ଉଇକିପିଡ଼ିଆ:ମେଳଣ/ବେଙ୍ଗାଳୁରୁ/ବେଙ୍ଗାଳୁରୁ୪

ଛାଞ୍ଚ:Meetup/ମାର୍ଚ୍ଚ ୨୦୨୪
Wikipedia Meetups
ମାର୍ଚ୍ଚ ୨୦୨୪ +/-
Full Meetup Calendar

ଏଇ ମେଳଣଟି ଓଡ଼ିଆ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଓ ଏହାର ବିକାଶ କରିବା ପାଇଁ ଆରମ୍ଭ କରାଯାଇଛି । ଏହା ବେଙ୍ଗାଳୁରୁର ୩ୟ ଓଡ଼ିଆ ଉଇକିପିଡ଼ିଆ ମେଳଣ, ତେଣୁ ସବୁ ଓଡ଼ିଆମାନଙ୍କୁ ଏଠାକୁ ଆସିବାକୁ ଅନୁରୋଧ ।

ତାରିଖ ଓ ଜାଗା/Date and Venue ସମ୍ପାଦନା

ତାରିଖ/Date: : ରବିବାର/Sunday, ୨୦୧୧-ନଭେମ୍ବର ୨୭/2011-Nov 27 ଉପରବେଳା ୩:00 IST

ଜାଗା:
ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି/The Centre for Internet and Society
No. 194, 2nd 'C' Cross,
4th Main
Domlur 2nd Stage
Opposite to Domlur Club
Bangalore 560 071
Karnataka
12°59′18.6″N 77°35′39.75″E / 12.988500°N 77.5943750°E / 12.988500; 77.5943750

କେଉଁ ମାନେ ଭାଗ ନେଇପାରିବେ ସମ୍ପାଦନା

ଓଡ଼ିଆ ଉଇକିପିଡ଼ିଆ ପାଇଁ ଯେଉଁ ମାନେ କିଛି ଜାଣିବାକୁ ଚାହୁଁଛନ୍ତି ଆଉ ଭାଗନେଇ ଓଡ଼ିଆ ଭାଷାରେ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚାହାନ୍ତି ସେ ସମସ୍ତେ ଏଠାକୁ ଆସିପାରିବେ । ଓଡ଼ିଆ ଉଇକିପିଡ଼ିଆ ୨୦୦୨ ମସିହାରେ ଆରମ୍ଭ ହୋଇଥିଲା ଯାହା ନାନା କାରଣରୁ ଅନେକ ବର୍ଷ ଧରି ସେତେ ଆଗକୁ ଯାଇପାରି ନଥିଲା, ତେଣୁ ଆମେ ବେଙ୍ଗାଳୁରୁର ଏଇ ୩ୟ ଓଡ଼ିଆ ଉଇକି ମେଳଣ ଜରିଆରେ ୯ ବର୍ଷର ପୁରୁଣା ସେଇ ଓଡ଼ିଆ ଉଇକିପିଡ଼ିଆକୁ ପୁଣି ଆଗକୁ ବଢ଼ାଇବା । ଯଦି ଆପଣ ଇଚ୍ଛୁକ ତେବେ ତଳେ ନାମ ଲେଖାନ୍ତୁ ।

କେମିତି ପହଞ୍ଚିବେ ସମ୍ପାଦନା

  • ରାସ୍ତାରେ (By Road):
    • ଏମ ଜି ରୋଡ଼ରୁ->ବ୍ରିଗେଡ଼ ରୋଡ଼-> ସେଣ୍ଟ୍ରାଲ ବିଜିନେସ ଡିଷ୍ଟ୍ରିକ୍ଟ -> ବିଧାନ ସୌଧ — ସିଧା ପୁରୁଣା ବିମାନଘାଟି ଆଡକୁ ଡମଲୁରୁ ଯାଏଁ ଯାନ୍ତୁ, ସେଠୁ ଷ୍ଟିଭସ ଜିମ/ ପରଟା ହାଉସ ଆଡକୁ ବାଁକୁ ବୁଲନ୍ତୁ।

