ଉଇକିପିଡ଼ିଆ:କର୍ମଶାଳା/ପୁରୀ/ପୁରୀ୧

ସାରକଥା ସମ୍ପାଦନା

ଏହି ଉଇକିପିଡ଼ିଆ ମେଳଣଟି ଉଇକିଆଳି(ସମ୍ପାଦକ ଓ ବ୍ୟବହାରକାରୀ)ମାନଙ୍କର ମେଳଣ ଯାହା ସାଧାରଣ ଲୋକଙ୍କୁ ଉଇକିପିଡ଼ିଆ ଓ ଉଇକିମିଡ଼ିଆ ବାବଦରେ ଆଲୋଚନା, ଜନସଚେତନତା ଓ ଏହା ସପକ୍ଷରେ ଯୁକ୍ତିକରିବା ନିମନ୍ତେ କରାଯାଇଥାଏ ।


ଜାଗା ଓ ଠିକଣା ( Venue and Date ) ସମ୍ପାଦନା

ତାରିଖ: : ରବିବାର, ୨୦-ଡିସେମ୍ବର-୨୦୧୫ ସକାଳ ୧୧:୦୦ ଟା IST
ସ୍ଥାନ :
Premier Institute Of Computer Studies(PICS)

Date: : Sunday, 20-December-2015 11:00 AM IST

କେଉଁ ମାନେ ଭାଗ ନେଇପାରିବେ (Who can participate) ସମ୍ପାଦନା

ଉଇକିପିଡ଼ିଆ ବାବଦରେ ଜାଣିବାକୁ ଚାହୁଁଥିବା କେହି ବି (ବ୍ୟବହାରକାରୀ, ସମ୍ପାଦକ/ଦାତା ବା ଜାଣିବାକୁ ଇଛୁକ) ଯେ ପୁରୀ ବା ପାଖାଆଖ ସ୍ଥାନରେ ରହୁଛନ୍ତି ଏଠାକୁ ଆସି ଏହି ମେଳଣରେ ଯୋଗଦାନ କରିପାରିବେ ।ଆହୁରି ମଧ୍ୟ ଆମେ ନୂଆମାନଙ୍କୁ ଏଠାକୁ ଆସିବାକୁ ନିବେଦନ କରୁଛୁ ଯାହା ସେମାନଙ୍କ ପକ୍ଷରୁ ଉଇକିଆଳିଙ୍କ ସହ ଯୋଗ ଦେବାରେ ସହଯୋଗ କରିବ । ଯଦି ଆପଣ ଏଥିରେ ଯୋଗ ଦେବା ନିମନ୍ତେ ଇଛୁକ ତେବେ ତଳେ ଆପଣା ନାମ ଲେଖାନ୍ତୁ ।

ମୂଳ ପ୍ରସଙ୍ଗ (Agenda) ସମ୍ପାଦନା

ଓଡ଼ିଆରେ ସମ୍ପାଦନା

  • ଉଇକିପିଡ଼ିଆ ବାବଦରେ ଆଲୋଚନା/ Introducing Wikipedia
  • ଓଡ଼ିଆ ଉଇକିପିଡ଼ିଆର ଏବେକାର ସ୍ଥିତି/ Current status of Odia Wikipedia
  • ଉଇକିପ୍ରକଳ୍ପ/ WikiProjects
  • ଉଇକିମିଡ଼ିଆର ଅନ୍ୟ ପ୍ରକଳ୍ପମାନ (ଓଡ଼ିଆ ଉଇକିଅଭିଧାନ, ଓଡ଼ିଆ ଉଇକିକଥା, ଆଦି)/Sister projects (Odia Wiktionary, Odia WikiQuote & future projects)
  • ସବୁଯାକ ପ୍ରକଳ୍ପର ଅଧୁନାତନ ସ୍ଥିତି ଓ ଭବିଷ୍ୟତର ପ୍ରକଳ୍ପ/ General status of overall projects and future initiatives
  • ସମ୍ପାଦନା କାଳରେ ଉପୁଜୁଥିବା ଅସୁବିଧାର ସମାଧାନ/ Solving problems faced by participants while editing

ଆୟୋଜନ କରୁଛନ୍ତି (Organizers) ସମ୍ପାଦନା

ଶୁଭେଚ୍ଛା (Best wishes) ସମ୍ପାଦନା

ଟ୍ଵିଟ୍ଟର (Twitter) ସମ୍ପାଦନା

 
ଓଡିଆ ଉଇକିପିଡିଆର ପ୍ରଥମ ପୁରୀ କର୍ମଶାଳା

ଫଟସବୁ ଉଇକି କମନସ ରେ ବିଭାଗ ସହ ରଖନ୍ତୁ (Please upload to commons and add category)

ପୁରୀ କର୍ମଶାଳା ବିବରଣୀ ସମ୍ପାଦନା

ପୁରୀରେ ପ୍ରଥମ କର୍ମଶାଳା ଆୟୋଜନ କରାଯାଇଥିଲା ୨୦/୧୨/୨୦୧୫ । ସ୍ନେହାଶିଷ ନାୟକ ଏହି ଆୟୋଜନ କରିଥିଲେ । ଏହି କର୍ମଶାଳାରେ ପୁରୀରୁ ୨୨ ଜଣ ଭୁବନେଶ୍ୱରରୁ Sailesh Patnaik Subas Chandra Rout ଯୋଗ ଦେଇଥିଲେ । ଉଇକିପଡ଼ିଆ ବିଷୟରେ ଆଲୋଚନା ହୋଇଥିଲା । କିପରି ଟାଇପ ଓ ସମ୍ପାଦନା କରାଯାଏ ଶିକ୍ଷା ଦିଆଗଲା । ଅନ୍ୟାନ୍ୟ ପ୍ରକଳ୍ପ ବିଷୟରେ ସମ୍ୟକ ଆଲୋକପାତ କରାଯାଇଥିଲା । ସମ୍ଭବ ହେଲେ ଉଇକିପିଡ଼ିଆ ଜନ୍ମ ଦିବସ ୧୫/୦୧/୨୦୧୬ ଏଠାରେ ପାଳନ କରିବାକୁ ପ୍ରସ୍ତାବ ଦିଆଗଲା । ସେଠାରେ ଭବିଷ୍ୟତ ଉଇକିଆଳିମାନେ ମନ ଧ୍ୟାନ ଦେଇ ଶୁଣିଲେ ଓ ଲେଖିବା ନିମନ୍ତେ ପ୍ରତିଶୃତି ଦେଇଥିଲେ ।--Subas Chandra Rout (ମୋ ଆଲୋଚନା) ୧୧:୩୮, ୨୫ ଡିସେମ୍ବର ୨୦୧୫ (UTC)