ଜାତୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ କଥାଚିତ୍ର
ଓଡ଼ିଆ ସିନେମା ଇତିହାସରେ ଅନେକ ସିନେମା ଓ ସିନେ କଳାକାର, ନିର୍ଦ୍ଦେଶକ, ଲେଖକ ଓ ଅନ୍ୟାନ୍ୟ ଟେକନିସିଆନ ଜାତୀୟ ପୁରସ୍କାରରେ ମହିମା ମଣ୍ଡିତ ହୋଇଅଛନ୍ତି । ଜାତୀୟ ପୁରସ୍କାର ଭାରତର ରାଷ୍ଟ୍ରପତିଙ୍କ ଦେଇ ଦିଆଯାଇଥାଏ । ଭାରତ ସରକାରଙ୍କ ଅଧିନରେ ଏକ ଜୁରି କମିଟି ବିଭିନ୍ନ ବିଷୟକୁ ବିଚାର କରି ଏହି ପୁରସ୍କାର ପ୍ରଦାନ କରିଥାଆନ୍ତି ।
ବର୍ଷ | ସିନେମାର ନାମ | ଜାତୀୟ ପୁରସ୍କାର ପ୍ରକାର |
---|---|---|
୨୦୧୭ | ହେଲୋ ଆରସୀ | ସ୍ୱର୍ଣ୍ଣ କମଳ |
୨୦୧୫ | ପାହାଡ଼ର ଲୁହ | ସ୍ୱର୍ଣ୍ଣ କମଳ |
୨୦୧୪ | ଆଦିମ ବିଚାର | ସ୍ୱର୍ଣ୍ଣ କମଳ |
୨୦୦୮ | ଜୀଅନ୍ତା ଭୂତ | ସ୍ୱର୍ଣ୍ଣ କମଳ (ପରିବେଶ ଉପରେ ଶ୍ରେଷ୍ଠ ସିନେମା) |
୨୦୦୭ | ପୂଜା ପାଇଁ ଫୁଲଟିଏ | ସ୍ୱର୍ଣ୍ଣ କମଳ |
୨୦୦୬ | କଥାନ୍ତର | ସ୍ୱର୍ଣ୍ଣ କମଳ |
୨୦୦୪ | ଅ ଆକାରେ ଆ | ସ୍ୱର୍ଣ୍ଣ କମଳ |
୨୦୦୨ | ମାଗୁଣିର ଶଗଡ଼ | ସ୍ୱର୍ଣ୍ଣ କମଳ |
୨୦୦୦ | ବିଶ୍ୱପ୍ରକାଶ | ସ୍ୱର୍ଣ୍ଣ କମଳ |
୧୯୯୯ | ନନ୍ଦନ | ସ୍ୱର୍ଣ୍ଣ କମଳ |
୧୯୯୮ | ଶେଷ ଦୃଷ୍ଟି | ସ୍ୱର୍ଣ୍ଣ କମଳ |
୧୯୯୭ | ଶୂନ୍ୟସ୍ୱରୂପ | ସ୍ୱର୍ଣ୍ଣ କମଳ |
୧୯୯୬ | ମୋକ୍ଷ | ସ୍ୱର୍ଣ୍ଣ କମଳ |
୧୯୯୫ | ନିର୍ବାଚନ | ସ୍ୱର୍ଣ୍ଣ କମଳ (ପରିବେଶ ଉପରେ ଶ୍ରେଷ୍ଠ ସିନେମା) |
୧୯୯୪ | ଅରଣ୍ୟ ରୋଦନ | ସ୍ୱର୍ଣ୍ଣ କମଳ |
୧୯୯୪ | ଲାବଣ୍ୟ ପ୍ରୀତି | ସ୍ୱର୍ଣ୍ଣ କମଳ (ଶ୍ରେଷ୍ଠ ଶିଶୁ ସିନେମା) |
୧୯୯୩ | ଭିନ୍ନ ସମୟ | ସ୍ୱର୍ଣ୍ଣ କମଳ |
୧୯୯୨ | ତାରା | ସ୍ୱର୍ଣ୍ଣ କମଳ |
୧୯୯୨ | ଆଦି ମିମାଂସା | ସ୍ୱର୍ଣ୍ଣ କମଳ |
୧୯୯୦ | ଅନ୍ଧ ଦିଗନ୍ତ | ସ୍ୱର୍ଣ୍ଣ କମଳ |