ସିଧା ଯାଆଁତୁ, ଷ୍ଟର୍ମ ଉଆଟର ଡ୍ରେନ ପାରି ହୁଅଁତୁ, ଏନର୍ଜି ରିସର୍ଚ ଇନଷ୍ଟିଟୁଟ [ଟି ଇ ଆର ଆଇ] ପରେ ବାଁକୁ ବୁଲନ୍ତୁ, ସେଠି ଆପଣ ବାଁ ପଟେ ଡମଲୁରୁ କ୍ଲବ ଦେଖିପାରିବେ, ଦ୍ଵିତୀୟ ଗଳିରୁ ଡାହାଣକୁ ବୁଲନ୍ତୁ, କ୍ଲବର ଠିକ ବିପରୀତ, ରାସ୍ତାର ଡାହାଣ ପଟେ ସି ଆଇ ଏସ ଘରଟି ଅଛି । ସି ଆଇ ଏସର ଗୋଟେ ଧଳା ଫାଟକ, ସେଇଟି ପ୍ରଥମ ଫାଟକ ଓ ରାସ୍ତାର ଡାହାଣ ପଟେ ଅଛି ।

    • ହୋସୁର ରୋଡ଼, ଇଲେକ୍ଟ୍ରୋନିକସ ସିଟି, କୋରମଙ୍ଗଳା, ସାରଜାପୁର, ବନରଘଟା ରୋଡ଼ — ଇନର ରିଗ ରୋଡ଼/ଇଣ୍ଟରମିଡିଏଟ ରିଗ ରୋଡ଼ ଦେଇ ଡମଲୁରୁ-ଓଲ୍ଡ ଏୟାରପୋର୍ଟ ରୋଡ଼ ଦେଇ ଡମଲୁରୁ ଯାଏଁ ଯାଆଁତୁ, ସେଠୁ ଷ୍ଟିଭସ ଜିମ/ ପରଟା ହାଉସ ଆଡକୁ ବାଁକୁ ବୁଲନ୍ତୁ।

ସିଧା ଯାଆଁତୁ, ଷ୍ଟର୍ମ ଉଆଟର ଡ୍ରେନ ପାରି ହୁଅଁତୁ, ଏନର୍ଜି ରିସର୍ଚ ଇନଷ୍ଟିଟୁଟ [ଟି ଇ ଆର ଆଇ] ପରେ ବାଁକୁ ବୁଲନ୍ତୁ, ସେଠି ଆପଣ ବାଁ ପଟେ ଡମଲୁରୁ କ୍ଲବ ଦେଖିପାରିବେ, ଦ୍ଵିତୀୟ ଗଳିରୁ ଡାହାଣକୁ ବୁଲନ୍ତୁ, କ୍ଲବର ଠିକ ବିପରୀତ, ରାସ୍ତାର ଡାହାଣ ପଟେ ସି ଆଇ ଏସ ଘରଟି ଅଛି । ସି ଆଇ ଏସର ଗୋଟେ ଧଳା ଫାଟକ, ସେଇଟି ପ୍ରଥମ ଫାଟକ ଓ ରାସ୍ତାର ଡାହାଣ ପଟେ ଅଛି ।

