ଶାରଳା ପୁରସ୍କାର

ଓଡ଼ିଆ ସାହିତ୍ୟ ପୁରସ୍କାର
(ସାରଳା ପୁରସ୍କାରରୁ ଲେଉଟି ଆସିଛି)

ଆଦିକବି ସାରଳା ଦାସଙ୍କ ନାମରେ ନାମିତ ଏହି ପୁରସ୍କାର ଓଡ଼ିଆ ଭାଷାସାହିତ୍ୟକୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରତିବର୍ଷ ପ୍ରଦାନ କରାଯାଇଥାଏ । ଓଡ଼ିଆ ଶିଳ୍ପପତି ବଂଶୀଧର ପଣ୍ଡାଇଲା ପଣ୍ଡାଙ୍କଦ୍ୱାରା ପ୍ରତିଷ୍ଠିତ ଶାରଳା ପୁରସ୍କାର ଇମ୍ଫାଗୃପଦ୍ୱାରା ପରିଚାଳିତ ଇଣ୍ଡିଆନ ମେଟାଲ୍‌ସ ପବ୍ଲିକ୍‌ ଚାରିଟେବଲ୍‌ ଟ୍ରଷ୍ଟ (ଇମ୍ପାକ୍ଟ) ଆନୁକୁଲ୍ୟରେ ୧୯୮୦ ମସିହାରୁ ପ୍ରଦାନ କରାଯାଇ ଆସୁଅଛି ।

ପୁରସ୍କାର ବିଜେତାଙ୍କୁ ପ୍ରଶସ୍ତି ପତ୍ର ଓ ଉତ୍ତରୀୟ ସହ ନଗଦ ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ କରାଯାଏ ।[୧]

ଶାରଳା ପୁରସ୍କାର ବିଜେତା[୨]
ବର୍ଷ ବିଜେତା ବହି ଟିକା
୨୦୨୨ ଗୌରହରି ଦାସ ବାଘ ଓ ଅନ୍ୟାନ୍ୟ ଗଳ୍ପ [୩]
୨୦୨୧ ପାରମିତା ଶତପଥୀ ଅଭିପ୍ରେତ କାଳ [୪]
୨୦୨୦ ନିତ୍ୟାନନ୍ଦ ନାୟକ ସେତେବେଳକୁ ନଥିବି [୫]
୨୦୧୯ ପ୍ରଦୀପ ଦାଶ ଚରୁ ଚିବର ଓ ଚର୍ଯ୍ୟା [୬]
୨୦୧୮ ଶତ୍ରୁଘ୍ନ ପାଣ୍ଡବ ମିଶ୍ର ଧ୍ରୁପଦ [୭]
୨୦୧୭ ବନଜ ଦେବୀ କାଠ ପୁଅ ଓ ଅନ୍ୟାନ୍ୟ ଗଳ୍ପ [୮]
୨୦୧୬ ହୃଷୀକେଶ ମଲ୍ଲିକ ଜେଜେ ଦେଖି ନଥିବା ଭାରତ [୯]
୨୦୧୫ ମନୋଜ କୁମାର ପଣ୍ଡା ମାୟା ବଗିଚା [୧୦]
୨୦୧୪ ପ୍ରଫୁଲ୍ଲ ଦାସ ବହ୍ନିମାନ
୨୦୧୩ ଅଚ୍ୟୁତାନନ୍ଦ ପତି ଚା'ରୁ ଚୈତନ୍ୟ ପର୍ଯ୍ୟନ୍ତ
୨୦୧୨ ହୃଷୀକେଶ ପଣ୍ଡା ଗର୍ବ କରିବାର କଥା
୨୦୧୧ ହରିହର ମିଶ୍ର ଦିବ୍ୟ ଅସନ୍ତୋଷ
୨୦୧୦ ବୀଣାପାଣି ମହାନ୍ତି ଅପହଞ୍ଚ ଆକାଶ
୨୦୦୯ ପ୍ରସନ୍ନ କୁମାର ମିଶ୍ର ଖରାରେ ବାଙ୍ଗରା ଲୋକ
୨୦୦୮ ହରପ୍ରସାଦ ଦାସ ହାରମୋନିଅମରେ ତୋଡ଼ି
୨୦୦୭ ଦାଶରଥି ଦାସ ବିଦଗ୍ଧ ମାନସ
୨୦୦୬ ଅନ୍ନପୂର୍ଣ୍ଣା ମହାରଣା ଅମୃତ ଅନୁଭବ
୨୦୦୫ ହୃଦାନନ୍ଦ ରାୟ ଜଣେ ଅନୁଭବୀ ଅନୁଭବର
୨୦୦୪ ସାତକଡ଼ି ହୋତା ମୁକ୍ତିମନ୍ତ୍ର ଓ ଜନନୀ ଜନ୍ମଭୂମୀ [୧୧]
୨୦୦୩ ଜଗଦୀଶ ମହାନ୍ତି ସୁନା ଇଲିସି
୨୦୦୩ ଦୀପକ ମିଶ୍ର ନିଦାଘ ଯାତ୍ରା
୨୦୦୧ ତରୁଣ କାନ୍ତି ମିଶ୍ର ଆକାଶ ସେତୁ
୨୦୦୨ ଉତ୍ତମ କୁମାର ପ୍ରଧାନ କଳାହାଣ୍ଡିର କଥାକାର
ଶ୍ରୀନିବାସ ଉଦ୍‌ଗାତା ଋତମ୍ ,
୨୦୦୦ ଗୋପାଳ ଛୋଟରାୟ ନାଟ୍ୟ ସାହିତ୍ୟର ସାମଗ୍ରିକ କୃତି
୧୯୯୯ ବିଭୂତି ପଟ୍ଟନାୟକ କଥା ସାହିତ୍ୟର ସାମଗ୍ରିକ କୃତି
୧୯୯୮ ଜଗନ୍ନାଥ ପ୍ରସାଦ ଦାସ ପ୍ରିୟ ବିଦୁଷକ [୧୨]
୧୯୯୭ ମନମୋହନ ଚୌଧୁରୀ କସ୍ତୁରୀ ମୃଗସମ
୧୯୯୬ ସତ୍ୟନାରାୟଣ ରାଜଗୁରୁ ମାେ ଜୀବନ ସଂଗ୍ରାମ
୧୯୯୫ ରାଜେନ୍ଦ୍ର କିଶୋର ପଣ୍ଡା ଅନ୍ୟା ଓ ଶୈଳକଳ୍ପ
୧୯୯୪ ଭୁବନେଶ୍ୱର ବେହେରା ଗାଁର ଡାକ
୧୯୯୩ ନୃସିଂହ ଚରଣ ପଣ୍ଡା ଖାରବେଳ
୧୯୯୨ ପ୍ରତିଭା ଶତପଥୀ ଶବରୀ
୧୯୯୧ ରବି ପଟ୍ଟନାୟକ ବନ୍ଧ୍ୟା ଗାନ୍ଧାରୀ
ରାମଚନ୍ଦ୍ର ବେହେରା ଓଁ କାର ଧ୍ୱନି
୧୯୯୦ ପ୍ରତିଭା ରାୟ ଯାଜ୍ଞସେନୀ
ମନୋରଞ୍ଜନ ଦାସ ନନ୍ଦିକା କେଶରୀ
୧୯୮୯ ଚିତ୍ତରଞ୍ଜନ ଦାସ ଓଡ଼ିଶା ଓ ଓଡ଼ିଆ
୧୯୮୮ ଶରତ କୁମାର ମହାନ୍ତି ସଂସ୍କୃତି ଅପସଂସ୍କୃତି
୧୯୮୭ ଶାନ୍ତନୁ କୁମାର ଆଚାର୍ଯ୍ୟ ଶକୁନ୍ତଳା
୧୯୮୬ କିଶୋରୀ ଚରଣ ଦାସ ଭିନ୍ନ ପାଉଁଶ
୧୯୮୫ ସୀତାକାନ୍ତ ମହାପାତ୍ର ଆରଦୃଶ୍ୟ
୧୯୮୪ ରମାକାନ୍ତ ରଥ ସଚିତ୍ର ଅନ୍ଧାର
୧୯୮୩ ମହାପାତ୍ର ନୀଳମଣି ସାହୁ ଅଭିଶପ୍ତ ଗନ୍ଧର୍ବ
୧୯୮୨ ଚନ୍ଦ୍ରଶେଖର ରଥ ସମ୍ରାଟ ଓ ଅନ୍ୟମାନେ
୧୯୮୧ ମନୋଜ ଦାସ ଧୁମାଭ୍ର ଦିଗନ୍ତ
୧୯୮୦ ସୁରେନ୍ଦ୍ର ମହାନ୍ତି କୁଳବୃଦ୍ଧ ଚରିତ ଉପନ୍ୟାସ [୧୩]

