ଉଇକିପିଡ଼ିଆ:କର୍ମଶାଳା/ଭୁବନେଶ୍ୱର/୩

ଓଡ଼ିଆ ଉଇକିପିଡ଼ିଆ ଅନଲାଇନରେ ମାଗଣାରେ ଉପଲବ୍ଧ ଏକ ଜ୍ଞାନକୋଷ ବା ଏନସାଇକ୍ଲୋପିଡ଼ିଆ । ଏଥିରେ ଏଯାବତ ୩୦୬୦ ଗୋଟି ପ୍ରସଙ୍ଗ ରହିଛି । ଏଥିରେ ଥିବା ପ୍ରସଙ୍ଗସବୁକୁ କେହି ବି ସମ୍ପାଦନା କରିପାରିବେ ଓ ଏଥିରେ ଅଧିକ ଉପୟୋଗୀ ତଥ୍ୟ ଯୋଡ଼ିପାରିବେ । ଏହି କର୍ମଶାଳାଟି ଓଡ଼ିଆ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆଉ ଏହାର ବିକାଶ କରିବାକୁ ଆରମ୍ଭ କରାଯାଇଛି । ଏହିଟି ଭୁବନେଶ୍ୱରରେ ହେଉଥିବା ପ୍ରଥମ ମେଳଣ, ତେଣୁ ଇଚ୍ଛୁକ ଓଡ଼ିଆମାନଙ୍କୁ ଏଠାକୁ ଆସିବାକୁ ଅନୁରୋଧ କରାଯାଉଛି ।
କେଉଁ ମାନେ ଭାଗ ନେଇପାରିବେ (Who can participate) ସମ୍ପାଦନ କରନ୍ତୁ
ଭୁବନେଶ୍ୱର ବା ପାଖାଆଖ ସ୍ଥାନରେ ରହୁଥିବା କେହି ବି ଏଥିରେ ଆସି ଭାଗନେଇପାରିବେ । ଓଡ଼ିଆ ଭାଷାର ବିକାଶରେ ଉଇକିପିଡ଼ିଆରେ ଭୂମିକା ଓ ସେ କିପରି ଏଥିରେ ଭାଗ ନେଇ ଓଡ଼ିଆରେ ଏହି ବିଶାଳ ଜ୍ଞାନକୋଷର ଗଠନରେ କିପରି ଅଂଶଗ୍ରହଣ କରିପାରିବେ ସେ ବାବଦରେ ଜାଣିପାରିବେ ।
ସ୍ଥାନ ଓ ଠିକଣା ( Venue and Date ) ସମ୍ପାଦନ କରନ୍ତୁ
ତାରିଖ: : ରବିବାର, ୧୮-ନଭେମ୍ବର -୨୦୧୨ ୧୦:୦୦ ଘଟିକା ଭାରତୀୟ ମାନକ ସମୟ
ସ୍ଥାନ :
କେ.ଏମ.ବି.ବି କଲେଜ ଅଫ ଇଞ୍ଜିନିଅରିଂ ଆଣ୍ଡ ଟେକନୋଲୋଜି
ଜାତୀୟ ରାଜପଥ ୫,
ଭୁବନେଶ୍ୱର, ଓଡ଼ିଶା
Date: : Saturday, 18-November-2012 10:00 AM IST
Venue:
KMBB College of Engineering and Technology
NH 5, Bhubaneswar, Odisha
ମୂଳ ପ୍ରସଙ୍ଗ (Agenda) ସମ୍ପାଦନ କରନ୍ତୁ
- ଓଡ଼ିଆରେ
- ଓଡ଼ିଆ ଉଇକିପିଡ଼ିଆର ଆରମ୍ଭ, ବିକାଶ ଓ ଓଡ଼ିଆ ଭାଷାର ବିକାଶରେ ଏହାର ଭୂମିକା/ Introducing Wikipedia
- ଓଡ଼ିଆ ଉଇକିପିଡ଼ିଆର ଏବେକାର ସ୍ଥିତି/ Current status of Odia Wikipedia
- ଏଥିରେ ସାଧାରଣ ଲୋକେ କିପରି ଭାଗନେଇ ଲେଖାଲେଖି, ସମ୍ପାଦନା କରିପାରିବେ
- କର୍ମଶାଳା ପରର କାର୍ଯ୍ୟକ୍ରମ
ଆୟୋଜନକାରୀ (Organizers) ସମ୍ପାଦନ କରନ୍ତୁ
ଅଂଶଗ୍ରହଣକାରୀ (Participants) ସମ୍ପାଦନ କରନ୍ତୁ
ଯଦି ଆପଣଙ୍କର ବ୍ୟବହାରକାରୀ ନାମଟିଏ ଅଛି ତେବେ କେବଳ " # ~~~ " ଲେଖିଦିଅନ୍ତୁ, ଇଉଜର ନାମ ନଥିଲେ" # ଆପଣଙ୍କ ନାମ" ଲେଖିଦିଅନ୍ତୁ । Add your name as " # ~~~ " if you have an username or else add " # Name"
ନାମ ଲେଖାଇଥିଲେ (Signed up) ସମ୍ପାଦନ କରନ୍ତୁ
ଶୁଭେଚ୍ଛା (Best wishes) ସମ୍ପାଦନ କରନ୍ତୁ
ବିବରଣୀ ସମ୍ପାଦନ କରନ୍ତୁ
ଦୀର୍ଘ ଚାରି ମାସର ବ୍ୟବଧାର ପରେ କଟକରେ ଉଇକିମେଳି ଅନୁଷ୍ଠିତ ହେଉଥିବାରୁ ଅଧିକ ସଂଖ୍ୟାରେ ଓକିଆଳି ଓ ଆଗ୍ରହୀ ବ୍ୟକ୍ତି ଯୋଗଦେବେ ବୋଲି ଆଶା କରାଯାଇଥିଲା । ଫେସବୁକ ପୃଷ୍ଠାରେ ମଧ୍ୟ ୨୭ଜଣ ଯୋଗଦେବା ନିମନ୍ତେ ନିଶ୍ଚିତ କରିଥିବା ବେଳେ ଆଉ ୧୬ଜଣ ଯୋଗଦେବାର ସମ୍ଭାବନା ଥିଲା । ଉକିକିମେଳିରେ ସର୍ବମୋଟ ଛଅ ଜଣ ଯୋଗଦେଇଥିଲେ । ଯୋଗଦାନକାରୀଙ୍କ ମଧ୍ୟରୁ ଡାକ୍ତର ସୁବାସ ଚନ୍ଦ୍ର ରାଉତ ଓ ଶ୍ରୀ ଶିତିକଣ୍ଠ ଦାଶ ପ୍ରଥମଥର ନିମନ୍ତେ ଏକ ଉଇକିମେଳିରେ ଯୋଗଦେଇଥିଲେ ।
ଖବରରେ (In News) ସମ୍ପାଦନ କରନ୍ତୁ
ଫେସବୁକ (Facebook) ସମ୍ପାଦନ କରନ୍ତୁ
ଟୁଇଟର (Twitter) ସମ୍ପାଦନ କରନ୍ତୁ
ଫଟୋ (Photos) ସମ୍ପାଦନ କରନ୍ତୁ
ଫଟୋସବୁ ଉଇକି କମନ୍ସ୍ ରେ ବିଭାଗ ସହ ରଖନ୍ତୁ (Please upload to commons and add category) Commons:Category:Bhubaneswar Odia Workshop 18Nov2012