ଆଦରର Subas Chandra Rout,
ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ଆପଣଙ୍କ ଅବଦାନ ପାଇଁ ଅନେକ ଶୁଭେଚ୍ଛା । ମୁଁ ଭାବୁଛି ଆପଣଙ୍କୁ ଏହି ଜାଗାଟି ଭଲ ଲାଗିବ ଆଉ ଆପଣ ଅବଦାନ ଜାରି ରଖିବେ । ଏଇ କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:
- ଉଇକିପିଡ଼ିଆର ପାଞ୍ଚଟି ଖମ୍ବ
- ଶିକ୍ଷଣ ଓ ଜାଣିବା କଥା
- ପୃଷ୍ଠାଟିଏ କେମିତି ବଦଳାଇବେ ଓ ଲେଖା ଗୁଡ଼ିକ କେମିତି ବଦଳାଇବେ
- ନିଜର ପ୍ରଥମ ଲେଖାଟି କେମିତି ଲେଖିବେ
- ମାନୁଆଲର ଶୈଳୀ
ଯଦି ଆପଣ କିଛି ଜାଣିବାକୁ ଚାହୁଁଥାନ୍ତି ତେବେ ଆମ ଚାଟ ସଭାକୁ ଯାଇ ପ୍ରଶ୍ନଟିଏ ପଚାରନ୍ତୁ । |
ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି!
--Srikant Kedia ୧୭:୪୩, ୨୮ ଅଗଷ୍ଟ ୨୦୧୨ (UTC)
ଉଇକିପିଡ଼ିଆକୁ ମୋର ଅବଦାନ ଦେଖିବାକୁ ଇଚ୍ଛୁକ ବ୍ୟକ୍ତିମାନେ ଏଠାରେ କ୍ଲିକ୍ କରନ୍ତୁ: here.
A barnstar for you!ସମ୍ପାଦନ କରନ୍ତୁ
The Tireless Contributor Barnstar | |
ସମ୍ମାନନୀୟ ସୁବାସ ସାର.. ଆପଣଙ୍କର ଅନବରତ ଉଇକିପିଡ଼ିଆରେ ଲେଖା ଏମିତି ଆମ ପରି ଯୁବପିଢିଙ୍କୁ ଲେଖିବାରେ ପ୍ରେରଣା ଯୋଗାଉଥାଉ ଏବଂ ଓଡ଼ିଆ ଉଇକିପିଡ଼ିଆ ଜ୍ଞାନର ଭଣ୍ଡାରରେ ସମୃଦ୍ଧ ହେଉ । ଜୟ ଜଗନ୍ନାଥ --ଆଦିତ୍ୟ ମହାର (ମୋ ଆଲୋଚନା) ୧୦:୫୯, ୧୦ ଜାନୁଆରୀ ୨୦୧୩ (UTC) |
ଧନ୍ୟବାଦସମ୍ପାଦନ କରନ୍ତୁ
ପ୍ରିୟ ଆଦିତ୍ୟ ବାବୁ, ମୋତେ The Tireless Contributor Barnstar ପ୍ରଦାନ କରିଥିବାରୁ ଅଶେଷ ଧନ୍ୟବାଦ । ପ୍ରକୃତରେ ଆପଣ ହିଁ ମୋର କାମ କରିବାର ସ୍ପୃହା ସୃଷ୍ଟି କରିଛନ୍ତି । ପ୍ରତିଦିନ ଆପଣଙ୍କର ଲେଖା ନିଶ୍ଚୟ ବାହାରୁଛି, ଏହା ଦ୍ଵାରା ମୁଁ ବହୁତ ପ୍ରଭାବିତ ହୋଇଛି । ସୁବାସ ଚନ୍ଦ୍ର ରାଉତ
କ୍ଲବ କଥାସମ୍ପାଦନ କରନ୍ତୁ
ସାର ନମସ୍କାର ନେବେ, କଥା କଣ କି ପୁଣେ ରେ କ୍ଲବରେ ଟୋକା ପିଲା ଆଉ ଆଗରୁ ଯେଉଁ ବୁଢ଼ା ଥିଲେ ତାଙ୍କ ଭିତରେ ଅପଡ଼ ଆଉ ସେଥି ପାଇଁ କ୍ଲବ ନାଁ ଟା ବିବାଦ ଘେରରେ ଏବେ । ଆଉ ଆପଣମାନେ ସେମିତି ଏକ ବିବାଦ ଭିତରକୁ ଅଯଥା ଯାନ୍ତୁ ଆଉ ସେ ବି ଖାଲି ଗୋଟେ ନାଁ କୁ ନେଇ, ଏ ମୋର ଆନ୍ତରିକ ଇଚ୍ଛା ନୁହେଁ । ଭଲ ହେବ ଯଦି ଆପଣମାନେ ମାସରେ ଯେମିତି ହେଲେ ଥରେ ଏକାଠି ହୁଅନ୍ତୁ, ସେ ଆପଣଙ୍କ ଘରେ ହେଉ କି ଆଇଜି ପାର୍କରେ ହେଉ । କିନ୍ତୁ ଭେଟ ହେଇ ଟିକେ ଦୁଃଖ ସୁଖ, ଟିକେ ହସ ଖୁସି ଆଉ ନିଜର ଅନୁଭୂତି ବାଣ୍ଟିବା ଷ ଆଗକୁ କଣ କଣ କରାଯାଇପାରିବ ତା ଉପରେ ଆଲୋଚନା କରି ମେଲ ଆଉ ଉଇକିପିଡ଼ିଆ ଆଲୋଚନା ସଭା ଜରିଆରେ ବାକିମାନଙ୍କୁ ଜଣାନ୍ତୁ । ଏମିତି ହେଲେ ଭୁବନେଶ୍ୱରର ଉଇକି ପରିବାର ସକ୍ରିୟ ରହିବ ଓ ବାକିମାନଙ୍କୁ ବି ସାହାଯ୍ୟ କରିପାରିବ । ଏହା ଛଡ଼ା ଉଇକିମିଡ଼ିଆ ଇଣ୍ଡିଆ ବୋଲି ଗୋଟେ ସଙ୍ଗଠନ ଅଛି ଯେଉଁଥିରେ ଜଣେ ଉଇକିଆଳି ସଭ୍ୟ ହୋଇପାରିବେ ବାର୍ଷିକ ୧୦୦ ଟଙ୍କା ଦେଇ । ଆପଣ ସେଥିରେ ସଭ୍ୟ ହୋଇ ଭୁବନେଶ୍ୱର ସହର ପ୍ରତିନିଧି ବି ହୋଇପାରିବେ । --ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୪:୫୪, ୬ ମାର୍ଚ୍ଚ ୨୦୧୩ (UTC)
ଶ୍ରେଣୀ:ଭୁବନେଶ୍ୱରରେ ଥିବା ଉଇକିଆଳି ବାବଦରେସମ୍ପାଦନ କରନ୍ତୁ
ସାର, ଶ୍ରେଣୀ:ଭୁବନେଶ୍ୱରରେ ଥିବା ଉଇକିଆଳି ଆପେଆପେ ସଭ୍ୟମାନଙ୍କୁ ତାଲିକାଭୁକ୍ତ କରିଥାଏ, ଆପଣଙ୍କୁ ସେଥିରେ ନିଜ ନାମ ନଲେଖି ନିଜ ସଭ୍ୟ ପୃଷ୍ଠାରେ ଯାଇ ସବୁଠୁ ତଳେ
[[ଶ୍ରେଣୀ:ଭୁବନେଶ୍ୱରରେ ଥିବା ଉଇକିଆଳି]]
ଲେଖିଦିଅନ୍ତୁ । ନିଜ ଇମେଲ ଆଦି ମଧ୍ୟ ଆପଣ ନିଜ ସଭ୍ୟ ପୃଷ୍ଠାରେ ଦେଇ ପାରିବେ ।--ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୬:୦୫, ୬ ମାର୍ଚ୍ଚ ୨୦୧୩ (UTC)
A barnstar for you!ସମ୍ପାଦନ କରନ୍ତୁ
The Barnstar of Good Humor | |
ମଜା ମଉଜରେ ପିଲାଙ୍କୁ ମଜ୍ଜାଇ ରଖିଛନ୍ତି ଆଉ କେଡ଼େ ଗହନ ତଥ୍ୟ ଥିବା ପ୍ରସଙ୍ଗମାନ ଲେଖିଚାଲିଛନ୍ତି ଆପଣ । ଗୋଟେ ମୁକୁଟ ତିଆରିବି ଭାବୁଥିଲି, ହେଲେ ମୁଣ୍ଡ ସାଇଜକୁ ନେଇ ଅଡ଼ୁଆରେ ପଡ଼ିଲି । ତା ପରେ ଭାବିଲି ଆପଣଙ୍କୁ ମୁକୁଟ ଦେଲେ ଆପଣ ପୁରୁଣାକାଳିଆ ଦେଖାଯିବେ! ଆମେ ସବୁ ବୟସରେ ସିନା ଟୋକା, ହେଲେ ଆପଣ ହେଲେ ଅସଲି ଟୋକା । ତେଣୁ ଏ ଖିଲିଖିଲି ହସୁଥିବା ତାରା ଖଣ୍ଡେ ଦେଲି । ଆପଣ ହସୁଥାନ୍ତୁ ଏମିତି, ଆମ ସାଥିରେ ଥାନ୍ତୁ ସଦା! :) ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୩:୪୧, ୧ ଅପ୍ରେଲ ୨୦୧୩ (UTC) |
ଧନ୍ୟବାଦସମ୍ପାଦନ କରନ୍ତୁ
ସୁଭାସିସ ବାବୁ, ଆପଣଙ୍କର ବାର୍ନସ୍ଟାର ଦେବା ପଛରେ ଆପଣଙ୍କର ତଥା ଉଇକିଆଳିମାନଙ୍କର ଯେଉଁ ଭଲ ପାଇବା ପ୍ରଚ୍ଛନ୍ନ ଭାବରେ ଅଛି ତାହା ମୁଁ ହୃଦ୍ ବୋଧ କରୁଛି । ମୁଁ ଭାବୁଛି, ଉଇକିପିଡିଆକୁ ଆହୁରି ବହୁତ କିଛି ସାହାଯ୍ୟ କରିବି । ବହୁତ ଧନ୍ୟବାଦ । Subas Chandra Rout (ମୋ ଆଲୋଚନା) ୧୩:୦୧, ୪ ଅପ୍ରେଲ ୨୦୧୩ (UTC)
PDF version of my presentation for your kind perusal.ସମ୍ପାଦନ କରନ୍ତୁ
Dear Dr Subas Chandra Rout,
Please find the link for downloading my ppt in pdf format @ the following link:
https://commons.wikimedia.org/wiki/File:Wikipedia_in_Medical_Colleges.pdf
Regards, Muzammil from Centre for Internet and Society, Bangalore ୦୭:୪୨, ୩ ଅକ୍ଟୋବର ୨୦୧୩ (UTC).