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Manoj Kumar Panda to receive Sarala Puraskar". Odisha Sun Times. Retrieved 20 August 2015.
  2. "IMFA". imfa.in. 2012. Archived from the original on 21 January 2016. Retrieved 1 January 2013. Sarala Award Recipients
  3. "୪୩ ତମ ଶାରଳା ପୁରସ୍କାର ପାଇଁ ମନୋନୀତ ହେଲେ ପ୍ରସିଦ୍ଧ ଗାଳ୍ପିକ ଡକ୍ଟର ଗୌରହରି ଦାସ". www.prameyanews7.com. ପ୍ରମେୟ. Retrieved 20 September 2022.
  4. "Sarala Puraskar for noted Odia writer Paramita Satpathy". newindianexpress.com. Retrieved 6 August 2021.
  5. "କବି ନିତ୍ୟାନନ୍ଦ ନାୟକଙ୍କୁ ଶାରଳା ପୁରସ୍କାର". www.samajalive.in. ସମାଜ. Archived from the original on 7 October 2020. Retrieved 7 October 2020.
  6. "ପ୍ରଦୀପ ଦାଶ ପାଇବେ ଶାରଳା ପୁରସ୍କାର". sambad.in. sambad.in. Retrieved 7 September 2019.
  7. "Sarala award for poet Satrughna". newindianexpress.com. Retrieved 8 September 2018.
  8. "Banaj Devi to receive Sarala award for Kathapua". The Hindu. Retrieved 8 September 2018.
  9. "ହୃଷୀକେଶ ପାଇବେ ଶାରଳା ପୁରସ୍କାର". ଧରିତ୍ରୀ. Retrieved 3 September 2016.
  10. "Manoj Panda chosen for Sarala Award". The Statesman. Retrieved 20 August 2015.
  11. http://zeenews.india.com/home/satkadi-hota-to-receive-sarala-award_160979.html
  12. Mohanty, Sachidananda. "The world of J.P.Das". The Hindu. Retrieved 29 April 2014.
  13. Autumnal Leaves: Tales in Translation. Readworthy Publications. 19 March 2014. pp. 81–. ISBN 978-93-82363-33-0.