ଉଇକିପିଡ଼ିଆ:କର୍ମଶାଳା/କଟକ/୧

ଏଇ କର୍ମଶାଳାଟି ଓଡ଼ିଆ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆଉ ଏହାର ବିକାଶ କରିବାକୁ ଆରମ୍ଭ କରାଯାଇଛି । ଏଇଟି ୭ମ ଓଡ଼ିଆ ଉଇକିପିଡ଼ିଆ କର୍ମଶାଳା ଓ ଓଡ଼ିଶାରେ ହେଉଥିବା ୩ୟ କର୍ମଶାଳା, ତେଣୁ ସବୁ ଓଡ଼ିଆମାନଙ୍କୁ ଏଠାକୁ ଆସିବାକୁ ଡକରା ।

 
ଅଂଶଗ୍ରହଣକାରୀ

ଜାଗା ଓ ଠିକଣା ( Venue and Date )ସମ୍ପାଦନ କରନ୍ତୁ

ତାରିଖ: : ରବିବାର, ୨୦୧୧-ଅକ୍ଟୋବର-୦୯ ସକାଳ ୧୦:୦୦ ଟା IST
ସ୍ଥାନ :
ଇମେଜ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ
ଆଇ ଆଇ ଟି ଏମ କ୍ୟାମ୍ପସ,
ଉପର ତେଲେଙ୍ଗା ବଜାର (ନଈ ପାଖ),
ପୁରୀଘାଟ ପୋଲିସ ଥାନା ପାଖ,
କଟକ-୭୫୩୦୦୨, ଓଡ଼ିଶା, ଭାରତ

Date: : Sunday, 2011-October-09 10:00 AM IST

Venue:
Image Institute of Technology & Management
IITM Campus,
Upper Telenga Bazar(River Side),
Near Purighat Police Station,
Cuttack-753002,Odisha, India

କେଉଁ ମାନେ ଭାଗ ନେଇପାରିବେ (Who can participate)ସମ୍ପାଦନ କରନ୍ତୁ

ଓଡ଼ିଆ ଉଇକିପିଡ଼ିଆ ବିଷୟରେ ଯେଉଁ ମାନେ କିଛି ଜାଣିବାକୁ ଚାହୁଁଛନ୍ତି ଆଉ ଭାଗନେଇ ଓଡ଼ିଆ ଭାଷାରେ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚାହାନ୍ତି, ସେ ସମସ୍ତେ ଏଠାକୁ ଆସିପାରିବେ । ଓଡ଼ିଆ ଉଇକିପିଡ଼ିଆ ୨୦୦୨ ମସିହାରେ ଆରମ୍ଭ ହୋଇଥିଲା ଯେବେ ଅନ୍ୟ ଭାରତୀୟ ଭାଷାରେ ଉଇକିପିଡ଼ିଆର ମୂଳଦୁଆ ବି ପଡ଼ିନଥିଲା, ହେଲେ କାମ ଅଭାବରୁ ସେଇଟି ଏବେ ସବୁଠୁ ପଛରେ ପଡ଼ିଯାଇଛି, ତେଣୁ ଆମେ ଏଇ ୨ୟ ଓଡ଼ିଆ ଉଇକି କରମଶାଳା ଜରିଆରେ ୨୦୦୦ ବରଷ ପୁରୁଣା ସେହି ଓଡ଼ିଆ ଭାଷାକୁ ପୁଣି ଉଇକିପିଡ଼ିଆ ଜରିଆରେ ଆଗକୁ ବଢ଼ାଇବା । ଯଦି ଆପଣ ଇଛୁକ ତେବେ ତଳେ ନାମ ଲେଖାନ୍ତୁ ।

ମୂଳ ପ୍ରସଙ୍ଗ (Agenda)ସମ୍ପାଦନ କରନ୍ତୁ

ପ୍ରଥମ ପ୍ରସଙ୍ଗ: ଓଡ଼ିଆ ଉଇକିପିଡ଼ିଆକୁ ପାଛୋଟା ଓ ବାକି ପ୍ରକଳ୍ପ

  • ଓଡ଼ିଆ ଉଇକିପିଡ଼ିଆ ବିଷୟରେ ଜାଣିବା କଥା, ଓଡ଼ିଆ ଉଇକିପିଡ଼ିଆ ଓ ବାକି ଉଇକି ପ୍ରକଳ୍ପ
  • ଓଡ଼ିଆ ଉଇକିପିଡ଼ିଆର ଏବେକାର ସ୍ଥିତି