Email muzammil@cis-india.org
ଓଡ଼ିଆ ଉଉକିପିଡ଼ିଆର ୧୦ମ ଜନ୍ମତିଥି ପାଇଁ ମତାମତସମ୍ପାଦନ କରନ୍ତୁ
ଓଡ଼ିଆ ଉଉକିପିଡ଼ିଆର ୧୦ମ ଜନ୍ମତିଥି ପାଳନ ସମ୍ବନ୍ଧରେ ମୁଁ ପୃଷ୍ଠାଟିଏ ତିଆରି କରିଛି । ତେବେ ଜଣେ ଅଭିଜ୍ଞ ଉଇକିଆଳି ଭାବରେ ଆପଣଙ୍କର ଯୋଗଦାନ ଏହି ଉତ୍ସବରେ ତଥା ଏହି କାର୍ଯ୍ୟକ୍ରମ ପୃଷ୍ଠାରେ ଏକାନ୍ତ ଆବଶ୍ୟକ । ଆମେ ଏହି ଉତ୍ସବରେ ଅଧିକ କଣ କଣ କରିପାରିବା ସେ ବାବଦରେ ଆପଣଙ୍କର ମତ ଦେଲେ ଭଲ ହେବ । ଏହା ବାଦ ଏହି ପୃଷ୍ଠାରେ ସେସବୁ ଉଲ୍ଲିଖିତ କରି ପୃଷ୍ଠାଟିକୁ ବାକିମାନଙ୍କ ସହ ବାଣ୍ଟିବେ । ଶୁଭେଚ୍ଛା ସହ --ସୁଭାସିସ ପାଣିଗାହି ମୋ ସାଙ୍ଗେ କଥାବାର୍ତ୍ତା ୧୧:୦୧, ୮ ଜାନୁଆରୀ ୨୦୧୪ (UTC)
ଓଡ଼ିଆ ଉଇକିପିଡ଼ିଆର ୧୦ମ ଜନ୍ମତିଥି ପାଳନ ନିମନ୍ତେ ନିମନ୍ତ୍ରଣସମ୍ପାଦନ କରନ୍ତୁ
ଆଦରର Subas Chandra Rout,
ଆଗାମୀ ଜାନୁଆରୀ ୨୮ ଓ ୨୯ ତାରିଖରେ ଓଡ଼ିଆ ଉଇକିପିଡ଼ିଆ ଏହାର ଦଶମ ଜନ୍ମ ବାର୍ଷିକୀ ପାଳନ କରୁଛି । ୧୦ ବର୍ଷ ତଳେ ଜାନୁଆରୀ ୨୯ ରେ ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ହେଇଥିଲା । ଏ ବର୍ଷ ଜାନୁଆରୀ ୨୮ ତାରିଖରେ ଭୁବନେଶ୍ଵରର KISS ଓ ୨୯ ତାରିଖରେ ଢେଙ୍କାନାଳ IIMC ଠାରେ ଜନ୍ମବାର୍ଷିକୀ ପାଳନ କରିବାର ଯୋଜନା କରାଯାଇଛି । ଆପଣଙ୍କ ପାଇଁ ନିମନ୍ତ୍ରଣ ରହିଲା । ଏଠାରେ ନିଜ ନାମ ଲେଖିବା ପାଇଁ ଅନୁରୋଧ । ଆପଣ ଯଦି ଦୂର ସ୍ଥାନରୁ ଆସୁଛନ୍ତି, ତା ହେଲେ ଆଗୁଆ ଜଣାଇଲେ ଆମେ ଆପଣଙ୍କ ରହିବା ବ୍ୟବସ୍ଥା କରିପାରିବୁ । ୨୮-୨୯ ଜାନୁଆରୀ ଆପଣଙ୍କୁ ଭେଟିବା ଅପେକ୍ଷାରେ । ଧନ୍ୟବାଦ ସହ । |
କମିଟି ବାବଦରେସମ୍ପାଦନ କରନ୍ତୁ
ସାର, ମୁଁ ଉତ୍ତର ଦେଇଛି ଆଲୋଚନା ସଭା#ପୁରସ୍କାର ବିଭାଗରେ । ପୁଣିଥରେ ଆପଣଙ୍କ ମତ ସେଠାରେ ରଖିବାକୁ ଅନୁରୋଧ । କମିଟି ଗଠନ କରାଯାଉ, କିନ୍ତୁ କମ୍ୟୁନିଟି ଛୋଟ ଓ ସମସ୍ତେ ଆଲୋଚନାରେ ଭାଗ ନେଉ ନ ଥିବାରୁ ମୋତେ ଲାଗୁଛି ଆମ ୫/୬ ଜଣଙ୍କ ଭିତରୁ ହିଁ କମିଟି ଗଠନ କରି ପୁରସ୍କୃତ କରିବା ପାଇଁ ସଦସ୍ୟ ଚୟନ କରିବାକୁ ପଡିବ । କେମିତି ଓ କେଉଁମାନଙ୍କୁ ନେଇ କମିଟି ତିଆରି କରିବା ? -- ଅଂଶୁମାନ ତାର ଯୋଡ଼ିବେ? ୧୦:୫୦, ୨୭ ଜାନୁଆରୀ ୨୦୧୪ (UTC)
- ପୁରସ୍କାର ବିଷୟରେ ପରେ ଚିନ୍ତା କରି ଲେଖିବି । ଓଡିଶା ଦିବସ ସରିଯାଉ । --Subas Chandra Rout (ମୋ ଆଲୋଚନା) ୦୫:୪୧, ୨୫ ମାର୍ଚ୍ଚ ୨୦୧୪ (UTC)
ଶ୍ରେଣୀସମ୍ପାଦନ କରନ୍ତୁ
ସୁବାସ ସାର, ଉଇକିପିଡ଼ିଆ:ଓଡ଼ିଶା ଦିବସ ୨୦୧୪ରୁ ଶ୍ରେଣୀଟି କେଉଁ କାରଣରୁ କାଢିଲେ ଜଣାପଡିଲାନି, ଆମେ ଜାଣିବା କେମିତି? ଆଉ ଶ୍ରେଣୀ ଗୋଟେ ଯୋଡିବାର ଥିଲା । ଧନ୍ୟବାଦ! -- ଅଂଶୁମାନ ତାର ଯୋଡ଼ିବେ? ୧୮:୦୭, ୨୩ ମାର୍ଚ୍ଚ ୨୦୧୪ (UTC)
- ଏହା ମୋ ଅଜାଣତରେ ହୋଇଛି, ପାଖରେ ଗୋଟିଏ ଟିକି ଛୁଆ ଥିଲା, କେତେବେଳେ ହାତ ମାରି ଦେଇଛି । ଦୁଃଖିତ । --Subas Chandra Rout (ମୋ ଆଲୋଚନା) ୦୫:୩୬, ୨୫ ମାର୍ଚ୍ଚ ୨୦୧୪ (UTC)
A barnstar for you!ସମ୍ପାଦନ କରନ୍ତୁ
The Special Barnstar | |
ସାର୍, ଆପଣ ଚିକିତ୍ସା ବିଜ୍ଞାନ ଓ ବୈଜ୍ଞାନିକଙ୍କ ଜୀବନୀ ବାବଦରେ ତିଆରି କରିଥିବା ଅନେକ ଗୁରୁତ୍ତ୍ୱପୂର୍ଣ ଓ ବିଶାଳ ଲେଖା ପଢି ବେଳେବେଳେ ଲାଗେ ଓଡ଼ିଆ ଉଇକି ଏବେ ଇଂରାଜୀ ଉଇକିକୁ ବଳିଯିବ । ଇଂରାଜୀ ଉଇକିକୁ ଟକ୍କର ଦେବା ଆଜି ଯଦିଓ ଆମ ପାଇଁ ଦିବାସ୍ଵପ୍ନ ପରି, ତଥାପି ଆପଣଙ୍କ ଅକ୍ଲାନ୍ତ ପରିଶ୍ରମ ପାଇଁ ସାମାନ୍ୟ ଭେଟିଟିଏ । ଶିତିକଣ୍ଠ (ଆଲୋଚନା) ୧୨:୧୬, ୨୭ ମଇ ୨୦୧୪ (UTC) |
- ବହୁତ ଧନ୍ୟବାଦ । ଆପଣଙ୍କ ଏହି ଶୁଭେଚ୍ଛା ମୁଁ ସାଦରେ ଗ୍ରହଣ କରୁଛି । କୌଣସି ନିର୍ଦ୍ଦିଷ୍ଟ ଡାକ୍ତରୀ ବିଷୟରେ ଜାଣିବାକୁ ଇଚ୍ଛା ଥିଲେ ଲେଖିବାକୁ ପ୍ରୟାସ କରିବି । --Subas Chandra Rout (ମୋ ଆଲୋଚନା) ୧୩:୧୪, ୨୭ ମଇ ୨୦୧୪ (UTC)
A barnstar for you!ସମ୍ପାଦନ କରନ୍ତୁ
The Barnstar of Diligence | |
ସାର,
ଚିକିତ୍ସାବିଜ୍ଞାନ, ଲୀଳାବତୀଙ୍କ କନ୍ୟାଗଣ ଭଳି ଦୁଇଟି ବିରାଟ ପ୍ରକଳ୍ପରେ, ନାନାଦି ଅନ୍ୟାନ୍ୟ ପ୍ରସଙ୍ଗ ତଥା କବୀରଙ୍କ ଦୋହାର ଅନୁବାଦ କାମରେ ଆପଣ ଯେଉଁ ବଳିଷ୍ଠ ନେତୃତ୍ତ୍ୱର ଦୁର୍ଗ ଆମ ସଭିଙ୍କ ଆଗରେ ଛିଡ଼ା କରିଛନ୍ତି ତା' ଆଗରେ ଏ ଛୋଟ ଉଇକି-ଉପହାର ସାମାନ୍ୟ କାଣିଚାଏ ବାଲୁକା ମାତ୍ର । ଆପଣଙ୍କ ଜିମାରେ "ଅଥାର" ପ୍ରସଙ୍ଗଟି ଗଢ଼ିବା କାମ ସଅଁପିଲି, ଆମ ଓଡ଼ିଆ ଚଳଣିର ଏକ ମୌଳିକ ଉପାଦାନ ଏହି "ଅଥାର" ଯେ ଆଜିର ପ୍ରେସର କୁକର ଆସିବାର ବହୁ ଆଗରୁ ଓଡ଼ିଆ ହାଣ୍ଡିଶାଳରେ ଜନ୍ମ ନେଇଥିଲା ତା' କହିବା ବାହୁଲ୍ୟ । ଏହା ବାବଦରେ କିଛି କେଉଁଠି ଲେଖା ନ ଥିବାରୁ ଆମ ପାଇଁ କିଛି ତଥ୍ୟର ଆବଶ୍ୟକତା ନିହାତି ରହିଛି । ତେବେ ଯେତେ ପାଇଲି ତଳେ ଥୋଇଲି:
