ମୋର ନାମ ନିହାର ରଞ୍ଜନ ମହାନ୍ତି।
ମୁଁ ଓଡ଼ିଆ ଉଇକିପିଡ଼ିଆରେ ଜଣେ ସକ୍ରିୟ ସମ୍ପାଦକ ।
ମୋ ନାମ ନିହାର ରଞ୍ଜନ ମହାନ୍ତି। ମୁଁ ଉତ୍କଳ ବିଶ୍ୱବିଦ୍ୟାଳୟର MCA ବିଭାଗର ଛାତ୍ର ।