ଦ୍ଵିତୀୟ ପ୍ରସଙ୍ଗ: ଉଇକିପିଡ଼ିଆରେ ଲେଖା ଖୋଜା ଓ ବଦଳ

  • - କେମିତି ଖୋଜିବେ ଲେଖାଟିଏ
  • - କେମିତି ବଦଳାଇବେ ପୁରୁଣା ଲେଖା, ବୋଲ୍ଡ, ତେରେଛା ଓ ===ବଡ଼ ଅକ୍ଷର=== କେମିତି ଲେଖିବେ
  • - ଆଧାର ଓ ବାହାର ଲିଙ୍କ ଯୋଡ଼ିବେ କେମିତି
  • - ବଦଳାଇବାରେ ଅସୁବିଧା ଓ ତାହାର ସମାଧାନ
  • - ଓଡ଼ିଆ ଉଇକିପିଡ଼ିଆରେ କଣ ଲେଖିବେ ଓ କଣ ଲେଖିବେ ନାହିଁ

ଦ୍ଵିତୀୟ ପ୍ରସଙ୍ଗ ପରର ଆଲୋଚନା:

  • - ଓଡ଼ିଆ ଉଇକିପିଡ଼ିଆ କାହିଁକି ?
  • - ଓଡ଼ିଆରେ ପଢ଼ିବାରେ ଅସୁବିଧା ଓ ତାହାର ସମାଧାନ
  • - ନଗଦ ଯୋଡ଼ାଯାଇଥିବା ନୁଆ ନୁଆ ସୁବିଧା
  • - ଓଡ଼ିଆ ଉଇକିପିଡ଼ିଆରେ ଆଗକୁ କରିବାକୁ ଥିବା କାମସବୁ
  • - ସଙ୍ଘ ଗଢ଼ା
  • - ଅନୁବାଦରେ ଅସୁବିଧା ଓ ସମାଧାନ
  • - ସ୍କୁଲ ପିଲାଙ୍କ ପାଇଁ ଓଡ଼ିଆ ଉଇକିପିଡ଼ିଆରେ ନୁଆ ନୁଆ ସୁବିଧା

Main Agenda:
Session1:Introduction to Wikipedia and odia wiki projects

  • - Introduction about Wikipedia and Odia Wikipedia
  • - Current status of Odia Wikipedia

Session2:Introduction to Editing in Wikipedia

  • - How to edit any page in Odia Wikipedia
  • - How to add Bold, Italicised, === Headings === and "sign" and other commonly used syntaxes
  • - How to add references and external links
  • - Editing conflicts and how to solve them
  • - What to write and what NOT to add in Odia Wikipedia

Post Session2 discussions:

  • - Why Wikipedia Odia?
  • - Recent developments and new features added in Wikipedia
  • - Future deveopment and possible opportunities with Wikipedia
  • - Discussion of common problems raised (And by audience)
  • - Display and typing issues and solution
  • - Building community
  • - Translation issues & possible measures to solve them
  • - Incubation of new projects for students in Odia Wikipedia
  • - Future Projects for Odia Wikipedia

ଆୟୋଜନ କରୁଛନ୍ତି (Organizers)ସମ୍ପାଦନ କରନ୍ତୁ

  1. ଓଡିଆ ବିଶ୍ଵବିଦ୍ୟାଳୟ ସ୍ଥାପନ କମିଟି
  2. ସଁବି ମହାତ (ମୋ କଥା)
  3. ଶ୍ରୀକାନ୍ତ କେଡ଼ିଆ (ମୋ କଥା)
  4. ସୁଭାସିସ ପାଣିଗାହି (ମୋ କଥା)


ଭାଗନେଉଛନ୍ତି (Participants)ସମ୍ପାଦନ କରନ୍ତୁ

 
କର୍ମଶାଳାରେ ଆଲୋଚନା

ଯଦି ଆପଣଙ୍କର ଉଇଜର ନାଆଁଟିଏ ଅଛି ତେବେ କେବଳ " # ~~~ " ଲେଖିଦିଅନ୍ତୁ, ଇଉଜର ନାଆଁ ନଥିଲେ" # ଆପଣଙ୍କ ନାଆଁ" ଲେଖିଦିଅନ୍ତୁ । Add your name as " # ~~~ " if you have an username or else add " # Name"

ଏଥିରେ ଭାଗନେଇଥିଲେ (Attendees)ସମ୍ପାଦନ କରନ୍ତୁ

  1. Anish Mishra
  2. Priya Ranjan
  3. Dhanada Mishra
  4. Subrat
  5. Sudhansu Bhusan Mishra
  6. Mrutyunjaya Kar
  7. Subham Shaswat Pusty
  8. Krupasindhu Muduli
  9. Ankush Bhawsinka
  10. Kamalakanta Nayak
  11. Jyotiprakash Satyakam Das
  12. Shisir Kumar Nayak
  13. Prof. Natabar Satapathy
  14. Snebarajan Sahoo
  15. Subha Pa
  16. Srikant Kedia