ଏସବୁରୁ କେଉଁଟି ସମ୍ପୂର୍ଣ୍ଣ ତ କେଉଁଟି ଅଳ୍ପ କାମରେ ଲାଗିବ । ଆଉ ଆପଣ ଜାଣିଥିବା ବିଷୟ ବି ଏଥିରେ ରଖି ପ୍ରସଙ୍ଗଟିଏ ଗଢ଼ିବା ପାଇଁ ଅଳି ରହିଲା ସାର ଆପଣଙ୍କ କତିରେ! ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୮:୨୮, ୧୧ ଜୁଲାଇ ୨୦୧୪ (UTC) |
ଜନ୍ମଦିନର ଶୁଭେଚ୍ଛା!ସମ୍ପାଦନ କରନ୍ତୁ
୭୦ଟି ବସନ୍ତର ଛୁଆଁରେ ଯୁବକ ଆପଣ, ଆଉ ଆମର ବଳ! | |
ସାର, ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା । ଆପଣ ଏମିତି ଆମ ସହିତ ସବୁଦିନ ଥାଆନ୍ତୁ । ବରଗଛର ଶୀତଳ ଛାଇରେ ଆମେ ଯେ ଅଚିରେ ପଙ୍ଗୁ ହୋଇ ଗିରି ଲଙ୍ଘିବାର ସପନ ଦେଖୁଛୁ ଏକଥା କହିବା ବାହୁଲ୍ୟ । ବ୍ୟକ୍ତିଗତ ଭାବେ ମୁଁ ଆପଣଙ୍କଠୁ ଅନେକ ଶିଖିଛି ଆଉ ସେଥିପାଇଁ ଆପଣଙ୍କ କତିରେ ଚିରଋଣୀ । ତେବେ ବ୍ୟକ୍ତିଗତ ଭାବାବେଗର ବାହାରେ ଆପଣ, ଏ ସମାଜ ପାଇଁ ନିଜ ଅବସର ବେଳରେ ଯାହା ତିଆରିଛନ୍ତି ଆପଣଙ୍କ କ୍ୟାରିଅର ସମ୍ବନ୍ଧରେ ଖୁବ ବେଶି ଧାରଣା ନ ଥିଲେ ମୋତେ ଲାଗେ, ସେ ଆପଣଙ୍କ ଚାକିରି କାଳର କାମଠୁ ବି ଗୁରୁ । ଆପଣଙ୍କର ଏ ପୁନର୍ଜନ୍ମ ଓ ଏକ ଜିଦରେ ଚିକିତ୍ସା ବିଜ୍ଞାନ ଭଳି ଗଭୀର ଜ୍ଞାନସାଗରର ଜଳବିନ୍ଦୁମାନ ଓଡ଼ିଆ ଉଇକିପିଡ଼ିଆରେ ଏକାଠି କରିବା ଏକାଠି ଆମେ ସମସ୍ତେ ମିଶି ଗଢ଼ୁଥିବା ଏ ସଉଧର ଏକ ଦମ୍ଭିଲା ନିଅଁ । ଆପଣ ଚିରକାଳ ଏ ଛାଇ ଧରି ଆମ ସହ ଯୁବସୁଲଭ ଉଦ୍ଦାମତାରେ ଥାଆନ୍ତୁ, ଏତିକି କାମନା । ଜଗନ୍ନାଥ ଘଣ୍ଟ ଘୋଡ଼ାଇ ରଖିଥାନ୍ତୁ ଆପଣଙ୍କୁ! ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୯:୨୧, ୨୯ ଜୁଲାଇ ୨୦୧୪ (UTC) |
ଚିକିତ୍ସା ବିଜ୍ଞାନ ଆପଣଙ୍କ ଏ ଲମ୍ବା ଅବଦାନ ଐତିହାସିକସମ୍ପାଦନ କରନ୍ତୁ
ଇଉନିକୋଡ଼ରେ ଇଣ୍ଟରନେଟରେ ଚିକିତ୍ସା ବିଜ୍ଞାନରେ ଏଯାବତ ଓଡ଼ିଆରେ ତିଆରି ହୋଇଥିବା ସର୍ବାଧିକ ଲେଖା | |
ସାର, ବୋଧେ ଆପଣଙ୍କ ଦେଇ ଅନୁଦିତ ଏ ସମସ୍ତ ଲେଖା ଓଡ଼ିଆରେ ଚିକିତ୍ସା ବିଜ୍ଞାନ ସମ୍ବନ୍ଧିତ ସବୁଠାରୁ ଅଧିକ ଲେଖା । ଏ ଛବିରେ ଲରା ଯେଉଁ କାମଟି ଅଷ୍ଟ୍ରେଲିଆରେ ଯାଇ କରୁଛନ୍ତି ସେ ଭଳି କାମଟିଏ ଆପଣ କରୁଛନ୍ତି । ଆମ ଓଡ଼ିଆମାନଙ୍କ ପାଇଁ ଆଜି ଏତେ ଲେଖା ଅଛି ଦେଖିଲେ ଖୁସି ଲାଗୁଛି । ସୁଭାସିସ ପାଣିଗାହି ଆଳାପ ୦୬:୦୨, ୨୩ ଡିସେମ୍ବର ୨୦୧୪ (UTC) |
ସୁଭାସିସ ବାବୁ, ବହୁତ ଧନ୍ୟବାଦ । ଏହି ଲରା ମ୍ୟାଡାମଙ୍କ ହିସାବ କେଉଁଠୁ ପାଇଲେ ? ମୁଁ ଭାବୁଛି ଭାରତରେ ସବୁଠାରୁ ଅଧିକ ବିଷୟ ଲେଖିବି ।
Collaboration discussion among Indic language communities in Bengali Wiki Conferenceସମ୍ପାଦନ କରନ୍ତୁ
Hi, There will be a open discussion on posssible collaborations among all attending Indic language community members at Bengali Wikipedia 10th Anniversary Conference to be held at Kolkata on 9th and 10th January. If you want to take part in the discussion, please list out the topics you want to discuss for future collaborative projects and explain in brief at this meta page. Please select the language community also with whom you want to discuss. Thanks. -- Bodhisattwa (ମୋ ଆଲୋଚନା) ୨୦:୫୪, ୨୯ ଡିସେମ୍ବର ୨୦୧୪ (UTC)
Geographical Indications in India Edit-a-thonସମ୍ପାଦନ କରନ୍ତୁ
Hello,
Sorry for writing in English
CIS-A2K is going to organize an edit-a-thon between 25 and 31 January this year. The aim of this edit-a-thon is creating and improving List of Geographical Indications in India related articles.
We welcome all of you to join this edit-a-thon.
Please see the event and add your name as a participant: meta:CIS-A2K/Events/Geographical Indications in India Edit-a-thon
Feel free to ask if you have question(s).
Regards. --Titodutta (ମୋ ଆଲୋଚନା) ୦୩:୩୦, ୨୩ ଜାନୁଆରୀ ୨୦୧୬ (IST)
ଆଇନ ବହି ପାଠାଗାରସମ୍ପାଦନ କରନ୍ତୁ
