ଏଠାରୁ ଇଂରାଜୀରେ ପଢ଼ନ୍ତୁ)

ପାଳନ ଆଗର ଖବର ସମ୍ପାଦନ କରନ୍ତୁ

ଭାଗନେଉଛନ୍ତି (Participants) ସମ୍ପାଦନ କରନ୍ତୁ

ଯଦି ଆପଣଙ୍କର ବ୍ୟବହାରକାରୀ ନାଆଁଟିଏ ଅଛି ତେବେ କେବଳ " # ~~~ " ଲେଖିଦିଅନ୍ତୁ, ବ୍ୟବହାରକାରୀ ନାଆଁ ନଥିଲେ" # ଆପଣଙ୍କ ନାଆଁ" ଲେଖିଦିଅନ୍ତୁ । Add your name as " # ~~~ " if you have an username or else add " # Name"

ନାଆଁ ଲେଖାଇଥିଲେ (Signed up) ସମ୍ପାଦନ କରନ୍ତୁ

ଶୁଭେଚ୍ଛା (Best wishes) ସମ୍ପାଦନ କରନ୍ତୁ

ଫେସବୁକ (Facebook) ସମ୍ପାଦନ କରନ୍ତୁ

ଫଟସବୁ ଉଇକି କମନ୍ସରେ ଶ୍ରେଣୀ ସହ ରଖନ୍ତୁ (Please upload to commons and add category) Commons:Category:Bhubaneswar Odia Meetup 2013Jan29