ନାଆଁ ଲେଖାଇଥିଲେ (Signed up)ସମ୍ପାଦନ କରନ୍ତୁ

  1. --Srikant Kedia
  2. -- ସୁଭାସିସ ପାଣିଗାହି (ମୋ କଥା)
  3. --କୃପାସିନ୍ଧୁ ମୁଦୁଲି
  4. --ମୃତ୍ୟୁଞ୍ଜୟ କର
  5. -- କମଳାକାନ୍ତ ନାୟକ
  6. -- ସୁଧାଂଶୁ ଭୂଷଣ ମିଶ୍ର

ଶୁଭେଚ୍ଛା (Best wishes)ସମ୍ପାଦନ କରନ୍ତୁ

  1. My best wishes :) I am looking forward to see more active wikipedians. -ଅηsuмaη Talk ୦୮:୦୧, ୫ ଅକ୍ଟୋବର ୨୦୧୧ (UTC)

ଓଡ଼ିଆ ଉଇକିପିଡ଼ିଆର ୭ମ କର୍ମଶାଳା କଟକ ଠାରେ ୯ ଅକ୍ଟୋବର ଦିନ ଅନୁଷ୍ଠିତ ହୋଇ ଯାଇଛି । ଏହା ଫେବ୍ରୁଆରି ପରଠୁ ଓଡ଼ିଆ ଭାଷାରେ ଅନଲାଇନ ଜ୍ଞାନକୋଷ ତଥା ଅନେକ ଖୋଲା ମାଧ୍ୟମ ପ୍ରକଳ୍ପର ପ୍ରଚାର, ପ୍ରସାର ଓ ସଂଘ ନିର୍ମାଣ ଯୋଜନାର ଅନ୍ତର୍ଗତ । ଓଡ଼ିଆ ଭାଷାରେ ନାନାଦି ପ୍ରସଙ୍ଗର ଅନଲାଇନ ନଥିକରଣ ନିମନ୍ତେ ଏକ ମାଗଣା ଜ୍ଞାନକୋଷ "ଉଇକିପିଡ଼ିଆ" ୨୦୦୨ ପରଠାରୁ ଉପଲବ୍ଧ ହୋଇ ଆସୁଅଛି ଯାହାକି ଏକ ଉପଯୁକ୍ତ ସଂଘର ଅଭାବରେ ପାଖାପାଖି ୮ ବର୍ଷ ଅକାଳ ହୋଇ ପଡ଼ିରହିଥିଲା । ଫେବ୍ରୁଆରି ମାସରେ କେତେଜଣ ଓଡ଼ିଆଙ୍କ ପ୍ରଚେଷ୍ଟା ଯୋଗୁଁ ଏହା ପୁଣି ଥରେ ସଚଳ ହୋଇଛି । କଟକରେ ଅନୁଷ୍ଠିତ ଏହି ପ୍ରକାରର ୨ୟ କର୍ମଶାଳା ପୁରୀଘାଟ ସ୍ଥିତ ଇମେଜ ଇନଷ୍ଟିଚୁଟ ଅଫ ମାନେଜମେଣ୍ଟ ଆଣ୍ଡ ସାଇନ୍ସରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୫ ଜଣ ଉତ୍ସାହୀ କର୍ମୀ ଯୋଗ ଦେଇ ଏହି ଶିକ୍ଷଣଭିତ୍ତିକ କର୍ମଶାଳାରୁ ଜ୍ଞାନ ଆହରଣ କରିଥିଲେ । ଏହି କର୍ମଶାଳାର ପ୍ରଥମ ଭାଗରେ ସୁଭାସିସ ପାଣିଗାହି ଉଇକିପିଡ଼ିଆ ବାବଦରେ ସଂକ୍ଷେପରେ ଜଣାଇଥିଲେ ଓ ଜଣେ ବ୍ୟବହାରକାରୀ କିପରି ଏକ ନୂଆ ପ୍ରସଙ୍ଗ ଲେଖିପାରିବେ/ଆଗରୁଥିବା ପ୍ରସଙ୍ଗକୁ ଉନ୍ନତ କରିପାରିବେ ଓ ଅଧିକରୁ ଅଧିକ ବାହାର ଆଧାର ଦେଇ ଅଧିକ ପ୍ରମାଣଯୋଗ୍ୟ କରିପାରିବେ ତାହା ବଟାଇଥିଲେ ।