ନମସ୍କାର ସାର୍, IPC ଏବଂ Cr.P.C ଓଡିଆରେ ଲେଖିବାରେ କୌଣସି ଅସୁବିଧା ନାହିଁ । ଆମ ନ୍ୟାୟୀକ ବ୍ୟବସ୍ଥାରେ ଓଡିଆ ଭାଷାର ପ୍ରଚଳନକୁ ତ୍ଵରାନ୍ଵିତ କରିବା ଦିଗରେ ଏହା ପ୍ରଥମ ପଦକ୍ଷେପ ହେବ । ଆପଣଙ୍କ ସହଯୋଗ ଏ ଦିଗରେ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ହେବ । Hpsatapathy (ମୋ ଆଲୋଚନା) ୨୦:୦୬, ୨୩ ଫେବୃଆରୀ ୨୦୧୬ (IST)
Thank you for being one of Wikipedia's top medical contributors!ସମ୍ପାଦନ କରନ୍ତୁ
- please help translate this message into the local language
The Cure Award | |
In 2015 you were one of the top 300 medical editors across any language of Wikipedia. Thank you from Wiki Project Med Foundation for helping bring free, complete, accurate, up-to-date health information to the public. We really appreciate you and the vital work you do! Wiki Project Med Foundation is a user group whose mission is to improve our health content. Consider joining here, there are no associated costs, and we would love to collaborate further. |
Thanks again :) -- Doc James along with the rest of the team at Wiki Project Med Foundation ୦୯:୨୯, ୨୯ ଫେବୃଆରୀ ୨୦୧୬ (IST)
A brownie for you!ସମ୍ପାଦନ କରନ୍ତୁ
ଓଡ଼ିଆ ଉଇକିପିଡ଼ିଆ ପାଇଁ ଆପଣଙ୍କର ନିରବଛିନ୍ନ ଅବଦାନ ପାଇଁ ଅଶେଷ ଅଶେଷ ଧନ୍ୟବାଦ । ଏଇଟି ଆପଣଙ୍କ ପାଇଁ ଏକ ଆଦର ସନ୍ଦେଶ । Chinmayee Mishra (ମୋ ଆଲୋଚନା) ୦୦:୦୭, ୧୭ ଅପ୍ରେଲ ୨୦୧୬ (IST) |
- ବହୁତ ଧନ୍ୟବାଦ Chinmayee Mishra, ବ୍ରାଉନି ଖାଇବା ଆରମ୍ଭ କଲି । --Subas Chandra Rout (ମୋ ଆଲୋଚନା) ୧୭:୪୯, ୧୭ ଅପ୍ରେଲ ୨୦୧୬ (IST)
ଚିକିତ୍ସା ବିଜ୍ଞାନ ସମ୍ବନ୍ଧରେ ଆପଣଙ୍କର ଏ ଲମ୍ବା ଲିଖନ-ଯାତ୍ରାସମ୍ପାଦନ କରନ୍ତୁ
ଥକୁନଥିବା ଅବଦାନକାରୀ ବାର୍ଣ୍ଣଷ୍ଟାର | ||
ଆପଣଙ୍କ ଲମ୍ବା ସମୟର ଅବଦାନ ପାଇଁ ଆମେ ସଭିଏଁ ଆପଣଙ୍କ ପାଖରେ ଚିରଋଣୀ । ବୋଧେ ଅନ୍ୟ କୌଣସି ଭାରତୀୟ ଭାଷାରେ ଚିକିତ୍ସା ବିଜ୍ଞାନ ବାବଦରେ ଏତେ ପ୍ରାଞ୍ଜଳ ଭାବେ ଲେଖାଯାଇନଥିବ କି ଏତେ ଅଧିକ କାଳ ଧରି କେହି ଏକ ବିଷୟରେ ଏତେ ଅଧିକ ଉପାଦେୟ ପ୍ରସଙ୍ଗ ଲେଖିନଥିବେ । ଆପଣଙ୍କ ଏ ଐତିହାସିକ ଯାତ୍ରା ଏମିତି ଚାଲିଥାଉ ସାର! ସୁଭାସିସ ପାଣିଗାହି (ଆଳାପ) ୧୧:୨୧, ୧ ମଇ ୨୦୧୬ (IST) |
You deserve a barnstar!ସମ୍ପାଦନ କରନ୍ତୁ
- Thank you, AshLin for your great encouragement.--Subas Chandra Rout (ମୋ ଆଲୋଚନା) ୨୦:୧୪, ୨୬ ମଇ ୨୦୧୬ (IST)
ଡକ୍ଟର ଜେମ୍ସ୍ ହେଲମ୍ୟାନଙ୍କଦ୍ୱାରା ପ୍ରଦତ୍ତ ବାବେଲ ବାର୍ଣ୍ଣଷ୍ଟାରସମ୍ପାଦନ କରନ୍ତୁ
Babel Barnstar | ||
For translating nearly 350 medical articles from English to Odia. Amazing contribution :-) Doc James (ମୋ ଆଲୋଚନା) ୧୪:୦୦, ୩୦ ମଇ ୨୦୧୬ (IST) |
ରଥଯାତ୍ରା ଗଣସମ୍ପାଦନାରେ ଯୋଗଦେବାପାଇଁ ନିମନ୍ତ୍ରଣସମ୍ପାଦନ କରନ୍ତୁ
ନମସ୍କାର, ପବିତ୍ର ରଥଯାତ୍ରା ଅବସରରେ ଆମେ ଆପଣଙ୍କ ସୁଖ ଓ ସମୃଦ୍ଧି କାମନା କରୁଛୁ । ଏହି ଜୁଲାଇ ମାସରେ ଜଗନ୍ନାଥ ସଂସ୍କୃତି ଉତ୍ସବମୁଖର ହୋଇଉଠିଛି । ଏହାକୁ ସ୍ମରଣୀୟ କରିବା ପାଇଁ ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପାଳନ କରୁଛି "ରଥଯାତ୍ରା ଗଣସମ୍ପଦନା ୨୦୧୬"। ଗତବର୍ଷର "ନବକଳେବର ଗଣସମ୍ପାଦନା" ସଫଳ ହେବାପରେ ଏହା ହେଉଛି ସଂସ୍କୃତି-ଭିତ୍ତିକ ଦ୍ଵିତୀୟ ଗଣସମ୍ପାଦନା । ଆପଣ ଜାଣି ଖୁସି ହେବେ ଯେ ଗତବର୍ଷର ଗଣସମ୍ପାଦନାରେ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧିତ ୧୪୦ଟି ପ୍ରସଙ୍ଗ ନୂଆ ଓ ଉନ୍ନତ କରାଯାଇଥିଲା ଆଉ ସେହି ପ୍ରସଙ୍ଗଗୁଡ଼ିକ ଉଇକିପିଡ଼ିଆ ପାଇଁ ବହୁତ ଦରକାରୀ ଥିଲା । ତେବେ ଏବର୍ଷର "ରଥଯାତ୍ରା ଗଣସମ୍ପାଦନା" ଆରମ୍ଭ ହୋଇଯାଇଛି । ଜୁଲାଇ ୬ ରୁ ଅଗଷ୍ଟ ୪ ତାରିଖ ମାସେ କାଳ ଜଗନ୍ନାଥଙ୍କ ସମ୍ବନ୍ଧୀୟ ପ୍ରସଙ୍ଗମାନ ସମ୍ପାଦନା କରାଯାଇ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରାଯିବ । ଆଶାକରୁଛୁ ଯେ ଆପଣ ଏଥିରେ ଭାଗନେଇ ଏହାକୁ ସଫଳ କରାଇବେ । ଗଣସମ୍ପାଦନା ବାବଦରେ ଅଧିକ ଜାଣିବା ଓ ଭାଗନେବା ପାଇଁ ଏହି ପୃଷ୍ଠାଟି ଦେଖନ୍ତୁ । କୌଣସି ସହାୟତା ଲୋଡୁଥିଲେ କିମ୍ବା ପ୍ରଶ୍ନ ଥିଲେ ଆମକୁ ପଚାରିପାରିବେ । ଧନ୍ୟବାଦ । ଜୟ ଜଗନ୍ନାଥ! --ନିଷ୍ଠାରଞ୍ଜନଦାଶtalk |
