ଉଇକିପିଡ଼ିଆ:କର୍ମଶାଳା/କଟକ/୨

20°27′31″N 85°52′01″E / 20.45858°N 85.866888°E / 20.45858; 85.866888

ଏଇ କର୍ମଶାଳାଟି ଓଡ଼ିଆ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆଉ ଏହାର ବିକାଶ କରିବାକୁ ଆରମ୍ଭ କରାଯାଇଛି । ଏଇଟି ୮ମ ଓଡ଼ିଆ ଉଇକିପିଡ଼ିଆ କର୍ମଶାଳା ଓ କଟକରେ ହେଉଥିବା ୩ୟ କର୍ମଶାଳା, ତେଣୁ ସବୁ ଓଡ଼ିଆମାନଙ୍କୁ ଏଠାକୁ ଆସିବାକୁ ଡକରା ରହିଲା ।

ଜାଗା ଓ ଠିକଣା ( Venue and Date )ସମ୍ପାଦନ କରନ୍ତୁ

ତାରିଖ: : ରବିବାର, ୨୦୧୧-ନଭେମ୍ବର-୧୩ ସକାଳ ୧୦:୦୦ ଟା IST
ସ୍ଥାନ :
ଇମେଜ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ
ଆଇ ଆଇ ଟି ଏମ କ୍ୟାମ୍ପସ,
ଉପର ତେଲେଙ୍ଗା ବଜାର (ନଈ ପାଖ),
ପୁରୀଘାଟ ପୋଲିସ ଥାନା ପାଖ,
କଟକ-୭୫୩୦୦୨, ଓଡ଼ିଶା, ଭାରତ

Date: : Sunday, 2011-November-13 10:00 AM IST

Venue:
Image Institute of Technology & Management
IITM Campus,
Upper Telenga Bazar(River Side),
Near Purighat Police Station,
Cuttack-753002,Odisha, India

କେଉଁ ମାନେ ଭାଗ ନେଇପାରିବେ (Who can participate)ସମ୍ପାଦନ କରନ୍ତୁ

ଓଡ଼ିଆ ଉଇକିପିଡ଼ିଆ ବିଷୟରେ ଯେଉଁ ମାନେ କିଛି ଜାଣିବାକୁ ଚାହୁଁଛନ୍ତି ଆଉ ଭାଗନେଇ ଓଡ଼ିଆ ଭାଷାରେ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚାହାନ୍ତି, ସେ ସମସ୍ତେ ଏଠାକୁ ଆସିପାରିବେ । ଓଡ଼ିଆ ଉଇକିପିଡ଼ିଆ ୨୦୦୨ ମସିହାରେ ଆରମ୍ଭ ହୋଇଥିଲା ଯେବେ ଅନ୍ୟ ଭାରତୀୟ ଭାଷାରେ ଉଇକିପିଡ଼ିଆର ମୂଳଦୁଆ ବି ପଡ଼ିନଥିଲା, ହେଲେ କାମ ଅଭାବରୁ ସେଇଟି ଏବେ ସବୁଠୁ ପଛରେ ପଡ଼ିଯାଇଛି, ତେଣୁ ଆମେ ଏଇ ୨ୟ ଓଡ଼ିଆ ଉଇକି କରମଶାଳା ଜରିଆରେ ୨୦୦୦ ବରଷ ପୁରୁଣା ସେହି ଓଡ଼ିଆ ଭାଷାକୁ ପୁଣି ଉଇକିପିଡ଼ିଆ ଜରିଆରେ ଆଗକୁ ବଢ଼ାଇବା । ଯଦି ଆପଣ ଇଛୁକ ତେବେ ତଳେ ନାମ ଲେଖାନ୍ତୁ ।

ମୂଳ ପ୍ରସଙ୍ଗ (Agenda)ସମ୍ପାଦନ କରନ୍ତୁ

ପ୍ରଥମ ପ୍ରସଙ୍ଗ: ଓଡ଼ିଆ ଉଇକିପିଡ଼ିଆକୁ ପାଛୋଟା ଓ ବାକି ପ୍ରକଳ୍ପ

  • ଓଡ଼ିଆ ଉଇକିପିଡ଼ିଆ ବିଷୟରେ ଜାଣିବା କଥା, ଓଡ଼ିଆ ଉଇକିପିଡ଼ିଆ ଓ ବାକି ଉଇକି ପ୍ରକଳ୍ପ
  • ଓଡ଼ିଆ ଉଇକିପିଡ଼ିଆର ଏବେକାର ସ୍ଥିତି

ଦ୍ଵିତୀୟ ପ୍ରସଙ୍ଗ: ଉଇକିପିଡ଼ିଆରେ ଲେଖା ଖୋଜା ଓ ବଦଳ

  • - କେମିତି ଖୋଜିବେ ଲେଖାଟିଏ
  • - କେମିତି ବଦଳାଇବେ ପୁରୁଣା ଲେଖା, ବୋଲ୍ଡ, ତେରେଛା ଓ ===ବଡ଼ ଅକ୍ଷର=== କେମିତି ଲେଖିବେ
  • - ଆଧାର ଓ ବାହାର ଲିଙ୍କ ଯୋଡ଼ିବେ କେମିତି
  • - ବଦଳାଇବାରେ ଅସୁବିଧା ଓ ତାହାର ସମାଧାନ
  • - ଓଡ଼ିଆ ଉଇକିପିଡ଼ିଆରେ କଣ ଲେଖିବେ ଓ କଣ ଲେଖିବେ ନାହିଁ