    • ପୁରୁଣା ଏୟାରପୋର୍ଟ, ହାଲ (ଏଚ ଏ ଏଲ), ମାରଥାହଲି, ଇନ୍ଦିରା ନଗର, ଅଳସୁରୁ — ୧୦୦ ଫିଟ ରୋଡ଼ [ମେଟ୍ରୋ ତଳେ]ରେ ଡମଲୁରୁ ଫ୍ଲାଇଓଭର ଯାଏଁ ଆସନ୍ତୁ । ଫ୍ଲାଇଓଭର ଆଗରୁ ପାଦଚଲା ପୋଲ/ Pedestrian Foot Over Bridge [FOB] ଡାହାଣକୁ ବୁଲନ୍ତୁ । ଆଗକୁ ଯାଇ ତୃତୀୟ ଗଳିରେ ବାଁକୁ ଟି ଇ ଆର ଆଇ/ [TERI] ଆଡକୁ ଯାଆଁତୁ । ଏନର୍ଜି ରିସର୍ଚ ଇନଷ୍ଟିଚୁଟ [ଟି ଇ ଆର ଆଇ] ପରେ ବାଁକୁ ବୁଲନ୍ତୁ, ସେଠି ଆପଣ ବାଁ ପଟେ ଡମଲୁରୁ କ୍ଲବ ଦେଖିପାରିବେ, ଦ୍ଵିତୀୟ ଗଳିରୁ ଡାହାଣକୁ ବୁଲନ୍ତୁ, କ୍ଲବର ଠିକ ବିପରୀତ, ରାସ୍ତାର ଡାହାଣ ପଟେ ସି ଆଇ ଏସ ଘରଟି ଅଛି । ସି ଆଇ ଏସର ଗୋଟେ ଧଳା ଫାଟକ, ସେଇଟି ପ୍ରଥମ ଫାଟକ ଓ ରାସ୍ତାର ଡାହାଣ ପଟେ ଅଛି ।

Location details In English: From MG Road, Brigade Road, Central Business District, Vidhan Soudha — Come straight on Old Airport Road towards Domlur, and take a Left after Steves Gym / Paratha House. Go straight, and continue straight after the Domlur BDA Complex crossroads. Further, go straight, cross bridge over storm water drain, and take Left AFTER The Energy Research Institute [TERI]. You will see Domlur Club on the LEFT. Take a right onto the SECOND lane, opposite the gate of the Club. The CIS building has a white gate and is on the RIGHT-hand side, first gate.

    • From Hosur Road, Electronics City, Koramangala, Sarjapur, Bannerghatta — Take Inner Ring Road/Intermediate Ring Road towards the Domlur-Old Airport flyover. Proceed straight towards Indra Nagar by taking the flyover. Take a Left just AFTER the flyover, before the Pedestrian Foot Over Bridge [FOB]. Proceed forward and take the Third LEFT towards TERI. Take a Right before TERI and proceed as above.
    • From Old Airport, HAL, Marathalli, Varthur — Come on Old Airport-Varthur Road, cross Domlur flyover, take a Right AT the flyover proceed towards IndraNagar and proceed as per above to reach.
    • From Old Madras, Road, Indira Nagar, Ulsoor — Take 100feet Road [Under Metro] to Domlur flyover. Take a Right BEFORE the flyover, at the Pedestrian Foot Over Bridge [FOB]. Proceed forward and take the Third LEFT towards TERI. Take a Right before TERI and proceed as above.


  • ବସରେ ଆସିଲେ:
    • କେମ୍ପେଗଉଡା ବସ ଷ୍ଟେସନ (ମେଜେଷ୍ଟିକ) -> କେ ଆର ମାର୍କେଟ -> ଶିବାଜୀ ନଗର -> ଓଲ୍ଡ ଏୟାରପୋର୍ଟକୁ ବସ ଧରନ୍ତୁ -> ଡମଲୁରୁ ଆଉ ବାଟର ଟ୍ୟାଙ୍କ ପାଖରେ ଓଲ୍ହ।ଇ ଉପର ଲେଖା ରାସ୍ତାରେ ଆସନ୍ତୁ ।
    • ବନସଙ୍କରି, ସେଣ୍ଟ୍ରାଲ ସିଲ୍କ ବୋର୍ଡ — ଡମଲୁରୁ ଯାଏଁ ବସରେ ଆସନ୍ତୁସନ୍ତୁ, ଇନ୍ଦିରା ନଗର ଫୁଟ ଓଭର ବ୍ରିଜ [Foot Over Bridge/FOB] ଓଭର ଠାରେ ଓଲ୍ହ।ଇ [ଟି ଇ ଆର ଆଇ] ଆଡକୁ ଉପରେ ଲେଖାଥିବା ଦିଗରେ ଆସନ୍ତୁ ।

Bus Route in English

    • From Kempegowda Bus Station [Majestic], KR Market, Shivaji Nagar, take a bus towards Old Airport, Domlur and get down at the Water Tank and Proceed as above.
    • From Banashankari, Central Silk Board — Take a bus terminating at Domlur. Get down after the Indira Nagar FOB, and walk towards TERI as mentioned above. Take a bus going toward Indira Nagar. Get down before the flyover, walk towards, the Water tank, and proceed as above.