କ୍ଲୋରୋକ୍ୱିନ ଓ କ୍ଲୋରୋକୁଇନ ବନାନ ବାବଦରେସମ୍ପାଦନ କରନ୍ତୁ
ସାର ନମସ୍କାର, କାଲି ଟେଲିଫୋନରେ କଥାବାର୍ତ୍ତା ହେବା ବେଳେ ବନାନ ବାବଦରେ ଯେଉଁ ଅଭିଯୋଗ କରିଥିଲେ, ତାର ଉତ୍ତର ହେଉଛି:
- ୭ ଫେବୃଆରୀ ୨୦୧୬ରେ ଆପଣ କ୍ଲୋରୋକ୍ୱିନ ନାମରେ ହିଁ ପ୍ରସଙ୍ଗଟି ତିଆରି କରିଥିଲେ, "କ୍ଲୋରୋକ୍ୱିନ" ର ପୁନର୍ସଂସ୍କରଣ ଇତିହାସ ପୃଷ୍ଠାରେ ଏହା ଦେଖିପାରିବେ । ଏହି ପ୍ରସଙ୍ଗରେ ମୁଁ ଥରେ ହେଲେ ବଦଳ କରିନି ଓ ଏହାର ଶିରୋନାମ ଅତୀତରେ କେବେବି ଘୁଞ୍ଚାଯାଇନି ତେଣୁ 'କ୍ଲୋରୋକୁଇନ'ରୁ 'କ୍ଲୋରୋକ୍ଵିନ'କୁ ଶିରୋନାମ ବଦଳ କରିଥିବା କଥା ସତ ନୁହେଁ ।
- ୨୨ ଡିସେମ୍ବର ୨୦୧୬ରେ ଆପଣ ଆମୋଡିଆକୁଇନ ପ୍ରସଙ୍ଗରେ 'କ୍ଲୋରୋକୁଇନ' ବନାନ ବ୍ୟବହାର କରିବାପରେ, ମୁଁ ସେହି (କ୍ଵିନ ବଦଳରେ କୁଇନ) ଢାଞ୍ଚାରେ କ୍ଲୋରୋକୁଇନ ଓ କ୍ଳୋରୋକୁଇନ ନାମକ ଦୁଇଟି ବିକଳ୍ପ ବନାନ ପୃଷ୍ଠା ତିଆରି କରି ମୂଳ ପ୍ରସଙ୍ଗ ପୃଷ୍ଠାକୁ ଲେଉଟାଇଥିଲି ଏବଂ ଏହି ଦୁଇଟି ବନାନ ମୋଟ ତିନୋଟି ଚିକିତ୍ସାବିଜ୍ଞାନ ସମ୍ବନ୍ଧୀୟ ପ୍ରସଙ୍ଗ ସହ ଯୋଡ଼ା ହେଇ'ଛି । ଏବେ ଯେକୌଣସି ବନାନ ବ୍ୟବହାର କଲେ ମଧ୍ୟ ଏହା ମୂଳ ପ୍ରସଙ୍ଗ କ୍ଲୋରୋକ୍ୱିନକୁ ବାଟ କଢ଼ାଇନେବ । ତେବେ ଆପଣ ଆଗ୍ରହୀ ଥିଲେ ମୂଳ ପ୍ରସଙ୍ଗର ଶିରୋନାମ 'କ୍ଲୋରୋକୁଇନ'କୁ ବଦଳେଇ ଦେଇପାରିବେ ।
ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ଆପଣଙ୍କ ନିରନ୍ତର ଅବଦାନ ନିମନ୍ତେ ସାଧୁବାଦ ଜଣାଇ ରହୁଛି ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୧:୪୪, ୬ ଜାନୁଆରୀ ୨୦୧୭ (IST)
ସମ୍ପାଦନ କରନ୍ତୁ
Hello! The Wikimedia Foundation is asking for your feedback in a survey. We want to know how well we are supporting your work on and off wiki, and how we can change or improve things in the future.[survey ୧] The opinions you share will directly affect the current and future work of the Wikimedia Foundation. You have been randomly selected to take this survey as we would like to hear from your Wikimedia community. To say thank you for your time, we are giving away 20 Wikimedia T-shirts to randomly selected people who take the survey.[survey ୨] The survey is available in various languages and will take between 20 and 40 minutes.
You can find more information about this project. This survey is hosted by a third-party service and governed by this privacy statement. Please visit our frequently asked questions page to find more information about this survey. If you need additional help, or if you wish to opt-out of future communications about this survey, send an email to surveys@wikimedia.org.
Thank you! --EGalvez (WMF) (talk) ୦୩:୩୧, ୧୪ ଜାନୁଆରୀ ୨୦୧୭ (IST)
- ↑ This survey is primarily meant to get feedback on the Wikimedia Foundation's current work, not long-term strategy.
- ↑ Legal stuff: No purchase necessary. Must be the age of majority to participate. Sponsored by the Wikimedia Foundation located at 149 New Montgomery, San Francisco, CA, USA, 94105. Ends January 31, 2017. Void where prohibited. Click here for contest rules.
Your feedback matters: Final reminder to take the global Wikimedia surveyସମ୍ପାଦନ କରନ୍ତୁ
(Sorry for writing in English)
Hello! This is a final reminder that the Wikimedia Foundation survey will close on 28 February, 2017 (23:59 UTC). The survey is available in various languages and will take between 20 and 40 minutes. Take the survey now.
If you already took the survey - thank you! We won't bother you again.