ଦ୍ଵିତୀୟ ପ୍ରସଙ୍ଗ ପରର ଆଲୋଚନା:

  • - ଓଡ଼ିଆ ଉଇକିପିଡ଼ିଆ କାହିଁକି ?
  • - ଓଡ଼ିଆରେ ପଢ଼ିବାରେ ଅସୁବିଧା ଓ ତାହାର ସମାଧାନ
  • - ନଗଦ ଯୋଡ଼ାଯାଇଥିବା ନୁଆ ନୁଆ ସୁବିଧା
  • - ଓଡ଼ିଆ ଉଇକିପିଡ଼ିଆରେ ଆଗକୁ କରିବାକୁ ଥିବା କାମସବୁ
  • - ସଙ୍ଘ ଗଢ଼ା
  • - ଅନୁବାଦରେ ଅସୁବିଧା ଓ ସମାଧାନ
  • - ସ୍କୁଲ ପିଲାଙ୍କ ପାଇଁ ଓଡ଼ିଆ ଉଇକିପିଡ଼ିଆରେ ନୁଆ ନୁଆ ସୁବିଧା

Main Agenda:
Session1:Introduction to Wikipedia and odia wiki projects

  • - Introduction about Wikipedia and Odia Wikipedia
  • - Current status of Odia Wikipedia

Session2:Introduction to Editing in Wikipedia

  • - How to edit any page in Odia Wikipedia
  • - How to add Bold, Italicised, === Headings === and "sign" and other commonly used syntaxes
  • - How to add references and external links
  • - Editing conflicts and how to solve them
  • - What to write and what NOT to add in Odia Wikipedia

Post Session2 discussions:

  • - Why Wikipedia Odia?
  • - Recent developments and new features added in Wikipedia
  • - Future deveopment and possible opportunities with Wikipedia
  • - Discussion of common problems raised (And by audience)
  • - Display and typing issues and solution
  • - Building community
  • - Translation issues & possible measures to solve them
  • - Incubation of new projects for students in Odia Wikipedia
  • - Future Projects for Odia Wikipedia

ଆୟୋଜନ କରୁଛନ୍ତି (Organizers)ସମ୍ପାଦନ କରନ୍ତୁ

ଭାଗନେଉଛନ୍ତି (Participants)ସମ୍ପାଦନ କରନ୍ତୁ

ଯଦି ଆପଣଙ୍କର ଉଇଜର ନାଆଁଟିଏ ଅଛି ତେବେ କେବଳ " # ~~~ " ଲେଖିଦିଅନ୍ତୁ, ଇଉଜର ନାଆଁ ନଥିଲେ" # ଆପଣଙ୍କ ନାଆଁ" ଲେଖିଦିଅନ୍ତୁ । Add your name as " # ~~~ " if you have an username or else add " # Name"


ଏଥିରେ ଭାଗନେଇଥିଲେ (Attendees)ସମ୍ପାଦନ କରନ୍ତୁ

  1. ଆଶୁତୋଷ କର (Asutosh Kar) (ମୋ ଆଲୋଚନା)

ନାଆଁ ଲେଖାଇଥିଲେ (Signed up)ସମ୍ପାଦନ କରନ୍ତୁ

  1. Jnanaranjan sahu (ମୋ ଆଲୋଚନା)
  2. --Srikant Kedia
  3. କମଳାକାନ୍ତ ନାୟକ
  4. ମୃତ୍ୟୁଞ୍ଜୟ କର

ଶୁଭେଚ୍ଛା (Best wishes)ସମ୍ପାଦନ କରନ୍ତୁ

  1. ଶୁଭକାମନା ରହିଲା ସୁଭାସିସପାଣିଗାହିମୋତେ କହିବେ କିଛି? ୧୮:୦୩, ୬ ନଭେମ୍ବର ୨୦୧୧ (UTC)
  2. ଏମିତି ଆଗେଇ ଚାଲ ଭାଇମାନେ, ମୋର ଅନେକ ଶୁଭକାମନା :) ଅηsuмaη Talk ୧୮:୩୧, ୬ ନଭେମ୍ବର ୨୦୧୧ (UTC)

ଫେସବୁକ (Facebook)ସମ୍ପାଦନ କରନ୍ତୁ

 
ଯୋଗଦାନକାରୀ ଉଇକିଆଳିଗଣ

ଫଟସବୁ ଉଇକି କମନସ ରେ ବିଭାଗ ସହ ରଖନ୍ତୁ (Please upload to commons and add category) Commons:Category:Cuttack Odia Workshop 2011Nov13