ଉଇକିପିଡ଼ିଆ:ଜନ୍ମତିଥି ୯
20°18′58″N 85°49′16″E / 20.316095°N 85.821149°E
ଉପକ୍ରମ
ସମ୍ପାଦନାଏହି ଉଇକିପିଡ଼ିଆ ମେଳଣଟି ଭୁବନେଶ୍ୱର ଠାରେ ଓଡ଼ିଆ ଉଇକିପିଡ଼ିଆର ୯ମ ଜନ୍ମତିଥି ପାଳନ ନିମନ୍ତେ ଏକ ଉତ୍ସବ । ଏହି ମେଳଣଟି ଯାହା ସାଧାରଣ ଲୋକଙ୍କୁ ଓଡ଼ିଆ ଉଇକିପିଡ଼ିଆ ଓ ଉଇକିମିଡ଼ିଆ ବାବଦରେ ଆଲୋଚନା, ଜନସଚେତନତା ଓ ଏହା ସପକ୍ଷରେ ଯୁକ୍ତିକରିବା ନିମନ୍ତେ କରାଯାଉଅଛି ।
ମେଳଣ ଆଗରୁ କିଛି ଆଲୋଚନା ଆଲୋଚନା ପୃଷ୍ଠାରେ କରିବାକୁ ଅନୁରୋଧ ।
ଜାଗା ଓ ଠିକଣା ( Venue and Date )
ସମ୍ପାଦନାତାରିଖ: ମଙ୍ଗଳବାର, ୨୯-ଜାନୁଆରୀ-୨୦୧୩ ସକାଳ ୧୦:୩୦ ଟା IST
ସ୍ଥାନ :
ଏକାଡେମୀ ଫର ମିଡ଼ିଆ ଲର୍ଣ୍ଣିଙ୍ଗ,
ଏମ-୬, ସାମନ୍ତ ବିହାର,
କଳିଙ୍ଗ ହସପିଟାଲ ଛକ ନିକଟ,
ଭୁବନେଶ୍ଵର-୭୫୧ ୦୧୭, ଓଡ଼ିଶା
ଗୁଗଲ ମାନଚିତ୍ର ଦେଖନ୍ତୁ
Date: Tueseday, 29-January-2013 10:30 AM IST
Venue:
Academy for Media Learning
M-6, Samanta Vihar
Near Kalinga Hospital Square,
Bhubaneswar-751 017, Odisha
See Google map here
କେଉଁ ମାନେ ଭାଗ ନେଇପାରିବେ (Who can participate)
ସମ୍ପାଦନାଉଇକିପିଡ଼ିଆ ବାବଦରେ ଜାଣିବାକୁ ଚାହୁଁଥିବା କେହି ବି (ବ୍ୟବହାରକାରୀ, ସମ୍ପାଦକ/ଦାତା ବା ଜାଣିବାକୁ ଇଛୁକ) ଯେ ଭୁବନେଶ୍ୱର ବା ପାଖାଆଖ ସ୍ଥାନରେ ରହୁଛନ୍ତି ଏଠାକୁ ଆସି ଏହି ମେଳଣରେ ଯୋଗଦାନ କରିପାରିବେ । ଆହୁରି ମଧ୍ୟ ଆମେ ନୂଆମାନଙ୍କୁ ଏଠାକୁ ଆସିବାକୁ ନିବେଦନ କରୁଛୁ ଯାହା ସେମାନଙ୍କୁ ପଟୁ ଉଇକିଆଳିଙ୍କ ସହ ଯୋଗ ଦେବାରେ ସହଯୋଗ କରିବ । ଯଦି ଆପଣ ଏଥିରେ ଯୋଗ ଦେବା ନିମନ୍ତେ ଇଛୁକ ତେବେ ତଳେ ଆପଣା ନାମ ଲେଖାନ୍ତୁ ।
ମୂଳ ପ୍ରସଙ୍ଗ (Agenda)
ସମ୍ପାଦନାଓଡ଼ିଆରେ
ସମ୍ପାଦନା- ଉଇକିପିଡ଼ିଆ ବାବଦରେ ଆଲୋଚନା
- ଓଡ଼ିଆ ଉଇକିପିଡ଼ିଆର ୯ମ ଜନ୍ମତିଥି ପାଳନ
- ଓଡ଼ିଆ ଉଇକିପିଡ଼ିଆର ଏବେକାର ସ୍ଥିତି ଓ ନୂଆ ଉଇକିପ୍ରକଳ୍ପ ବାବଦରେ ଆଲୋଚନା
- ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା
In English
ସମ୍ପାଦନା- Introducing Wikipedia
- Celebrating Odia Wikipedia's 9th birthday!