About this survey: You can find more information about this project here or you can read the frequently asked questions. This survey is hosted by a third-party service and governed by this privacy statement. If you need additional help, or if you wish to opt-out of future communications about this survey, send an email through EmailUser function to User:EGalvez (WMF). About the Wikimedia Foundation: The Wikimedia Foundation supports you by working on the software and technology to keep the sites fast, secure, and accessible, as well as supports Wikimedia programs and initiatives to expand access and support free knowledge globally. Thank you! --EGalvez (WMF) (talk) ୦୧:୦୯, ୨୨ ଫେବୃଆରୀ ୨୦୧୭ (IST)
ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭ରେ ଭାଗ ନେବାକୁ ଅନୁରୋଧସମ୍ପାଦନ କରନ୍ତୁ
ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭ | |
ଓଡି଼ଆ ଉଇକିପିଡି଼ଆରେ ଆନ୍ତର୍ଜାତିକ ମହିଳା ମାସ ଗଣସମ୍ପାଦନା ଆରମ୍ଭ ହେଇଗଲାଣି, ଆପଣଙ୍କୁ ଭାଗ ନେବାକୁ ଅନୁରୋଧ। --ଶୈଳେଶ (ପଚାରିବେ କିଛି?) |
Thank you for being one of Wikipedia's top medical contributors!ସମ୍ପାଦନ କରନ୍ତୁ
- please help translate this message into your local language via meta
The 2016 Cure Award | |
In 2016 you were one of the top ~200 medical editors across any language of Wikipedia. Thank you from Wiki Project Med Foundation for helping bring free, complete, accurate, up-to-date health information to the public. We really appreciate you and the vital work you do! Wiki Project Med Foundation is a user group whose mission is to improve our health content. Consider joining here, there are no associated costs. |
Thanks again :-) -- Doc James along with the rest of the team at Wiki Project Med Foundation ୨୩:୩୭, ୩ ମଇ ୨୦୧୭ (IST)
Thank you for being one of Wikipedia's top medical contributors!ସମ୍ପାଦନ କରନ୍ତୁ
- please help translate this message into your local language via meta
The 2017 Cure Award | |
In 2017 you were one of the top ~250 medical editors across any language of Wikipedia. Thank you from Wiki Project Med Foundation for helping bring free, complete, accurate, up-to-date health information to the public. We really appreciate you and the vital work you do! Wiki Project Med Foundation is a user group whose mission is to improve our health content. Consider joining here, there are no associated costs. |
Thanks again :-) -- Doc James along with the rest of the team at Wiki Project Med Foundation ୦୮:୪୬, ୨୬ ଅପ୍ରେଲ ୨୦୧୮ (IST)
Subas Chandra Rout Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୨୩:୨୬, ୨୩ ଜୁନ ୨୦୧୮ (IST)
Subas Chandra Rout Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୦:୨୪, ୨୪ ଜୁନ ୨୦୧୮ (IST)
ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ରେ ଭାଗ ନେବାକୁ ଅନୁରୋଧସମ୍ପାଦନ କରନ୍ତୁ
ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ | |
ଓଡି଼ଆ ଉଇକିପିଡି଼ଆରେ ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା, ୨୦୧୮ ଆରମ୍ଭ ହେଇଗଲାଣି । ଏହି ଗଣସମ୍ପାଦନା ୧୩ ଅଗଷ୍ଟ ୨୦୧୮ରୁ ୨୦ ଅଗଷ୍ଟ ୨୦୧୮ ଯାଏଁ ସପ୍ତାହେ ବ୍ୟାପି ଚାଲିବ, ଯେଉଁଥିରେ ଭାରତରେ ସ୍ୱାଧୀନତା ଆନ୍ଦୋଳନ ସହ ଜଡ଼ିତ ମହତ୍ୱପୂର୍ଣ୍ଣ ଘଟଣା ଏବଂ ଉଲ୍ଲେଖନୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପ୍ରସଙ୍ଗ ଗଢ଼ାଯିବା ସଙ୍ଗେ ସଙ୍ଗେ ଆଗରୁ ଥିବା ପୁରୁଣା ପ୍ରସଙ୍ଗର ମାନ ମଧ୍ୟ ଉନ୍ନତ କରାଯିବ । । ଆପଣଙ୍କୁ ଭାଗ ନେବାକୁ ଅନୁରୋଧ । --ଗପୁ (ମୋ ଆଲୋଚନା) ୧୧:୧୫, ୧୪ ଅଗଷ୍ଟ ୨୦୧୮ (IST) |
ଧନ୍ୟବାଦସମ୍ପାଦନ କରନ୍ତୁ
ସୁବାସ ସାର, ମହିଳା ସ୍ୱାସ୍ଥ୍ୟ ଗଣସମ୍ପାଦନା ୨୦୧୮ରେ ଭାଗ ନେଇ ଦୁଇଟି ନୂତନ ପୃଷ୍ଠା ଗଠନ କରିବା ସହ ଆହୁରି ଦୁଇଟି ପୂର୍ଵନିର୍ମିତ ପୃଷ୍ଠାଗୁଡ଼ିକୁ ଅଧିକ ତଥ୍ୟ ପ୍ରଦାନ କରି ଉନ୍ନତି କରିଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ । ସୌମେନ୍ଦ୍ର (ମୋ ଆଲୋଚନା) ୨୨:୩୮, ୧ ଡିସେମ୍ବର ୨୦୧୮ (IST)
A barnstar for you!ସମ୍ପାଦନ କରନ୍ତୁ
The Writer's Barnstar | |
ଏତେ ଗୁଡେ ପ୍ରସଙ୍ଗ ଲେଖିଥିବାରୁ ଧନ୍ୟବାଦ । Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୭:୪୮, ୧୮ ଡିସେମ୍ବର ୨୦୧୮ (IST) |
Thank you for being one of Wikipedia's top medical contributors!ସମ୍ପାଦନ କରନ୍ତୁ
- please help translate this message into your local language via meta
The 2018 Cure Award | |
In 2018 you were one of the top ~250 medical editors across any language of Wikipedia. Thank you from Wiki Project Med Foundation for helping bring free, complete, accurate, up-to-date health information to the public. We really appreciate you and the vital work you do! Wiki Project Med Foundation is a user group whose mission is to improve our health content. Consider joining here, there are no associated costs. |
Thanks again :-) -- Doc James along with the rest of the team at Wiki Project Med Foundation ୨୩:୨୫, ୨୮ ଜାନୁଆରୀ ୨୦୧୯ (IST)
ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ରେ ଭାଗ ନେବାକୁ ନିମନ୍ତ୍ରଣସମ୍ପାଦନ କରନ୍ତୁ
ନମସ୍କାର, ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା, ୨୦୧୯ ଆସନ୍ତା ଫେବୃଆରୀ ମାସ ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ଗଣ-ସମ୍ପାଦନାରେ ଆମେ ଓଡ଼ିଆ ଭାଷା ଏବଂ ତଦ୍ସମ୍ବନ୍ଧୀୟ ପ୍ରସଙ୍ଗମାନ ଉନ୍ନତ କରିବା ତଥା ଅତ୍ୟାବଶ୍ୟକୀୟ ପ୍ରସଙ୍ଗ ତିଆରି କରିବା । ଆଗରୁ ବହୁତ ପ୍ରସଙ୍ଗ ରହିଛି, ଯାହାକି ସେତେ ଉନ୍ନତମାନର ନାହିଁ, ତେଣୁ ତାକୁ ଉନ୍ନତ କରିବାକୁ ଏହି ଗଣ-ସମ୍ପାଦନାର ଆୟୋଜନ କରାଯାଇଛି । ଏହି ଗଣ-ସମ୍ପାଦନା ୨୮ ଫେବୃଆରୀ ୨୦୧୯ ଯାଏଁ ଚାଲିବ । ଗଣ-ସମ୍ପାଦନାଟିରେ ଭାଗ ନେବାପାଇଁ ଏଠାରେ ନିଜର ନାମ ଯୋଡ଼ନ୍ତୁ ଏବଂ ପ୍ରସଙ୍ଗଗୁଡ଼ିକ ତିଆରି କରିବା ଆଗରୁ ନିୟମାବଳୀକୁ ଥରେ ପଢ଼ିବାକୁ ଅନୁରୋଧ । କୌଣସି ପ୍ରକାରର ସହାଯ୍ୟ ପାଇଁ ଆଲୋଚନା ପୃଷ୍ଠାରେ ଲେଖିପାରିବେ । |
--ସଂଗ୍ରାମ କେଶରୀ ସେନାପତି (ଗପୁ) (ମୋ ଆଲୋଚନା) ୨୩:୫୩, ୧୯ ଫେବୃଆରୀ ୨୦୧୯ (IST)
|
Contactସମ୍ପାଦନ କରନ୍ତୁ
Hello, Could I confirm what the best way is to contact you with information about new articles submitted to v:WikiJournal of Medicine? It would be ideal to have your email address to add to the list for WikiJournal of Medicine Assoc. editors (your email would only be shared with board members). Feel free to let me know via the email contact link if you aim to keep your email private. Evolution and evolvability (ମୋ ଆଲୋଚନା) ୦୭:୧୫, ୧୮ ଅପ୍ରେଲ ୨୦୧୯ (IST)
- Hello THOMAS SHAFEE, I sent my E-Mail address with my application for membership. However please note it: subasmangal@yahoo.co.in. One suggestion: please let us know all activities through E-Mail so that we will participate in all activities. It has not been possible daily to go through all the sites of Wikimedia. I see that you are geunuinely involved in research activities which is very good.
