ସାରଳା ସମ୍ମାନ

ଓଡ଼ିଆ ସାହିତ୍ୟ ସମ୍ମାନ

କଟକସ୍ଥିତ ସାରଳା ସାହିତ୍ୟ ସଂସଦ ପକ୍ଷରୁ ପ୍ରତିବର୍ଷ ସାରଳା ସମ୍ମାନ ପ୍ରଦାନ କରାଯାଇଥାଏ ।[୧] ଓଡ଼ିଆ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ ।

ପୁରସ୍କାର ସମ୍ପାଦନା

୨୦୨୩ରେ ପୁରସ୍କାର ସ୍ୱରୂପ ୧ ଲକ୍ଷ ଟଙ୍କା ଅର୍ଥରାଶି, ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଉଥିଲା ।[୨]

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "ସାରଳା ସମ୍ମାନ: ମୁହଁ ଖୋଲିଲେ କବି ରାଜେଂଦ୍ର କିଶୋର ପଂଡା - Odisha Link" (in ଆମେରିକୀୟ ଇଂରାଜୀ). 2021-04-05. Retrieved 2023-05-03.
  2. "ନୀଳାଦ୍ରି ଭୂଷଣ ହରିଚନ୍ଦନ ଓ ଅର୍ଚ୍ଚନା ନାୟକ ପାଇବେ 'ସାରଳା ସମ୍ମାନ' - Samaja Live" (in ଆମେରିକୀୟ ଇଂରାଜୀ). 2023-04-30. Retrieved 2023-05-03.