ଉଇକିପିଡ଼ିଆ:ଉଇକିଡ଼ାଟା କର୍ମଶାଳା
ସାରକଥା
ସମ୍ପାଦନାଏହି ଉଇକିଡ଼ାଟା କର୍ମଶାଳାଟି ଉଇକିପିଡ଼ିଆ କିମ୍ବା ଉଇକିଡ଼ାଟାରେ ଅବଦାନ କରୁଥିବା, କିମ୍ବା କରିବାକୁ ଚାହୁଁଥିବା ଉଇକିଆଳି ମାନଙ୍କ ପାଇଁ । ଉଇକିଡ଼ାଟା ଓ ଉଇକିଡ଼ାଟାର ବିଭୁନ୍ନ ପ୍ରକଳ୍ପ ବାବଦରେ ଆଲୋଚନା ଓ ଏଥିରେ କିପରି ଯୋଗଦାନ କରିବେ, ତାହା ଜଣେଇବା ପାଇଁ ଏହି କର୍ମଶାଳାଟି କରାଯୌଛି । ଏହି କର୍ମଶାଳାରେ ଆସାଫ ଓ ମୃତ୍ୟୁଞ୍ଜୟ ଭାଇ ଉଇକିଡ଼ାଟା ଓ ଉଇକିଡ଼ାଟା SQL ବିଷୟରେ ଜଣେଇବେ । ଆସାଫଙ୍କର ଭାରତରେ କରୁଥିବା ଉଇକିଡ଼ାଟା କର୍ମଶାଳା ମଧ୍ୟରୁ ଏହା ଏକ ।
ଜାଗା ଓ ଠିକଣା ( Venue and Date )
ସମ୍ପାଦନାତାରିଖ: :
ସ୍ଥାନ :
କିଟ ବିଶ୍ୱବିଦ୍ୟାଳୟ
କେଉଁ ମାନେ ଭାଗ ନେଇପାରିବେ (Who can participate)
ସମ୍ପାଦନାଉଇକିଡ଼ାଟା ବାବଦରେ ଜାଣିବାକୁ ଚାହୁଁଥିବା କେହି ବି (ବ୍ୟବହାରକାରୀ, ସମ୍ପାଦକ/ଦାତା ବା ଜାଣିବାକୁ ଇଛୁକ) ଆସି ଏହି କର୍ମଶାଳାରେ ଯୋଗଦାନ କରିପାରିବେ । ଯଦି ଆପଣ ଏଥିରେ ଯୋଗ ଦେବା ନିମନ୍ତେ ଇଛୁକ ତେବେ ତଳେ ଆପଣା ନାମ ଲେଖାନ୍ତୁ । ଯଦି କର୍ମଶାଳା ଯୋଗଦେବା ପାଇଁ କିଛି ଆର୍ଥିକ ସହାୟତା ଦରକାର ତେବେ ନିଜ ନାମ ସହ ଲେଖନ୍ତୁ ।
ଭିଡ଼ିଓ
ସମ୍ପାଦନାଭାଗ ନେବା ପାଇଁ ଇଚ୍ଚୁକ
ସମ୍ପାଦନା- -Bhavesh ମୁ ଏ ଉଇକିଡାଟା କର୍ମଶାଳା ରେ ଯୋଗ ଦେବାକୁ ଇଚ୍ଚୁକ।
- -ଶୈଳେଶ (କିଛି ପଚାରିବେ?) ୧୨:୨୯, ୨୮ ଅଗଷ୍ଟ ୨୦୧୭ (IST)
- --Aliva Sahoo (ମୋ ଆଲୋଚନା) ୧୫:୫୭, ୨୮ ଅଗଷ୍ଟ ୨୦୧୭ (IST)
- -ନିହାର ମୁ ଏ ଉଇକିଡାଟା କର୍ମଶାଳା ରେ ଯୋଗ ଦେବାକୁ ଇଚ୍ଚୁକ।
- --ଶ୍ରୀକାନ୍ତ କେଡିଆ (ମୋ ଆଲୋଚନା) ୦୩:୧୫, ୨୯ ଅଗଷ୍ଟ ୨୦୧୭ (IST)
- --ବିକାଶ ଓଝା (ମୋ ଆଲୋଚନା) ୧୩:୧୯, ୨୯ ଅଗଷ୍ଟ ୨୦୧୭ (IST)
- -- ପ୍ରତୀକ ପଟ୍ଟନାୟକ (ମୋ ଆଲୋଚନା) ୨୧:୨୨, ୨୯ ଅଗଷ୍ଟ ୨୦୧୭ (IST)
- Chinmayee Mishra (ମୋ ଆଲୋଚନା) ୨୨:୨୯, ୨୯ ଅଗଷ୍ଟ ୨୦୧୭ (IST)
- --Subas Chandra Rout (ମୋ ଆଲୋଚନା) ୧୦:୪୭, ୩୧ ଅଗଷ୍ଟ ୨୦୧୭ (IST)
- --Adyasha1994 (ମୋ ଆଲୋଚନା) ୧୧:୨୯, ୪ ସେପ୍ଟେମ୍ବର ୨୦୧୭ (IST)
- --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୮:୨୧, ୭ ସେପ୍ଟେମ୍ବର ୨୦୧୭ (IST)