Hi, Welcome. I am Dr Subas Chandra Rout, an Orthopedician by profession.
My user name is - user:Subas Chandra Rout
Education - MBBS, MS (Orthopedics), D. Ortho and LLB.
I retired in the rank of Joint Director in the Department of Health and Family Welfare of Govt. of Odisha (India), subsequently Asst. Professor, KIMS Medical College.
At present I edit Wikipedia, Wikisource, Wiktionary and Wikimedia Commons.
ସ୍ଵାଗତଂ
ମୋର ନାମ- (Doctor) ସୁବାସ ଚନ୍ଦ୍ର ରାଉତ, ଶିକ୍ଷାଗତ ଯୋଗ୍ୟତା- M.S. (Orthopaedics), D. Ortho ଓ LLB.
ବର୍ତ୍ତମାନ ଅବସ୍ଥାନ- ପାଇକ ନଗର, ଭୁବନେଶ୍ୱର, ଓଡ଼ିଶା, ଭାରତ ।
E-Mail - subasmangal@yahoo.co.in
ଅତୀତରେ ଓଡିଶା ସ୍ଵାସ୍ଥ୍ୟ ବିଭାଗରେ ଯୁଗ୍ମ ନିର୍ଦ୍ଦେଶକ ପଦବୀରେ ଓ କିମ୍ସ୍ ମେଡିକାଲ କଲେଜରେ ସହକାରୀ ପ୍ରଫେଶର ପଦବୀରେ କାମ କରି ଅବସର ଗ୍ରହଣ କରିଥିଲି ।
ଅଧୁନା ମୁଁ ମୂଖ୍ୟତଃ ଉଇକିପିଡିଆ, ଉଇକିପାଠାଗାର ଓ କିଛି ପରିମାଣରେ ଉଇକିଅଭିଧାନ ଓ ଉଇକିମିଡିଆ କମନ୍ସ ସମ୍ପାଦନା କରିବାରେ ବ୍ରତୀ ଅଛି ।