କର୍ମଶାଳାର ଦ୍ଵିତୀୟ ଭାଗରେ ସୁପରିଚିତ ଓଡ଼ିଆ ଭାଷାବିଦ ନଟବର ଶତପଥି, ଓଡ଼ିଆ ଭାଷା ଗବେଷକ ତଥା ଓଡ଼ିଆ ବିଶ୍ୱବିଦ୍ୟାଳୟ କମିଟିର ସମ୍ପାଦକ ସୁବ୍ରତ ପୃଷ୍ଟି, ହ୍ୟୁମାନ ରିସୋର୍ସ ଡେଭେଲପମେଣ୍ଟର ନିର୍ଦ୍ଦେଶକ ଡ. ଧନଦାକାନ୍ତ ମିଶ୍ର ଓ ସେହି ସଂସ୍ଥାର ଅନ୍ୟଜଣେ ପଦାଧିକାରୀ ଡ. ମିଶ୍ର ଏଥିରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏଥିରେ ପୁରାତନ ଓ ଆଧୁନିକ ଓଡ଼ିଆଭାଷାରେ ବର୍ଣ୍ଣ ଓ ଲିପିର ବ୍ୟବହାର, ଓଡ଼ିଆରେ ଅନଲାଇନରେ ନୂଆ ପ୍ରକଳ୍ପର ଆରମ୍ଭ ଆଦି ବାବଦରେ ଆଲୋଚନା କରିଥିଲେ। ଏହି କର୍ମଶାଳାରେ ଉଇକିମିଡ଼ିଆ ଫାଉଣ୍ଡେସନ ତରଫରୁ ଉଇକିପିଡ଼ିଆର ବ୍ୟବହାର ସମ୍ବନ୍ଧିତ ପ୍ରକାଶିତ ପୁସ୍ତିକା ବିତରଣ କରାଯାଇଥିଲା । ତାହାଛଡ଼ା ଓଡ଼ିଆ ଉଇକିଆଳିଙ୍କ ଲିଖିତ ଏକ ବାରମ୍ବାର ପଚରାଯାଉଥିବା ପ୍ରଶ୍ନର ଉତ୍ତର ଓ ଓଡ଼ିଆରେ କମ୍ପ୍ୟୁଟରରେ ଟାଇପ କରିବାର ସବିଶେଷ ସମ୍ବଳିତ ଆଉ ଏକ ପୁସ୍ତିକା ବାବଦରେ ଉପସ୍ଥିତ ଅଂଶଗ୍ରହଣକାରୀଙ୍କୁ ସଚେତିତ କରାଯାଇଥିଲା । କମ୍ପ୍ୟୁଟରରେ ଇଉନିକୋଡ଼ ଓଡ଼ିଆରେ ଲେଖାଲେଖିରେ ଉପୁଜୁଥିବା ଅସୁବିଧା ଓ ତହିଁର ସମାଧାନ ସମ୍ବନ୍ଧରେ ଏଠାରେ ଆଲୋଚନା ହୋଇଥିଲା । ତାହାସହିତ ଏକ ନୂଆ ପ୍ରକଳ୍ପ "ଓଡ଼ିଆ ଉଇକି ଅଭିଧାନ" (ଓଡ଼ିଆରେ ଏକ ଅନଲାଇନ ଅଭିଧାନ ଯାହା or.wiktionary.org ରେ ଉପଲବ୍ଧ)କୁ ଅଂଶଗ୍ରହଣକାରୀଙ୍କ ସହ ପରିଚିତ କରାଯାଇଥିଲା । ପାଠକ, ବ୍ୟବହାରକାରୀ ଓ ଦାତାମାନଙ୍କର ଆଗ୍ରହକୁ ଦେଖି ଭବିଷ୍ୟତରେ ଓଡ଼ିଆ ଢଗଢମାଳି, ନୀତିକଥା, ପୁରାତନ ରଚନା ତଥା ଭାଗବତ, ମହାଭାରତ ଆଦି ପୁରାଣସମୂହକୁ ମାଗଣାରେ ଇଣ୍ଟରନେଟରେ ଉପଲବ୍ଧ କରାଇବାର ଯୋଜନା ମଧ୍ୟ ହାତକୁ ନିଆଯାଇଛି ।

ଓଡ଼ିଆ ଉଇକିପିଡ଼ିଆ ବାବଦରେ ବିଶେଷ ବିବରଣୀ http://or.wikipedia.org ରୁ ମିଳିପାରିବ । ଏଠାରେ ଜଣାଇ ଦିଆଯାଇପାରେ ଯେ ଓଡ଼ିଆରେ ଏଯାବତ ୧,୬୪୩ ଗୋଟି ଲେଖା ଅଛି ।

ଫେସବୁକ (Facebook)ସମ୍ପାଦନ କରନ୍ତୁ

ଫଟସବୁ ଉଇକି କମନସ ରେ ବିଭାଗ ସହ ରଖନ୍ତୁ (Please upload to commons and add category) Commons:Category:Cuttack Odia Workshop 2011Oct09

 
ଅଂଶଗ୍ରହଣକାରୀ