- With thanks and best Subas Chandra Rout (ମୋ ଆଲୋଚନା) ୧୦:୦୧, ୨୮ ଅପ୍ରେଲ ୨୦୧୯ (IST)
- Absolutely, we will do that. Apologies that your email was missed off the list. Things should now run more smoothly and logically. Thank you! Evolution and evolvability (ମୋ ଆଲୋଚନା) ୧୭:୨୩, ୩୦ ଅପ୍ରେଲ ୨୦୧୯ (IST)
A barnstar for you!ସମ୍ପାଦନ କରନ୍ତୁ
The Tireless Contributor Barnstar | |
ନମସ୍କାର, ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କ ସକ୍ରିୟ ଅବଦାନ ଏବଂ ଗୁଣାତ୍ମକ ଲେଖା ମୋତେ ଆଜିବି ପ୍ରେରଣା ଦିଏ.... ପୁଣିଥରେ ଲେଖିବାପାଇଁ । ଶିତିକଣ୍ଠ (ଆଲୋଚନା) ୧୧:୨୭, ୫ ମଇ ୨୦୧୯ (IST) |
Project Tiger 2.0ସମ୍ପାଦନ କରନ୍ତୁ
Sorry for writing this message in English - feel free to help us translating it
Hello,
We are glad to inform you that Project Tiger 2.0/GLOW is going to start very soon. You know about Project Tiger first iteration where we saw exciting and encouraging participation from different Indian Wikimedia communities. To know about Project Tiger 1.0 please see this page
Like project Tiger 1.0, This iteration will have 2 components
- Infrastructure support - Supporting Wikimedians from India with internet support for 6 months and providing Chromebooks. Application is open from 25th August 2019 to 14 September 2019. To know more please visit
- Article writing contest - A 3-month article writing contest will be conducted for Indian Wikimedians communities. Following community feedback, we noted some community members wanted the process of article list generation to be improved. In this iteration, there will be at least two lists of articles
- Google-generated list,
- Community suggested list. Google generated list will be given to the community members before finalising the final list. On the other hand, the community may create a list by discussing among the community over Village pump, Mailing list and similar discussion channels.
Thanks for your attention,
Ananth (CIS-A2K) (talk)
Sent by MediaWiki message delivery (ମୋ ଆଲୋଚନା) ୧୭:୧୧, ୨୧ ଅଗଷ୍ଟ ୨୦୧୯ (IST)
Community Insights Surveyସମ୍ପାଦନ କରନ୍ତୁ
Share your experience in this survey
Hi Subas Chandra Rout,
The Wikimedia Foundation is asking for your feedback in a survey about your experience with ଉଇକିପିଡ଼ିଆ and Wikimedia. The purpose of this survey is to learn how well the Foundation is supporting your work on wiki and how we can change or improve things in the future. The opinions you share will directly affect the current and future work of the Wikimedia Foundation.
Please take 15 to 25 minutes to give your feedback through this survey. It is available in various languages.
This survey is hosted by a third-party and governed by this privacy statement (in English).
Find more information about this project. Email us if you have any questions, or if you don't want to receive future messages about taking this survey.
Sincerely,
RMaung (WMF) ୨୦:୦୩, ୬ ସେପ୍ଟେମ୍ବର ୨୦୧୯ (IST)
Reminder: Community Insights Surveyସମ୍ପାଦନ କରନ୍ତୁ
Share your experience in this survey
Hi Subas Chandra Rout,
A couple of weeks ago, we invited you to take the Community Insights Survey. It is the Wikimedia Foundation’s annual survey of our global communities. We want to learn how well we support your work on wiki. We are 10% towards our goal for participation. If you have not already taken the survey, you can help us reach our goal! Your voice matters to us.
Please take 15 to 25 minutes to give your feedback through this survey. It is available in various languages.
This survey is hosted by a third-party and governed by this privacy statement (in English).
Find more information about this project. Email us if you have any questions, or if you don't want to receive future messages about taking this survey.
Sincerely,
RMaung (WMF) ୨୦:୩୯, ୨୦ ସେପ୍ଟେମ୍ବର ୨୦୧୯ (IST)
Reminder: Community Insights Surveyସମ୍ପାଦନ କରନ୍ତୁ
Share your experience in this survey
Hi Subas Chandra Rout,
There are only a few weeks left to take the Community Insights Survey! We are 30% towards our goal for participation. If you have not already taken the survey, you can help us reach our goal! With this poll, the Wikimedia Foundation gathers feedback on how well we support your work on wiki. It only takes 15-25 minutes to complete, and it has a direct impact on the support we provide.
Please take 15 to 25 minutes to give your feedback through this survey. It is available in various languages.
This survey is hosted by a third-party and governed by this privacy statement (in English).
Find more information about this project. Email us if you have any questions, or if you don't want to receive future messages about taking this survey.
Sincerely,
RMaung (WMF) ୦୦:୩୧, ୪ ଅକ୍ଟୋବର ୨୦୧୯ (IST)
Thank you for being one of Wikipedia's top medical contributors!ସମ୍ପାଦନ କରନ୍ତୁ
- please help translate this message into your local language via meta
The 2019 Cure Award | |
In 2019 you were one of the top ~300 medical editors across any language of Wikipedia. Thank you from Wiki Project Med for helping bring free, complete, accurate, up-to-date health information to the public. We really appreciate you and the vital work you do! Wiki Project Med Foundation is a thematic organization whose mission is to improve our health content. Consider joining here, there are no associated costs. |
Thanks again :-) -- Doc James along with the rest of the team at Wiki Project Med Foundation ୦୦:୧୯, ୬ ମାର୍ଚ୍ଚ ୨୦୨୦ (IST)
ଧନ୍ୟବାଦସମ୍ପାଦନ କରନ୍ତୁ
ଥକୁନଥିବା ଅବଦାନକାରୀ ବାର୍ଣ୍ଣଷ୍ଟାର | ||
ଅବିରତ ଲେଖା ପାଇଁJnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୩:୫୯, ୨୯ ଅପ୍ରେଲ ୨୦୨୦ (IST) |
ଆପଣଙ୍କ ଅଭିଯୋଗ ବାବଦରେସମ୍ପାଦନ କରନ୍ତୁ
ସାର୍ ଆପଣଙ୍କ ସହ ବହୁତ ଦିନ ପରେ ଫୋନରେ କଥା ହୋଇ ଭଲ ଲାଗିଲା । ଆପଣଙ୍କ ଅଭିଯୋଗ ଥିଲା କି "ମୁଁ କାଇଁ ଜେମ୍ସ ହେଲମାନ ଲେଖିଥବା ମେଡିକାଲ ପ୍ରସଙ୍ଗରୁ ଲେଖା କାଟୁଛି" । ସାର୍ ପ୍ରକୃତରେ ମୁଁ କିଛି କାଟୁନି କିମ୍ବା ଲେଖାରେ ବି ବଦଳ କରୁନି ବରଂ ଅଧାର ସଜାଡୁଛି । ଏନେକ ଗୁଡିଏ ଲେଖା ଅଛି ଯେଉଁଥିରେ ଆଧାରଗତ ତ୍ରୁଟି ରହିଛି ତାହା ସଜାଡିବାକୁ ପଡିବ ନେହଲେ ପସଙ୍ଗ ତଳେ ନାଲି ଅକ୍ଷରରେ ଆଧାର ତ୍ରୁଟି ଅଛି ବୋଲି ଦେଖାଇବ । ଏଇ ଲିଙ୍କ ଶ୍ରେଣୀ:Pages with reference errors ଯାଇ ଆପଣ ଯେକୌଣସି ପ୍ରସଙ୍ଗ ଦେଖିପାରିବେ ସବୁଥିରେ ଆଧାର ତ୍ରୁଟି ରହିଛି । ସଜାଣି ବେଳେ ମୁଁ କଣ କରୁଛି ଅଧିକ ଜାଣିବା ପାଇ ଏଠି (ଆଧାର ତ୍ରୁଟି ସୁଧାର) ଦେଖନ୍ତୁ । ଆପଣ କେଉଁ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ବାବଦରେ କହି ନାହାନ୍ତି, ସେଇ ନିର୍ଦ୍ଦିଷ୍ଟ ପ୍ରସଙ୍ଗଟିର ଲିଙ୍କ ଦେଲେ କଣ ବଦଳ ହେଇଛି ଦେଖି ପାରିବା ଏବଂ ବିଶ୍ଲେଷଣ କରିପାରିବା । ଆପଣ ନିଜେ ବି ସେଇ ପ୍ରସଙ୍ଗର ଇତିହାସକୁ ଯାଇ କଣ ବଦଳ ହେଇଛି ଦେଖିପାରିବେ । କିଛି ଅସୁବିଧା ଥିଲେ ଏଠି ଜଣାଇବେ, ସବୁ ବଦଳ ସଜଡା ଯାଇ ପାରିବ । ଧନ୍ୟବାଦ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୭:୦୫, ୨୯ ମଇ ୨୦୨୦ (IST)
Wiki Loves Women South Asia 2020ସମ୍ପାଦନ କରନ୍ତୁ
Hello!