ମୂଳ ପ୍ରସଙ୍ଗ (Agenda) ସମ୍ପାଦନା

ପ୍ରଥମ ପ୍ରସଙ୍ଗ:

  • ଓଡ଼ିଆ ଉଇକିପିଡ଼ିଆକୁ ପାଛୋଟା ଓ ବାକି ପ୍ରକଳ୍ପ
  • କେମିତି ସମ୍ପାଦନା କରିବେ ଉଇକିପିଡ଼ିଆ

ଦ୍ଵିତୀୟ ପ୍ରସଙ୍ଗ:

  • ଓଡ଼ିଆ ଉଇକିପିଡ଼ିଆ ବିଷୟରେ ଜାଣିବା କଥା, ଓଡ଼ିଆ ଉଇକିପିଡ଼ିଆ ଓ ବାକି ଉଇକି ପ୍ରକଳ୍ପ
  • ଓଡ଼ିଆ ଉଇକିପିଡ଼ିଆର ଏବେକାର ସ୍ଥିତି

Main Agenda:
Session1:

  • - Introducing Wikipedia Odia
  • - Editing Wikipedia

Session2:Introduction to Wikipedia and odia wiki projects

  • - Introduction about Wikipedia and Odia Wikipedia
  • - Current status of Odia Wikipedia
 
ଯୋଗଦାନକାରୀମାନେ ଉଇକିପିଡ଼ିଆ ବ୍ୟବହାର କରୁଛନ୍ତି

ଯୋଗଦାନକାରୀ ସମ୍ପାଦନା

ଆୟୋଜନ କରୁଛନ୍ତି (Organizers) ସମ୍ପାଦନା

ନାମ ଲେଖାଇଥିଲେ (Signed up) ସମ୍ପାଦନା

  1. ସୁଭାସିସପାଣିଗାହିମୋତେ କହିବେ କିଛି? ୧୩:୧୩, ୨୨ ନଭେମ୍ବର ୨୦୧୧ (UTC)
  2. -- ଅηsuмaη Talk ୨୦:୨୪, ୨୨ ନଭେମ୍ବର ୨୦୧୧ (UTC)

ଭାଗନେଇଥିଲେ (Participated) ସମ୍ପାଦନା

  1. ସନ୍ଦୀପ ନାୟକ
  2. ଅଂଶୁମାନ ଗିରି
  3. ସୁଭାସିସ ପାଣିଗାହି
  4. ରାଜେଶ କୁମାର ଜେନା
  5. ସରୋଜ ସାହୁ
  6. ଶ୍ୟାମାନନ୍ଦ ବାରିକ
 
ଯୋଗଦାନକାରୀ

ଶୁଭେଚ୍ଛା (Wishes) ସମ୍ପାଦନା

ବିବରଣୀ (Report) ସମ୍ପାଦନା

ଓଡ଼ିଆରେ ସମ୍ପାଦନା

ଏବେକାର ସ୍ଥିତି:

ପ୍ରକଳ୍ପ ସମୂହ:

ଆଗାମୀ ଅଭିଯାନ:

In English ସମ୍ପାଦନା

ଫେସବୁକ ସମ୍ପାଦନା

ଏହି ଫେସବୁକ ଘୋଷଣାରେ କ୍ଲିକ କରି ମଧ୍ୟ ନିଜ ନାଆଁ ଲେଖାନ୍ତୁ ।

ଟୁଇଟର (Twitter) ସମ୍ପାଦନା

 
ମେଳଣରେ ଯୋଗଦାନକାରୀ

ଫଟୋ (Photos) ସମ୍ପାଦନା

ଫଟୋସବୁ ଉଇକିକମନସ ରେ ବିଭାଗ ସହ ରଖନ୍ତୁ (Please upload to commons and add category) Commons:Category:Bangalore Odia Meetup 2011Nov27