- Current status of Odia Wikipedia and WikiProjects
- Press meet
ଆୟୋଜନ କରୁଛନ୍ତି (Organizers)
ସମ୍ପାଦନାପ୍ରେସ ବିଜ୍ଞପ୍ତି
ସମ୍ପାଦନାସବିଶେଷ ଏଠାରେ ପଢ଼ନ୍ତୁ (ଏଠାରୁ ଇଂରାଜୀରେ ପଢ଼ନ୍ତୁ)
ପାଳନ ଆଗର ଖବର
ସମ୍ପାଦନାଭାଗନେଉଛନ୍ତି (Participants)
ସମ୍ପାଦନାଯଦି ଆପଣଙ୍କର ବ୍ୟବହାରକାରୀ ନାଆଁଟିଏ ଅଛି ତେବେ କେବଳ " # ~~~ " ଲେଖିଦିଅନ୍ତୁ, ବ୍ୟବହାରକାରୀ ନାଆଁ ନଥିଲେ" # ଆପଣଙ୍କ ନାଆଁ" ଲେଖିଦିଅନ୍ତୁ । Add your name as " # ~~~ " if you have an username or else add " # Name"
ନାଆଁ ଲେଖାଇଥିଲେ (Signed up)
ସମ୍ପାଦନାଶୁଭେଚ୍ଛା (Best wishes)
ସମ୍ପାଦନାଖବରରେ (In News)
ସମ୍ପାଦନା- ଓଡ଼ିଆ ଉଇକିପିଡ଼ିଆର ନବମ ଜନ୍ମତିଥି ଅବସରରେ କର୍ମଶାଳା: ଇମିଡ଼ିଆରେ ଓଡ଼ିଆ ଭାଷାର ପ୍ରୟୋଗ. ଓଡ଼ିଶାନ୍
- ଲିପି ବ୍ୟାକରଣ ଓ ମାନକ ଭାଷାର ପ୍ରୟୋଗ ଜରୁରୀ. ସମ୍ବାଦ
- Odisha: Workshop organized on 9th Anniversary of Odia language: Application of Odia language in e-media. eindiadiary.com
- Odisha: Workshop organized on 9th Anniversary of Odia language: Application of Odia language in e-media. orissadiary.com
- Odisha: Workshop organized on 9th Anniversary of Odia language: Application of Odia language in e-media. 'indiaeducationdiary.in
ଫେସବୁକ (Facebook)
ସମ୍ପାଦନା- ଏହି ମେଳଣର ତାଜାଖବର ଫେସବୁକରେ/ Find the updates in facebook at ଫେସବୁକରେ ତାଜା ଖବର
ଟୁଇଟର (Twitter)
ସମ୍ପାଦନା- Tweet with #WPMBBS4 twitter hashtag ଟୁଇଟରରେ ଏହି କର୍ମଶାଳାର କଥାସବୁ ଖୋଜନ୍ତୁ (Search in Twitter for all the updates)
ଫଟୋ (Photos)
ସମ୍ପାଦନାଫଟସବୁ ଉଇକି କମନ୍ସରେ ଶ୍ରେଣୀ ସହ ରଖନ୍ତୁ (Please upload to commons and add category) Commons:Category:Bhubaneswar Odia Meetup 2013Jan29