Thank you for your contribution in Wiki Loves Women South Asia 2020. We appreciate your time and efforts in bridging gender gap on Wikipedia. Due to the novel coronavirus (COVID-19) pandemic, we will not be couriering the prizes in the form of mechanize in 2020 but instead offer a gratitude token in the form of online claimable gift coupon. Please fill this form by last at June 10 for claiming your prize for the contest.
Wiki Love and regards!
Wiki Loves Folklore International Team.
--MediaWiki message delivery (ମୋ ଆଲୋଚନା) ୧୯:୪୦, ୩୧ ମଇ ୨୦୨୦ (IST)
Project Tiger 2.0 - Feedback from writing contest participants (editors) and Hardware support recipientsସମ୍ପାଦନ କରନ୍ତୁ
Dear Wikimedians,
We hope this message finds you well.
We sincerely thank you for your participation in Project Tiger 2.0 and we want to inform you that almost all the processes such as prize distribution etc related to the contest have been completed now. As we indicated earlier, because of the ongoing pandemic, we were unsure and currently cannot conduct the on-ground community Project Tiger workshop.
We are at the last phase of this Project Tiger 2.0 and as a part of the online community consultation, we request you to spend some time to share your valuable feedback on the Project Tiger 2.0 writing contest.
Please fill this form to share your feedback, suggestions or concerns so that we can improve the program further.
Note: If you want to answer any of the descriptive questions in your native language, please feel free to do so.
Thank you. MediaWiki message delivery (ମୋ ଆଲୋଚନା) ୧୩:୩୫, ୧୧ ଜୁନ ୨୦୨୦ (IST)
Wiki Loves Women South Asia Barnstar Awardସମ୍ପାଦନ କରନ୍ତୁ
Greetings! Thank you for contributing to the Wiki Loves Women South Asia 2020. We are appreciative of your tireless efforts to create articles about Women in Folklore on Wikipedia. We are deeply inspired by your persistent efforts, dedication to bridge the gender and cultural gap on Wikipedia. Your tireless perseverance and love for the movement has brought us one step closer to our quest for attaining equity for underrepresented knowledge in our Wikimedia Projects. We are lucky to have amazing Wikimedians like you in our movement. Please find your Wiki Loves Women South Asia postcard here. Kindly obtain your postcards before 15th July 2020. Keep shining! Wiki Loves Women South Asia Team |
MediaWiki message delivery (ମୋ ଆଲୋଚନା) ୧୮:୫୭, ୫ ଜୁଲାଇ ୨୦୨୦ (IST)
We sent you an e-mailସମ୍ପାଦନ କରନ୍ତୁ
Hello Subas Chandra Rout,
Really sorry for the inconvenience. This is a gentle note to request that you check your email. We sent you a message titled "The Community Insights survey is coming!". If you have questions, email surveys@wikimedia.org.
You can see my explanation here.
MediaWiki message delivery (ମୋ ଆଲୋଚନା) ୦୦:୨୩, ୨୬ ସେପ୍ଟେମ୍ବର ୨୦୨୦ (IST)
ଏସିଆ ମାସ ଗଣସମ୍ପାଦନା, ୨୦୨୦ରେ ଭାଗ ନେବାକୁ ନିମନ୍ତ୍ରଣସମ୍ପାଦନ କରନ୍ତୁ
ଏସିଆ ମାସ ଗଣସମ୍ପାଦନା, ୨୦୨୦ | |
ନମସ୍କାର, ଏସିଆ ମାସ ଗଣ-ସମ୍ପାଦନା, ୨୦୨୦ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୨୦୧୬ ମସିହାରୁ ଏହି ଗଣ-ସମ୍ପାଦନା ଆରମ୍ଭ ହୋଇଥିଲା ଏବଂ ପୂର୍ବ ବର୍ଷମାନଙ୍କ ଭଳି ଏହିଥର ମଧ୍ୟ ଓଡ଼ିଆ ଉଇକିପିଡ଼ିଆ ଉଇଜର ଗ୍ରୁପ ଏହି ଗଣ-ସମ୍ପାଦନାରେ ଅଂଶଗ୍ରହଣ କରୁଛି, ଯାହାକି ନଭେମ୍ବର ୩୦ ଯାଏଁ ଗୋଟେ ମାସ ଧରି ଚାଲିବ । ଏହି ଗଣ-ସମ୍ପାଦନାରେ ଏସିଆ ମହାଦେଶ ଅନ୍ତର୍ଗତ ବିଭିନ୍ନ ପ୍ରସଙ୍ଗମାନ ଲେଖାଯାଏ, ମାତ୍ର ସେହି ପ୍ରସଙ୍ଗଗୁଡ଼ିକ ନିଜ ଦେଶର ହୋଇନଥିବ । ଯେମିତିକି ଆମେ ଭାରତ ବାହାରେ ଥିବା ଅନ୍ୟାନ୍ୟ ଦେଶମାନଙ୍କର ଭିନ୍ନ ଭିନ୍ନ ବିଷୟରେ ପ୍ରସଙ୍ଗମାନ ଲେଖିପାରିବା । | |
ଏହି ଗଣ-ସମ୍ପାଦନାର ମୂଳ ଲକ୍ଷ ହେଉଛି ଉଇକିପିଡ଼ିଆ ସମୂଦାୟସହ ଏକ ବନ୍ଧୁତ୍ୱପୂର୍ଣ୍ଣ ଭାବର ଆଦାନପ୍ରଦାନ । ଆମେ ଏହି ଗଣ-ସମ୍ପାଦନା ଫଳରେ ଅନ୍ୟ ଦେଶର ଚାଲିଚଳନି, ପରମ୍ପରା, ସଭତ୍ୟା, ସଂସ୍କୃତି, ଖାଦ୍ୟପେୟ, ସ୍ଥାନ, ଲୋକ ଆଦି ବିଷୟରେ ସମ୍ୟକ ସୂଚନା ପାଇପାରିବା । ଏହି ଗଣ-ସମ୍ପାଦନାରେ ଭାଗ ନେଉଥିବା ଉଇକିଆଳିମାନଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ପୁରସ୍କାର ରହିଛି । ଗଣ-ସମ୍ପାଦନାଟିରେ ଭାଗ ନେବାପାଇଁ ଏଠାରେ ନିଜର ନାମ ଯୋଡ଼ନ୍ତୁ ଏବଂ ପ୍ରସଙ୍ଗଗୁଡ଼ିକ ତିଆରି କରିବା ଆଗରୁ ନିୟମାବଳୀକୁ ଥରେ ପଢ଼ିବାକୁ ଅନୁରୋଧ । କୌଣସି ପ୍ରକାରର ସହାଯ୍ୟ ପାଇଁ ସହାୟତା ପୃଷ୍ଠା ଦେଖିପାରିବେ । |
Wikimedia Wikimeet India 2021 Program Schedule: You are invited 🙏ସମ୍ପାଦନ କରନ୍ତୁ
Hope this message finds you well. Wikimedia Wikimeet India 2021 will take place from 19 to 21 February 2021 (Friday to Sunday). Here is some quick important information:
- A tentative schedule of the program is published and you may see it here. There are sessions on different topics such as Wikimedia Strategy, Growth, Technical, etc. You might be interested to have a look at the schedule.
- The program will take place on Zoom and the sessions will be recorded.
- If you have not registered as a participant yet, please register yourself to get an invitation, The last date to register is 16 February 2021.
- Kindly share this information with your friends who might like to attend the sessions.
Schedule : Wikimeet program schedule. Please register here.
Thanks
On behalf of Wikimedia Wikimeet India 2021 Team