ଇଲା ପଣ୍ଡା
ଓଡ଼ିଆ ରାଜନୀତିଜ୍ଞ
ଇଲା ପଣ୍ଡା (୨୬ ଅକ୍ଟୋବର ୧୯୩୨-୧୧ ଜାନୁଆରୀ ୨୦୦୫) ଜଣେ ଭାରତୀୟ ରାଜନୀତିଜ୍ଞ ।[୧][୨] ସେ ଭାରତର ସଂସଦର ରାଜ୍ୟ ସଭାର ଜଣେ ସାଂସଦ ଭାବରେ ଜନତା ଦଳରୁ ପ୍ରତିନିଧିତ୍ୱ କରିଥିଲେ ।[୨][୩][୪][୫]
ଇଲା ପଣ୍ଡା | |
---|---|
ସଂଦସର ସଭା, ରାଜ୍ୟ ସଭା | |
କାର୍ଯ୍ୟକାଳ ୧୯୯୨-୧୯୯୮ | |
ନିର୍ବାଚନ ମଣ୍ଡଳୀ | ଓଡ଼ିଶା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୬ ଅକ୍ଟୋବର ୧୯୩୨ |
ମୃତ୍ୟୁ | ୧୧ ଜାନୁଆରୀ ୨୦୦୫ | (ବୟସ ୭୨)
ରାଜନୀତିକ ଦଳ | ଜନତା ଦଳ |
ଜୀବନ ସାଥୀ | ବଂଶୀଧର ପଣ୍ଡା |
ସନ୍ତାନ | ବୈଜୟନ୍ତ ପଣ୍ଡା ପରମିତା ମହାପାତ୍ର ଶୁଭ୍ରକାନ୍ତ ପଣ୍ଡା ନୀତା ଗଣପତି |
ଇଲା ପଣ୍ଡା ଓଡ଼ିଆ ଉଦ୍ୟୋଗପତି ତଥା ଇମ୍ଫାର ପ୍ରତିଷ୍ଠାତା ବଂଶୀଧର ପଣ୍ଡାଙ୍କର ପତ୍ନି ଥିଲେ ।[୬] ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ ନାମରେ ଏକ ଏନ୍ଜିଓ ସଂସ୍ଥା ଅଛି । ଯାହାକୁ ତାଙ୍କର ପତି ବଂଶୀଧର ପଣ୍ଡା ୨୦୧୧ ମସିହାରେ ପ୍ରତିଷ୍ଠା କରିଥିଲେ ।[୭] ତାଙ୍କ ପୃଷ୍ଟପୋଷକତାରେ ପ୍ରତିବର୍ଷ ଶାରଳା ପୁରସ୍କାର, ଏକଲବ୍ୟ ପୁରସ୍କାର ଆଦି ମଧ୍ୟ ପ୍ରଦାନ କରାଯାଇଥାଏ । [୮]
ଆଧାର
ସମ୍ପାଦନା- ↑ "Ila Panda dead". The Hindu. 12 January 2005. Retrieved 2017-12-15.
- ↑ ୨.୦ ୨.୧ "RAJYA SABHA MEMBERS BIOGRAPHICAL SKETCHES 1952 - 2003" (PDF). Rajya Sabha. Retrieved 28 November 2017.
- ↑ "Women Members of Rajya Sabha" (PDF). Rajya Sabha. Retrieved 28 November 2017.
- ↑ The Journal of Parliamentary Information. Lok Sabha Secretariat. 1992. p. 362. Retrieved 28 November 2017.
- ↑ C. K. Jain (1993). Women parliamentarians in India. Published for Lok Sabha Secretariat by Surjeet Publications. p. 52. Retrieved 28 November 2017.
- ↑ Sura College of Competition; V.V.K.Subburaj (1 August 2004). Basic Facts of General Knowledge. Sura Books. pp. 1011–. ISBN 978-81-7254-234-4.
- ↑ http://www.bipf.org.in/history.html[permanent dead link]
- ↑ ODISHA Reference Year Book 2014. B.K PUBLICATIONS PVT. LTD. p. 778. ISBN 9789380422541.