ଉଇକିପିଡ଼ିଆ ମେଳଣ ଦେଇ ଆମେ ଓଡ଼ିଆ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚେଇବାର ଚେଷ୍ଟା କରିଥାଉ, ଓଡ଼ିଆ ଉଇକିପିଡ଼ିଆ ଉପରେ ନାନା ଆଲୋଚନା କରିଥାଉ ଓ ଆଗକୁ ବଢାଇବାର ବାଟ ତିଆରି କରିଥାଉ । ଯଦି ଆପଣ କଟକ ଓ କଟକ ବାହାରେ ଓଡ଼ିଆ ଉଇକିପିଡ଼ିଆ ଓ ବାକି ଉଇକିମିଡ଼ିଆ ପ୍ରକଳ୍ପସବୁର ବିକାଶ ପାଇଁ ଇଛୁକ ତେବେ ଏଥିରେ ଭାଗ ନିଅନ୍ତୁ ।

ଜନସଚେତନତା

ସମ୍ପାଦନା

ଅଧିକରୁ ଅଧିକ ଲୋକଙ୍କୁ ଭେଟି ସେହି ଆଗ୍ରହୀ ଲୋକଙ୍କ ପାଖରେ ଏଇ କଥାଟିକୁ ସଭିଙ୍କ ପାଖରେ ପହଞ୍ଚାନ୍ତୁ, ଯେଉଁ ଉଇକିଆଳିମାନେ କଟକରେ ହେଉଥିବା କର୍ମଶାଳା, ଓଡ଼ିଶାରେ ଥିବା ଉଇକିଆଳି, WikiProject India, ଓଡିଶା ଉଇକି ପ୍ରକଳ୍ପରେ, ଭାଗ ନେବାକୁ ଚାହାନ୍ତି ସେମାନେ କଟକର ଆଲୋଚନାରେ ନାଆଁ ଲେଖାଇ ପାରିବେ ।

ମେଲ ତାଲିକା

ସମ୍ପାଦନା

ଯଦି ଆପଣ ଆଗ୍ରହୀ ତେବେ ଏହି ମେଲ ତାଲିକାରେ ଯୋଗ ଦିଅନ୍ତୁ https://lists.wikimedia.org/mailman/listinfo/wikipedia-or

ଆଗକୁ ହେବାକୁ ଥିବା ମେଳଣ

ସମ୍ପାଦନା

କେମିତି କରିବେ ଓଡ଼ିଆ ଉଇକିପିଡ଼ିଆ ମେଳଣ

ସମ୍ପାଦନା
 
ଓଡ଼ିଆ ଉଇକି ପ୍ରକଳ୍ପ ଶିକ୍ଷଣ

ଓଡ଼ିଆ ଉଇକିପିଡ଼ିଆ ମେଳଣସବୁ ସ୍ଵେଚ୍ଛାସେବୀ ମାନଙ୍କ ଦେଇ କରାଯାଇଥାଏ । ଯଦି ଆପଣ ଆଗ୍ରହୀ ତେବେ ନିଜ ଜାଗାରେ ବି ଏହା କରିପାରିବେ ।

ଏଠାରେ ଓଡ଼ିଆ ଉଇକି କର୍ମଶାଳାରେ ଉଇକି ବିଷୟରେ ବୁଝାଇବା ପାଇଁ PDF ଟିଏ ରଖାଯାଇଛି ଯାହା ଆପଣ ଡାଉନଲୋଡ଼ କରି ବ୍ୟବହାର କରିପାରିବେ ।

ଆଗରୁ ହୋଇଥିବା ମେଳଣ

ସମ୍ପାଦନା
 
୧ମ କର୍ମଶାଳା, କଟକ ୧୭ ଏପ୍ରିଲ ୨୦୧୧

ଯଦି ଆଗକୁ ହେବାକୁ ଥିବା ମେଳଣରେ ଭାଗନେବାକୁ ଚାହାନ୍ତି ତେବେ ଏଠାରେ ନିଜର ଇଉଜର ନାଆଁ ଲେଖନ୍ତୁ, ଆସନ୍ତା ମେଳଣ ଆଗରୁ ଆପଣଙ୍କୁ ଜଣାଇଦିଆଯିବ