୧୯୮୯ | କିଛି ସ୍ମୃତି କିଛି ଅନୁଭୂତି | ସ୍ୱର୍ଣ୍ଣ କମଳ |
୧୯୮୮ | ନିଷିଦ୍ଧ ସ୍ୱପ୍ନ | ସ୍ୱର୍ଣ୍ଣ କମଳ |
୧୯୮୭ | ମଝି ପାହାଚ | ସ୍ୱର୍ଣ୍ଣ କମଳ |
୧୯୮୬ | ଭଙ୍ଗା ସିଲଟ | ସ୍ୱର୍ଣ୍ଣ କମଳ |
୧୯୮୫ | କ୍ଳାନ୍ତ ଅପରାହ୍ଣ | ସ୍ୱର୍ଣ୍ଣ କମଳ |
୧୯୮୪ | ନୀରବ ଝଡ଼ | ଜାତୀୟ ସ୍ତରରେ ୨ୟ ଶ୍ରେଷ୍ଠ ସିନେମା |
୧୯୮୪ | ମାୟା ମିରିଗ | ସ୍ୱର୍ଣ୍ଣ କମଳ |
୧୯୮୨ | ଶୀତ ରାତି | ସ୍ୱର୍ଣ୍ଣ କମଳ |
୧୯୭୮ | ଚିଲିକା ତୀରେ | ସ୍ୱର୍ଣ୍ଣ କମଳ |
୧୯୭୬ | ଶେଷ ଶ୍ରାବଣ | ରାଷ୍ଟ୍ରପତି ରୋପ୍ୟ ପଦକ |
୧୯୭୧ | ଅଦିନ ମେଘ | ରାଷ୍ଟ୍ରପତି ରୋପ୍ୟ ପଦକ |
୧୯୭୦ | ସ୍ତ୍ରୀ | ରାଷ୍ଟ୍ରପତି ମେରିଟ ପୁରସ୍କାର |
୧୯୬୮ | ଅରୁନ୍ଧତୀ | ରାଷ୍ଟ୍ରପତି ରୋପ୍ୟ ପଦକ |
୧୯୬୭ | ମାଟିର ମଣିଷ | ରାଷ୍ଟ୍ରପତି ରୋପ୍ୟ ପଦକ |
୧୯୬୬ | ମଲା ଜହ୍ନ | ରାଷ୍ଟ୍ରପତି ରୋପ୍ୟ ପଦକ |
୧୯୬୫ | ନବଜନ୍ମ | ରାଷ୍ଟ୍ରପତି ରୋପ୍ୟ ପଦକ |
୧୯୬୫ | ସାଧନା | ରାଷ୍ଟ୍ରପତି ରୋପ୍ୟ ପଦକ |
୧୯୬୪ | ଜୀବନସାଥୀ | ରାଷ୍ଟ୍ରପତି ରୋପ୍ୟ ପଦକ |
୧୯୬୪ | ନାରୀ | ରାଷ୍ଟ୍ରପତି ରୋପ୍ୟ ପଦକ |
୧୯୬୩ | ଲକ୍ଷ୍ମୀ | ସୂର୍ଯ୍ୟମୁଖୀ ରାଷ୍ଟ୍ରପତି ପୁରସ୍କାର |
୧୯୬୧ | ନୂଆ ବୋଉ | ରାଷ୍ଟ୍ରପତି ମେରିଟ ପୁରସ୍କାର |
୧୯୬୦ | ଶ୍ରୀ ଲୋକନାଥ | ରାଷ୍ଟ୍ରପତି ରୋପ୍ୟ ପଦକ |
ଆହୁରି ଦେଖନ୍ତୁ
ସମ୍ପାଦନାଟୀକା
ସମ୍ପାଦନାଆଧାର
ସମ୍ପାଦନା- Ashok Palit. "Facts & Figure about National Award for Odia Film". Orissadiary.com. Retrieved Monday, June 27, 2011.
{{cite news}}
: Check date values in:|accessdate=
(help)[permanent dead link]